ଗେଲେଫୁ ବିମାନ ବନ୍ଦର

ଗେଲେଫୁ ବିମାନ ବନ୍ଦର (IATA: GLU, ICAO: VQGP) iଭୁଟାନର ସରପାଙ୍ଗ ଜିଲ୍ଲାରେ ଅବସ୍ଥିତ ବିମାନ ବନ୍ଦର । ଏହା ଗେଲେଫୁ ସହରରୁ 3 କିଲୋମିଟର ଦୂର ସେମଟେଲିଙ୍ଗ ଗେବୋଗ ମାନକ ଗ୍ରାମରେ ଅବସ୍ଥିତ । ଏହାକୁ 500 ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ ହେଇଥିଲା । କିନ୍ତୁ ଅଦ୍ୟାବଧି ବ୍ୟବହାର ନାହିଁ । 

ଗେଲେଫୁ ବିମାନ ବନ୍ଦର
IATA: GLU – ICAO: VQGP
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Department of Civil Aviation
ଅବସ୍ଥାନ Gelephu District
ଉଚ୍ଚତା (ସମୁଦ୍ର ଠାରୁ) 984 ft / 300 m
ଦିଗବାରେଣି 26°52′07″N 090°27′55″E / 26.86861°N 90.46528°E / 26.86861; 90.46528
Map
ଗେଲେଫୁ ବିମାନ ବନ୍ଦର is located in Bhutan
ଗେଲେଫୁ ବିମାନ ବନ୍ଦର
ଗେଲେଫୁ ବିମାନ ବନ୍ଦର
Location within Bhutan
ରନବେ
ଦିଗ ଲମ୍ବ ଭୂମି
ft m
11/29 4,921 1,500 Asphalt

History

ଏହି ବିମାନ ବନ୍ଦର ଅକ୍ଟୋବର 2012 ମସିହାରେ ଉଦଘାତିତ ହେଇଥିଲା । ,କିନ୍ତୁ ଭୁଟାନ ସରକାରଙ୍କ ଅନୁମତି ପାଇ ନ ଥିବାରୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା ହେଇ ପାରି ନାହି । . ଏହାକୁ ମୂଳତଃ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଯୋଜନା କଡ଼ାଯାଇଥିଲା , ହେଲେ ତାହା ପରେ ବର୍ଜନ କରାଗଲା । . ତେବେ ବିଭାଗୀୟ ମାତୃଙ୍କ ଅନୁସାରେ ନୂତନ ଟର୍ମିନାଲ ଭାବନା ନିର୍ମାଣ ହେଲା ପରେ ନିୟମିତ ଚଳାଚଳ ହେବ ।  ତେବେ ବାଣିଜ୍ୟିକ ହିସାବରେ ଏହା ସଫଳ ହେବା ନେଇ ସନ୍ଦେହ ବ୍ୟକ୍ତ କରାଯାଏ । 

ବିମାନ ଓ ଗନ୍ତବ୍ୟ 

ବିମାନ ସେବା ଗନ୍ତବ୍ୟ
Druk Air Jakar, Paro

ପୁନଶ୍ଚ ଦେଖଣା 

  • Transport in Bhutan
  • List of airports in Bhutan

ଆଧାର 

Tags:

ଗେଲେଫୁ ବିମାନ ବନ୍ଦର Historyଗେଲେଫୁ ବିମାନ ବନ୍ଦର ବିମାନ ଓ ଗନ୍ତବ୍ୟ ଗେଲେଫୁ ବିମାନ ବନ୍ଦର ପୁନଶ୍ଚ ଦେଖଣା ଗେଲେଫୁ ବିମାନ ବନ୍ଦର ଆଧାର ଗେଲେଫୁ ବିମାନ ବନ୍ଦର

🔥 Trending searches on Wiki ଓଡ଼ିଆ:

କମ୍ପ୍ୟୁଟରଅସହଯୋଗ ଆନ୍ଦୋଳନଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରମାକାନ୍ତ ରଥମିଥୁନ (ରାଶି)ଡାଇଭର୍ଟିକୁଲାଇଟିସ୍ପୌଷ ପୂର୍ଣ୍ଣିମାଯଶୋବନ୍ତ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗୋଦାବରୀଶ ମହାପାତ୍ରଯୋଗଭୀମ ଭୋଇଅଂଶୁଘାତଭାଗବତ ଟୁଙ୍ଗିରାଜୀବ ଗାନ୍ଧୀବେଣୁଧର ରାଉତପ୍ରୋଟାମିନ ସଲଫେଟଉପେନ୍ଦ୍ର କିଶୋର ଦାସଓଡ଼ିଆ ରାମାୟଣଭାରତୀୟ ଆଇନରେ ବ୍ୟଭିଚାରରାମ ନବମୀଓଡ଼ିଆ ଭାଷା ଆନ୍ଦୋଳନସୌମ୍ୟ ରଞ୍ଜନ ପଟ୍ଟନାୟକମହାବୀର ଜୈନଆଣ୍ଟିବଡିମନୋଜ ଦାସଗଙ୍ଗାଧର ମେହେରରାମକୃଷ୍ଣ ପରମହଂସଜଟାୟୁରବୀନ୍ଦ୍ରନାଥ ଠାକୁର୨୮ ମାର୍ଚ୍ଚଲିଙ୍ଗରାଜ ମନ୍ଦିରକାଶୀ ବିଶ୍ୱନାଥ ମନ୍ଦିରଓଡ଼ିଆ ଉଇକିପିଡ଼ିଆକୃଷ୍ଣ ଜନ୍ମାଷ୍ଟମୀଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟମହୁମାଛିନିତ୍ୟାନନ୍ଦ ମହାପାତ୍ରହିମାଳୟଜନ ଗଣ ମନୟୁରୋପଜଗଦୀଶ ମହାନ୍ତିବ୍ରଜନାଥ ରଥଅଳେଇଚ୧୯୧୪କାର୍ତ୍ତିକ ଚନ୍ଦ୍ର ରଥବୁଏନ୍ସ ଏଆରସ୨୧ ମାର୍ଚ୍ଚଓଡ଼ିଆ କବି ମାନଙ୍କର ତାଲିକାୟୁନେସ୍କୋଖ୍ରୀଷ୍ଟ ଧର୍ମଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିମାଳଦ୍ଵୀପସ୍କନ୍ଦ ପୁରାଣଉତ୍କଳ ସମ୍ମିଳନୀଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)କୁପୋଷଣରମେଶ ପ୍ରସାଦ ପାଣିଗ୍ରାହୀନିତ୍ୟାନନ୍ଦ ଶତପଥୀଭୌଗଳିକ ଦିଗବାରେଣିଭୁବନେଶ୍ୱର ବେହେରାଭଦ୍ରକ୧୯୭୫ବାୟୁ (ଦେବତା)ଡୁପିଟ୍ରେନ୍ସ କଣ୍ଟ୍ରାକଚରଶ୍ରାଦ୍ଧପୁରୀ🡆 More