ଜାଫିର୍ଲୁକାଷ୍ଟ

ଜାଫିର୍ଲୁକାଷ୍ଟ (ଇଂରାଜୀ ଭାଷାରେ Zafirlukast), ଅନ୍ୟମାନଙ୍କ ମଧ୍ୟରେ ଆକୋଲେଟ୍ ଏହାର ଏକ ବିକ୍ରୟ ନାମ, ହେଉଛି ଆଜମା ଏବଂ ଆଲର୍ଜିକ ନାକ ପ୍ରଦାହ ରୋଗର ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଆଜ୍‌ମା ପାଇଁ ପ୍ରଶ୍ୱାସ ପଥରେ ଦିଆଯାଉଥିବା ସ୍ଟିରଏଡ଼ଠାରୁ ଏହା କମ ପସନ୍ଦ କରାଯାଏ । ଏହା ପାଟିରେ ଦିଆଯାଏ । ଏହାର ଉପକାର ପାଇବାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ।

Mr. Ibrahem/Zafirlukast
ଜାଫିର୍ଲୁକାଷ୍ଟ
ଜାଫିର୍ଲୁକାଷ୍ଟ
Clinical data
Trade names Accolate, others
AHFS/Drugs.com Monograph
MedlinePlus a697007
Pregnancy

category
  • AU: B1
Routes of

administration
By mouth
Drug class Leukotriene receptor antagonist
Legal status
Legal status
  • UK: POM (Prescription only)
Pharmacokinetic data
Bioavailability Unknown
Protein binding >99% (albumin)
Metabolism Liver (CYP2C9-mediated)
Metabolites hydroxylated metabolites
Onset of action < 2 weeks
Elimination half-life 10 hours
Excretion Fecal
Identifiers
IUPAC name
  • Cyclopentyl 3-{2-methoxy-4-[(o-tolylsulfonyl)carbamoyl]benzyl}-1-methyl-1H-indol-5-ylcarbamate
Chemical and physical data
Formula C31H33N3O6S
Molar mass 575.68 g·mol−1
3D model (JSmol)
Melting point 138 to 140 °C (280 to 284 °F)
SMILES
  • Cc1ccccc1S(=O)(=O)NC(=O)c2cc(OC)c(cc2)Cc3cn(C)c4ccc(cc43)NC(=O)OC5CCCC5
InChI
  • InChI=1S/C31H33N3O6S/c1-20-8-4-7-11-29(20)41(37,38)33-30(35)22-13-12-21(28(17-22)39-3)16-23-19-34(2)27-15-14-24(18-26(23)27)32-31(36)40-25-9-5-6-10-25/h4,7-8,11-15,17-19,25H,5-6,9-10,16H2,1-3H3,(H,32,36)(H,33,35) checkY
  • Key:YEEZWCHGZNKEEK-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ପେଟ ବ୍ୟଥା ହୋଇପାରେ । ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ସମ୍ଭାବ୍ୟ ଚର୍ଗ-ଷ୍ଟ୍ରସ୍ ସିଣ୍ଡ୍ରୋମ (Churg-Strauss syndrome) ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ସମ୍ଭବତଃ ନିରାପଦ ଅଟେ । ଏହା ଏକ ଲ୍ୟୁକୋଟ୍ରିଏନ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ (LTRA) ଏବଂ ବାୟୁପଥରେ ଥିବା ଫୁଲା, ଲଘୁ ଶ୍ୱାସନଳୀ ସଂକୋଚନ (ବ୍ରୋଙ୍କୋକନଷ୍ଟ୍ରିକ୍ସନ୍) ପ୍ରଦାହକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜାଫିର୍ଲୁକାଷ୍ଟକୁ ଅନୁମୋଦନ କରାଯାଇଥିଲା । ଏହା କେତେକ ଦେଶରେ ଅନୁମୋଦିତ କିନ୍ତୁ ୟୁରୋପର ସମସ୍ତ ଦେଶରେ ନୁହେଁ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୩୪ ଡଲାର ଖର୍ଚ୍ଚ ହୋଇଥାଏ ।

ଆଧାର

Tags:

ଆଜ୍‌ମାଆଲର୍ଜିକ ନାକ ପ୍ରଦାହଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଆନ୍ତର୍ଜାତିକ ମହିଳା ଦିବସମାଗୁଣିର ଶଗଡ଼ (କଥାଚିତ୍ର)ସରୋଜିନୀ ନାଇଡୁଗୋପୀନାଥ ମହାନ୍ତିଭାରତୀୟ ଜାତୀୟ କଂଗ୍ରେସବିଶ୍ୱ ଏଡ୍‌ସ ଦିବସଓ ଅନ୍ଧଗଳିଶବ୍ଦ (ପଦ)ଦେବୁ ବୋଷଲକ୍ଷ୍ମୀ ପୁରାଣଓଡ଼ିଆ ରାନ୍ଧଣାଚିତ୍ତରଞ୍ଜନ ଦାସବ୍ରଜନାଥ ରଥରାମ ନବମୀଗୁରୁ ପ୍ରସାଦ ମହାନ୍ତିଜଗନ୍ନାଥବର୍ଷା ପ୍ରିୟଦର୍ଶିନୀଜୁନବର୍ଷାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟପ୍ରତିଭା ରାୟକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥ ଦାସବ୍ୟଞ୍ଜନ ବର୍ଣ୍ଣରାସେଶ୍ୱରୀ ପାଣିଗ୍ରାହୀଲଘିଷ୍ଠ ସାଧାରଣ ଗୁଣିତକଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଯାଜପୁର ଜିଲ୍ଲାଅଣସରଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ସୋନପୁର ରାଜ୍ୟତୃପ୍ତି ଦାସଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗର୍ଭାବସ୍ଥାଉଦ୍ଭିଦ ବିଜ୍ଞାନପୁରୀ ଜିଲ୍ଲାଆଖିପୁରୁଷୋତ୍ତମ ଦେବକୋଚିଲାଗୋଦର ରୋଗଶ୍ରୀତମ ଦାସପଣା ସଂକ୍ରାନ୍ତିରବୀନ୍ଦ୍ରନାଥ ଠାକୁରମାଟିର ମଣିଷନଅତୁଣ୍ଡୀଦାସକାଠିଆକୁତାମ ଚଣ୍ଡୀ ମନ୍ଦିରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିପକୋଡ଼ାତୁଳସୀ ଗଛଗୌରହରି ଦାସକବାଟକୋଣାର୍କ୧୬୬୫ଶ୍ରବଣ ( ରାମାୟଣ ର ଚରିତ୍ର )ଉପେନ୍ଦ୍ର ଭଞ୍ଜପାରମିତା ଶତପଥୀ୧୯୮୪ସୌରୀନ୍ଦ୍ର ବାରିକଥାଲକୁଡ଼ିଦୁର୍ଗା ପୂଜାଅକ୍ଷାଂଶ🡆 More