ଏ ପି ଜେ ଅବଦୁଲ କଲାମ ପ୍ଲାନେଟୋରିଆମ ,ବୁର୍ଲା

ଡକ୍ଟର ଏ ପି ଜେ ଅବଦୁଲ କଲାମ, ପ୍ଲାନେଟୋରିଆମ ଏବଂ ସାଇନ୍ସ ପାର୍କ ବୁର୍ଲା, ସମ୍ବଲପୁର,ଓଡ଼ିଶା, ସମ୍ବଲପୁର ଜ୍ୟୋତି ବିହାର ଇଉନିଭର୍ଶିଟିଠାରୁ କିଛି ଦୂରରେ ଅବସ୍ଥିତ।

ଏହା ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିଆମ ଭାବରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଉଦ୍ଘାଟିତ ହୋଇଥିଲା।

ଏହି ପ୍ଲାନେଟୋରିଆମ ତେର କୋଟି ଟଙ୍କା ବିନିମୟରେ ଏବଂ ପାଞ୍ଚ ଏକର ଜମିରେ ନିର୍ମିତ ହେଇଥିଲା ।

ଦର୍ଶକ ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଟିକେଟ ମିଳିବାର ବ୍ୟବସ୍ଥା ରହିଛି ।

ସାଇନସ ପାର୍କରେ ଏକ ଶହ ପ୍ରକାରର ମୋଡେଲରହିଥିବା ବେଳେ ଛୟା ଅସିଟି ଫିଜିକ୍ସ ଉପକରଣ ଏବଂ ସତଚାଳିଶିଟି ଡାଇନାସୋର ମୋଡେଲ ରହିଛି।

Tags:

ଓଡ଼ିଶାସମ୍ବଲପୁରସମ୍ବଲପୁର ବିଶ୍ବବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ମହାଦେଶପିଙ୍କି ପ୍ରଧାନକାହ୍ନୁଚରଣ ମହାନ୍ତିଆଉରଙ୍ଗଜେବଯଦୁମଣି ମହାପାତ୍ରସ୍ତନତ୍ରିଭୁଜନବଗୁଞ୍ଜରରାସନ କାର୍ଡ଼ (ଭାରତ)ପ୍ରଣବ ପ୍ରକାଶ ଦାସବିଶ୍ୱନାଥ କରଓଡ଼ିଶାର ଭୂଗୋଳଗଙ୍ଗାଧର ରଥଓଡ଼ିଆ ସାହିତ୍ୟକାଶୀ ବିଶ୍ୱନାଥ ମନ୍ଦିରଲଣ୍ଡନରାଜାରାଣୀ ମନ୍ଦିରଜାଭା (ପ୍ରୋଗ୍ରାମିଂ ଭାଷା)ଫେବୃଆରୀ ୨୯ଆଖିମେହମୁଦ ହୁସେନ୧୭୪୬ଆଶୁତୋଷ ପରିଡ଼ାଚିଲିକା (ବହୁବିକଳ୍ପ)କାଟୁଲୁ ରବି କୁମାରମଇ ଦିବସରାଜନୀତି ବିଜ୍ଞାନଖଡ଼ଗପୁରସରୋଜିନୀ ନାଇଡୁଆକବରହେପାଟାଇଟିସ ବିଦଗ୍ଧନାରାୟଣ ସାହୁମହମ୍ମଦ ମୋକିମ୍ସୀତାକାନ୍ତ ମହାପାତ୍ର୫ ନଭେମ୍ବରଚବିଶ ଗୁରୁସୋନାଲ ମାନସିଂହପାଇକ ବିଦ୍ରୋହଦଣ୍ଡ ନାଟବୈଜୟନ୍ତ ପଣ୍ଡାଲଘିଷ୍ଠ ସାଧାରଣ ଗୁଣିତକମୁକୁନ୍ଦ ଦେବସମ୍ବଲପୁରଇରା ମହାନ୍ତିଦେବୁ ବୋଷ୦ (ସଂଖ୍ୟା)ଆରିଷ୍ଟୋଟଲବୌଦ୍ଧ ଧର୍ମରାମ ନବମୀପୁଷ୍ଟିସାରଜାପାନ ସାଗରୟୁରୋପପ୍ରଥମ ଭାସ୍କରପ୍ରହ୍ଲାଦ ନାଟକଦାଶରଥି ଦାସଓଡ଼ିଆ ଭାଗବତଚାନ୍ଦ୍ରମାସଶାରଳା ପୁରସ୍କାରରାମକୃଷ୍ଣ ପରମହଂସବିନୋଦ ଚନ୍ଦ୍ର ନାୟକଫୋସିନୋପ୍ରିଲସଚ୍ଚିଦାନନ୍ଦ ରାଉତରାୟନନ୍ଦିଘୋଷଗୋବିନ୍ଦ ତ୍ରିପାଠୀସାରଳା ଦାସଢଗ ଢମାଳିଓଡ଼ିଶା ସରକାର🡆 More