ଗୋଆ ମୁକ୍ତି ଦିବସ

ଗୋଆ, ଡାମନ ଓ ଡିଉ ମୁକ୍ତି ଦିବସ ପ୍ରତିବର୍ଷ ୧୯ ଡିସେମ୍ବରରେ ଭାରତର ଗୋଆରେ ପାଳନ କରାଯାଏ । ଏହା ଭାରତରେ ଗୋଆ ମୁକ୍ତି ଦିବସ ନମରେ ଖ୍ୟାତ । ଗୋଆକୁ ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ କରିଥିବା ଭାରତୀୟ ସଶସ୍ତ୍ର ବାହିନୀର ସ୍ମୃତିରେ ଗୋଆ ମୁକ୍ତି ଦିବସ ପାଳନ କରାଯାଏ । ଏହି ଦିନ ହିଁ ଭାରତ ୟୁରୋପୀୟ ଶାସନରୁ ସମ୍ପୂର୍ଣ୍ଣ ମୁକ୍ତ ହେଲା ।

ଇତିହାସ

ଗୋଆ, ନାମକ ଏହି ଭାରତୀୟ ରାଜ୍ୟ, ଡିସେମ୍ବର ୧୯, ୧୯୬୧ରେ ପ୍ରାୟ ୪୫୦ ବର୍ଷର ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ ହୋଇଥିଲା । ଭାରତରେ ଊନ୍ନବିଂଶ ଶତାବ୍ଦୀରେ ସ୍ୱାଧୀନତା ପାଇଁ ଏହି ଆନ୍ଦୋଳନ ଗୋଆରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପକାଇଥିଲା । ଗୋଆର ବାସିନ୍ଦାମାନେ ୧୯୪୦ ଦଶକରେ ସତ୍ୟଗ୍ରହରେ ମଧ୍ୟ ଭାଗନେଇଥିଲେ । ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରେ ମଧ୍ୟ ପର୍ତ୍ତୁଗୀଜମାନେ ଗୋଆ ଛାଡିବାକୁ ମନା କରିଦେଇଥିଲେ । କଥାବାର୍ତ୍ତା ବିଫଳ ହେବା ପରେ ଭାରତର ତତ୍କାଳୀନ ସରକାର ଗୋଆର ମୁକ୍ତି ପାଇଁ ସାମରିକ ବିକଳ୍ପ ବାଛିଲେ।

ତିନୋଟି ପର୍ତ୍ତୁଗୀଜ୍ ଅଞ୍ଚଳ: ଗୋଆ, ଡାମନ ଓ ଡିଉକୁ ମୁକ୍ତ କରିବା ପାଇଁ ଅପରେସନ୍ ବିଜୟ ଆରମ୍ଭ କରାଯାଇଥିଲା । ଏହା ଭାରତୀୟ ସଶସ୍ତ୍ର ବାହିନୀର ପ୍ରଥମ ତ୍ରି-ସେବା କାର୍ଯ୍ୟ ବୋଲି ଅନୁମାନ କରାଯାଉଥିଲା । ଡିସେମ୍ବର ୧ରୁ ଭାରତ ସରକାର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲେ, କିନ୍ତୁ ଏହା ୩୬ ଘଣ୍ଟିଆ ସାମରିକ ଅପରେସନ୍ ଭାବରେ ଡିସେମ୍ବର ୧୮, ୧୯୬୧ରୁ ଆରମ୍ଭ ହୋଇ ୧୯ ଡିସେମ୍ବର ୧୯୬୧ରେ ଶେଷ ହୋଇଥିଲା ।

ଆଧାର

Tags:

ଡାମନ ଓ ଡିଉଭାରତ

🔥 Trending searches on Wiki ଓଡ଼ିଆ:

ବୀର ସୁରେନ୍ଦ୍ର ସାଏଦୈନିକ ଆଶାଭାରତଶାନ୍ତନୁ କୁମାର ଆଚାର୍ଯ୍ୟଗୋବିନ୍ଦ ତ୍ରିପାଠୀମୁସଲମାନଅଗଷ୍ଟରମାକାନ୍ତ ରଥ୧୬୮୦ଓଡ଼ିଆ ସାହିତ୍ୟର ଇତିହାସଉଇକିପାଠାଗାରବିଶାଖା (ନକ୍ଷତ୍ର)ମଟର ସାଇକେଲଅବକାଶ ବେଶଭାଷା ବିଜ୍ଞାନକାର୍ତ୍ତିକ ମହାପାତ୍ରଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଏକଲବ୍ୟ ପୁରସ୍କାରଗୁରୁ ପ୍ରସାଦ ମହାନ୍ତିମନମୋହନ ସାମଲସ୍ନେହସାରକନ୍ୟା (ରାଶି)ସୁନାବେଶସୁଭାଷ ଚନ୍ଦ୍ର ବୋଷବୀଣାପାଣି ମହାନ୍ତି୨୭ ଜୁନମହାପ୍ରସାଦମାଳିକାଶୈଳଭାମା ମହାପାତ୍ରଜାପାନଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ୨୯ ଜୁନନୃସିଂହନାଥ ମନ୍ଦିର୧୯୬୧ର ଓଡ଼ିଆ କଥାଚିତ୍ରମାଗୁଣିର ଶଗଡ଼ (କଥାଚିତ୍ର)କୃଷ୍ଣପ୍ରସାଦ ମିଶ୍ରଅବସାଦକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକ୍ୟୁ. ଆର. କୋଡ଼ପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ଭାରତୀୟ ଜାତୀୟ କଂଗ୍ରେସସାଲଭାଡୋର ଡାଲିକ୍ଷୀରଚୋରା ଗୋପୀନାଥ ମନ୍ଦିରଜାତୀୟ ଆୟଭ୍ୟାକୁମ୍ କ୍ଲିନର୍ମଠଗୋଦାବରୀଶ ମହାପାତ୍ରଦଣ୍ଡ ନାଟଓଡ଼ିଶା ପ୍ରିମିଅର ଲିଗଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଶୈଳେନ ମହାପାତ୍ରକାହ୍ନୁଚରଣ ମହାନ୍ତିଜ୍ଞାନମଣ୍ଡଳନଅଙ୍କ ଦୁର୍ଭିକ୍ଷଅଭୟ ସିଂହwiki.phtml୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଚିତ୍ତରଞ୍ଜନ ଦାସଟୁକାଟିନିବଭାରତର ଜାତୀୟ ପତାକାରେବତୀ (କ୍ଷୁଦ୍ରଗଳ୍ପ)ମନୋଜ ଦାସସମାଜ ବିଜ୍ଞାନ୧୯୭୬ଇରା ମହାନ୍ତିଶରତ ଚନ୍ଦ୍ର ପ୍ରଧାନମାସଶ୍ରୀରାଧାକୋଳିଓଡ଼ିଶାର ସଂସ୍କୃତିବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଭଦଭଦଳିଆ🡆 More