ଏକା ତୁ ଏକା ମୁଁ: ୨୦୨୨ ଓଡ଼ିଆ କଥାଚିତ୍ର

ଏକା ତୁ ଏକା ମୁଁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ସଙ୍ଗୀତକାର ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏକା ତୁ ଏକା ମୁଁ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ପ୍ରଦ୍ୟୁମ୍ନ ଲେଙ୍କା
ଭୂପତି ତ୍ରିପାଠୀ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୨୨
ଦେଶଏକା ତୁ ଏକା ମୁଁ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ପ୍ରଦ୍ୟୁମ୍ନ ଲେଙ୍କା, ଭୂପତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧୪ ତାରିଖରେ ସିଦ୍ଧାର୍ଥ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲା ମନ୍ମଥ ମିଶ୍ର । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନମିତା ଅଗ୍ରୱାଲ, ସୌରଭ ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ମନ ମୋର ଗାର୍ଡ଼େନ୍ ଗାର୍ଡ଼େନ୍"ହ୍ୟୁମାନ ସାଗର, ନମିତା ଅଗ୍ରୱାଲ୦୪:୨୩
2."ଏକା ଏକା ମୁଁ"ହ୍ୟୁମାନ ସାଗର୦୫:୪୩
3."ଏ ଜୀବନ କେବେ ଶିବ ରଂଜନି"ସୌରଭ ନାୟକ୦୪:୩୯
4."ସମୟ ସୁଅ ମୁହେଁ ପତର"ସୌରଭ ନାୟକ୦୧:୧୪

ଆଧାର

ବାହାର ଆଧାର

Tags:

ଏକା ତୁ ଏକା ମୁଁ ଅଭିନୟଏକା ତୁ ଏକା ମୁଁ କାହାଣୀଏକା ତୁ ଏକା ମୁଁ ଗୀତ ଏବଂ ସଙ୍ଗୀତଏକା ତୁ ଏକା ମୁଁ ଆଧାରଏକା ତୁ ଏକା ମୁଁ ବାହାର ଆଧାରଏକା ତୁ ଏକା ମୁଁ

🔥 Trending searches on Wiki ଓଡ଼ିଆ:

ଶ୍ରୀକ୍ଷେତ୍ର ଦେବାଦେବୀନୂଆପଡ଼ା ଜିଲ୍ଲାରାଜେନ୍ଦ୍ର ନାରାୟଣ ସିଂହଦେଓବୌଦ୍ଧ ଧର୍ମକଣ୍ଡୋମ୧୩୮୫କିଶୋରୀ ଚରଣ ଦାସୟୁରୋପଭାରତୀୟ ମୁଦ୍ରାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଓଡ଼ିଆ ଉଇକିପିଡ଼ିଆକେନ୍ଦୁଝର ଜିଲ୍ଲାସୁଭାଷ ଚନ୍ଦ୍ର ବୋଷପୁରାଣଦୀନକୃଷ୍ଣ ଦାସଲୁସାକଲକ୍ଷ୍ମୀନାରାୟଣ ସାହୁବିଶ୍ୱ ଏଡ୍‌ସ ଦିବସସୁନ୍ଦରଗଡ଼ରେବତୀ (କ୍ଷୁଦ୍ରଗଳ୍ପ)ଶ୍ରୀରୂପା ମିତ୍ର ଚୌଧୁରୀଅଖିଳ ମୋହନ ପଟ୍ଟନାୟକଏଚଆଇଭି/ଏଡସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା୮ ଜୁଲାଇଏକାଦଶୀଭାରତୀୟ ଆଇନରେ ବ୍ୟଭିଚାରମଧୁସୂଦନ ରାଓଓଡ଼ିଆ ସାହିତ୍ୟଜଗଦୀଶ ମହାନ୍ତିବାୟୁ (ଦେବତା)ଉତ୍କଳ ଦିବସହରେକୃଷ୍ଣ ବେହେରାଦଣ୍ଡ ନାଟଯବକ୍ଷାରଜାନକପିଳାସ ଶିବ ମନ୍ଦିରଚାରି ଧାମଉମେଶଚନ୍ଦ୍ର ସରକାରଜ୍ଞାନୀ ଦେବାଶିଷ ମିଶ୍ରକାର୍ତ୍ତିକ ଚନ୍ଦ୍ର ରଥହଳଦୀମହାନଦୀରାମାୟଣଚନ୍ଦ୍ରଶେଖର ରଥଜଗନ୍ନାଥ ପ୍ରସାଦ ଦାସଅଷ୍ଟଭୁଜଓଣମରବର୍ଟ ମୂଗକୋଡିନଅଶୋକ (ସମ୍ରାଟ)୬ ଫେବୃଆରୀଚନ୍ଦନ ଯାତ୍ରାରାଜ ଯୋଗଆରବ ସାଗରଅଶୋକାଷ୍ଟମୀଚେକ୍ ଗଣରାଜ୍ୟମହାଭାରତକମ୍ପ୍ୟୁଟର୧୯୮୬୮ ଜୁନ୧୯୬୭ଏସିଆସମଲେଶ୍ୱରୀ ମନ୍ଦିରହୃଷୀକେଶ ମଲ୍ଲିକଲାଲ ବାହାଦୁର ଶାସ୍ତ୍ରୀତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବସାତକଡ଼ି ହୋତା🡆 More