କ୍ୟାବରଗୋଲିନ

କ୍ୟାବରଗୋଲିନ, ଅନ୍ୟମାନଙ୍କ ମଧ୍ୟରେ ବେପାର ନାମ ଡୋଷ୍ଟିନେକ୍ସ, ଏକ ଔଷଧ ଯାହା ଉଚ୍ଚ ରକ୍ତ ପ୍ରୋଲାକ୍ଟିନ୍, ଅଳ୍ପ କେତେକ କ୍ଷେତ୍ରରେ ପାର୍କିନ୍ସନ୍ ପାଇଁ ଏବଂ କ୍ଷୀର ଉତ୍ପାଦନ କମ କରିବା ପାଇଁ ବ୍ୟବହୃତ ହୁଏ । ଗର୍ଭାବସ୍ଥାର ବାହାରେ, କମ୍ ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହା ବ୍ରମୋକ୍ତିପ୍ଟିନ ଅପେକ୍ଷା ଅଧିକ ପସନ୍ଦ କରାଯାଏ । ଏହା ପାଟିରେ ଦିଆଯାଏ ।

କ୍ୟାବରଗୋଲିନ
କ୍ୟାବରଗୋଲିନ
Clinical data
Trade namesDostinex, others
AHFS/Drugs.commonograph
data
Pregnancy
category
  • US: B (No risk in non-human studies)
Routes of
administration
Oral
ATC code
Legal status
Legal status
  • US: ℞-only
Pharmacokinetic data
BioavailabilityFirst-pass effect seen; absolute bioavailability unknown
Protein bindingModerately bound (40–42%); concentration-independent
MetabolismHepatic, predominately via hydrolysis of the acylurea bond or the urea moiety
Elimination half-life63–69 hours (estimated)
ExcretionUrine (22%), feces (60%)
Identifiers
IUPAC name
  • (6aR,9R,10aR)-N-[3-(dimethylamino)propyl]-N-(ethylcarbamoyl)-7-prop-2-enyl-6,6a,8,9,10,10a-hexahydro-4H-indolo[4,3-fg]quinoline-9-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.155.380 Edit this at Wikidata
Chemical and physical data
FormulaC26H37N5O2
Molar mass୪୫୧.୬୨ g·mol−1
3D model (JSmol)
SMILES
  • [H][C@]12C[C@@H](C(=O)N(CCCN(C)C)C(=O)NCC)CN(CC=C)[C@]1([H])Cc3c[nH]c4cccc2c34
InChI
  • InChI=1S/C26H37N5O2/c1-5-11-30-17-19(25(32)31(26(33)27-6-2)13-8-12-29(3)4)14-21-20-9-7-10-22-24(20)18(16-28-22)15-23(21)30/h5,7,9-10,16,19,21,23,28H,1,6,8,11-15,17H2,2-4H3,(H,27,33)/t19-,21-,23-/m1/s1 checkY
  • Key:KORNTPPJEAJQIU-KJXAQDMKSA-N checkY
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ନିଦ୍ରା ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଫାଇବ୍ରୋସିସ୍ ଏବଂ ଠିଆ ହେବା ସମୟରେ ନିମ୍ନ ରକ୍ତଚାପ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାରର କ୍ଷତି ହେଉଥିବାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ, କିନ୍ତୁ ଏହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଡୋପାମିନ ରିସେପ୍ଟରଗୁଡ଼ିକୁ ସକ୍ରିୟ କରେ ଓ ପ୍ରୋଲାକ୍ଟିନ ରିଲିଜ୍ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।

୧୯୮୦ ମସିହାରେ କାବେରଗୋଲିନ୍ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୯୩ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ । ଯୁକ୍ତରାଜ୍ୟରେ ୧ ମିଗ୍ରାର ୨୦ଟି ଟାବଲେଟ୍ ପାଇଁ ୨୦୨୦ରେ ଏହାର ମୁଲ୍ୟ ପ୍ରାୟ ୬୫ ପାଉଣ୍ଡ ହୋଇଥାଏ । ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୭୨ ଡଲାର ।

ଆଧାର

Tags:

ପାର୍କିନ୍‌ସନ୍ ରୋଗହାଇପରପ୍ରୋଲାକ୍ଟିନେମିଆ

🔥 Trending searches on Wiki ଓଡ଼ିଆ:

ଜ୍ଞାନପୀଠ ପୁରସ୍କାରସଂଗୀତଟୁଇଟରଡମ୍ବରୁ ଶିଶାସୁଦାମ ମାରାଣ୍ଡି୧୯୬୩ରବର୍ଟ ମୂଗବୁଦାପେଷ୍ଟକର୍କଟ ରୋଗଶାନ୍ତନୁ କୁମାର ଆଚାର୍ଯ୍ୟଫେସବୁକଭାରତୀୟ ସମ୍ବିଧାନଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଶୋକାଷ୍ଟମୀମାଲଟାଏଷ୍ଟୋନିଆବୌଦ୍ଧ ଧର୍ମ୩୪ଗୋବିନ୍ଦ ଚନ୍ଦ୍ର ଦାସମାଳତୀ ଚୌଧୁରୀଗୋପାଳ କୃଷ୍ଣ ରଥଓଡ଼ିଶାର ଲୋକନୃତ୍ୟଗ୍ରହଜଗନ୍ନାଥ ମନ୍ଦିରଇଣ୍ଡୋନେସିଆରାଜେନ୍ଦ୍ର ନାରାୟଣ ସିଂହଦେଓଓଡ଼ିଆ ଖବରକାଗଜ ତାଲିକାଏ. ପି. ଜେ. ଅବଦୁଲ କଲାମମୁଣ୍ଡପିଛା ଆୟକାଳିନ୍ଦୀ ଚରଣ ପାଣିଗ୍ରାହୀଶାରଳା ପୁରସ୍କାରରୋହିଙ୍ଗିଆ ଗଣହତ୍ୟାସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଉର୍ବଶୀପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା୪ ମାର୍ଚ୍ଚମହେନ୍ଦ୍ର ସିଂହ ଧୋନିରାଜ୍ୟ ସଭାବର୍ଷାଅଲିମ୍ପିକ କ୍ରୀଡ଼ାଗୌତମ ବୁଦ୍ଧବିଲ୍ ଗେଟ୍ସ୍ଦକ୍ଷିଣ ଆଫ୍ରିକାପ୍ରଦୀପ କୁମାର ମାଝୀପୁରାଣ୧୬ଶ ଲୋକ ସଭାସେରେବ୍ରାଲ ଆନିଉରିଜ୍ମନାଟୋସେପ୍ସିସ୧୬୧୬ତୁର୍କୀମହାଭାରତମଙ୍ଗଳା ମନ୍ଦିରପ୍ୟାରିସକଳିଙ୍ଗ ଲିପିଉମେଶଚନ୍ଦ୍ର ସରକାରଯୁକ୍ତରାଜ୍ୟମଦନମୋହନ ମିଶ୍ରଜ୍ୱରଶଙ୍ଖ କ୍ଷେତ୍ରଗୋପାଳବଲ୍ଲଭ ଦାସଶତପୁରା ରେଞ୍ଜବ୍ୟାଙ୍କ ଅଫ ଇଣ୍ଡିଆଓଡ଼ିଆ କବି ମାନଙ୍କର ତାଲିକାବୈଦେହୀଶ ବିଳାସସେସିଲିଆ ପେଇନ-ଗାପୋସ୍ଚକିନମିଳିତ ଜାତିସଂଘଇସାଭୁକୋନାଜୋନିଅମସାଧାରଣ ଆପେକ୍ଷିକ ତତ୍ତ୍ୱଓଷାଦ୍ୱିତୀୟ ବିଶ୍ୱଯୁଦ୍ଧ🡆 More