ଜାତୀୟ ମତଦାତା ଦିବସ

ନିର୍ବାଚନ କମିସନର ପ୍ରତିଷ୍ଠା ଦିବସ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଏ । ୨୦୧୧ରେ ପ୍ରଥମଥର ପାଇଁ ଜାନୁଆରୀ ୨୫ତାରିଖକୁ ଜାତୀୟ ମଦଦାତା ଦିବସ ଭାବେ ପାଳନ କରାଯିବା ସହ ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ଗଣତାନ୍ତ୍ରୀକ ନିର୍ବଚକ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ।

୧୯୫୦ ମସିହା ଜାନୁଆରୀ ୨୬ତାରିଖରେ ଭାରତ ଏକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ଘୋଷିତ ହୋଇଥିଲା, ଏହାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୫ତାରିଖ ଦିନ ସମ୍ବିଧାନ ଧାରା ୩୨୪ ଅନୁସାରେ ଏକ ସ୍ୱାଧୀନ ନିର୍ବାଚନ କମିସନ ପ୍ରତିଷ୍ଠା କରାଯାଇଥିଲା । ଏହାସହ ୨୧ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ (ଉଭୟ ସ୍ତ୍ରୀ ଓ ପୁରୁଷ) ମତଦାନ ଅଧିକାର ମିଳିଲା । ୧୯୮୮ ମସିହାରେ ସମ୍ବିଧାନ ସଂଶୋଧନ କରାଯାଇ ମତଦାତାଙ୍କ ବୟସ ସୀମା ୨୧ରୁ ୧୮କୁ ଖସାଇ ଦିଆଗଲା ।

ଆଧାର

ଅଧିକ ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

କୁଞ୍ଜବିହାରୀ ଦାଶ୧୪ ମାର୍ଚ୍ଚହୃଷୀକେଶ ପଣ୍ଡାଦିଲ୍ଲୀତେନ୍ତୁଳିଗୋପୀନାଥ ମହାନ୍ତିସୀତାକାନ୍ତ ମହାପାତ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗୋବିନ୍ଦ ତ୍ରିପାଠୀସିକ୍ଲ ସେଲ୍ ରୋଗArmeniaବିଜ୍ଞାନଜାପାନଆକ୍ରା୧୯୨୭ଫୁସଫୁସବାରାକ ଓବାମାପଣା ସଂକ୍ରାନ୍ତିକ୍ରିକେଟଓଡ଼ିଶାର ଦୋଳଯାତ୍ରା୪ ମାର୍ଚ୍ଚସୁନାମାଟ୍ରିକ୍ସଗଙ୍ଗାଧର ମେହେରସିଙ୍ଗାପୁରବଳଭଦ୍ର ମାଝୀଆର. କେ. ନାରାୟଣରବର୍ଟ ମୂଗଭୁବନେଶ୍ୱରକ୍ଲିଣ୍ଡାମାଇସିନରଜିୟା ସୁଲତାନ୧୪୩୪୩ ଫେବୃଆରୀଯୋଗଲାଟିନ ଭାଷାଓଡ଼ିଶାର ଇତିହାସ୧୯୬୩ତୁର୍କୀ୫୬୪ଚାଚେରୀ ବେଶଓଡ଼ିଶା ବିଧାନ ସଭାନାଉରୁଦ୍ୱିତୀୟ ବିଶ୍ୱଯୁଦ୍ଧଗୀତଗୋବିନ୍ଦAugust 11ବିଜାଣ୍ଟିନୀୟ ସାମ୍ରାଜ୍ଯକନଫୁସିଅସବାଦସୁଦାମ ମାରାଣ୍ଡିସମ୍ବଲପୁରଉତ୍କଳ ଦିବସଜେ. କେ ରୋଲିଙ୍ଗସେସିଲିଆ ପେଇନ-ଗାପୋସ୍ଚକିନଶିବାଜୀକୋଣାର୍କଜେରୁସାଲେମଚିକୁନ‌ଗୁନିଆସୌଭାଗ୍ୟ କୁମାର ମିଶ୍ରଘରଜଗନ୍ନାଥ ମନ୍ଦିରସୁଦୀପ ତ୍ୟାଗୀବୀର ସୁରେନ୍ଦ୍ର ସାଏ୭୧୫ଅଭିମନ୍ୟୁମଧୁସୂଦନ ରାଓସେରେବ୍ରାଲ ଆନିଉରିଜ୍ମଓଷାସଂସ୍କୃତପୃଥିବୀଅମୃତାୟନ🡆 More