ସେଭେରସ୍ ସ୍ନେପ୍‌

ସେଭେରସ୍ ସ୍ନେପ୍‌ (English: Severus Snape) J.K.

Rowlingଙ୍କ ରଚିତ ହାରୀ ପୋଟର ଫିଲ୍ମ ଓ ଉପନ୍ୟାସର ଏକ କାଳ୍ପନିକ ଚରିତ୍ର । ଏହି ଫିଲ୍ମ ଧାରାବାରିକରେ ସେ ଏକ ଜଟିଳ ଓ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଶେଷ ଭାଗ ଯାଏ ତାଙ୍କର ଅସଲି ଭୂମିକା ଜଣାପଡ଼ିନଥିଲା । ସେ ତାଙ୍କର ଶେଷ ନିଶ୍ୱାସ ଥିବା ଯାଏ ହାରୀ ପୋଟରକୁ ସାହାଯ୍ୟ କରିଥିଲେ । ସେ ତାଙ୍କର ପୁରା ଜୀବନ ଉତ୍ସର୍ଗ କରିଥିଲେ ହାରି ପୋଟରକୁ ରକ୍ଷା କରିବା ନିମନ୍ତେ । ହାରୀ ପୋଟରର ମା ଲିଲୀ ପୋଟରଙ୍କୁ ସେ ଭଲ ପାଉଥିଲେ, ତେଣୁ ଲିଲୀ ପୋଟରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପାଇଁ ସେ ପୁରା ଜୀବନ ଉତ୍ସର୍ଗ କରି ଦେଇଥିଲେ । ସେ ଜଣେ ମହାନ ଜାଦୁଗର ଥିଲେ, କିନ୍ତୁ କାହାଣୀର ଶେଷ ଭାଗରେ କାହାଣୀର ଖଳନାୟକ ହାତରେ ତାଙ୍କର ମୃତୁ ହେଇଥିଲା ।

Severus Snape
Harry Potter character
ସେଭେରସ୍ ସ୍ନେପ୍‌
Alan Rickman as Severus Snape
in Harry Potter and the Order of the Phoenix
First appearance Harry Potter and the Philosopher's Stone
Last appearance Harry Potter and the Deathly Hallows
ଲେଖକ J. K. Rowling
Portrayed by Alan Rickman (adult)
Alec Hopkins (teenager)
Benedict Clarke (child)
House Slytherin

ଆଧାର

ବାହାର ଲିଙ୍କ

Tags:

ହାରୀ ପୋଟର

🔥 Trending searches on Wiki ଓଡ଼ିଆ:

ରବି ସିଂସରୋଜିନୀ ନାଇଡୁଜଣ୍ଡିସ୍୨୮ ଅପ୍ରେଲ୧୧ ଫେବୃଆରୀମାଗୁଣିର ଶଗଡ଼ଛ ମାଣ ଆଠ ଗୁଣ୍ଠଶ୍ରୀନିବାସ ରାମାନୁଜନପ୍ରହ୍ଲାଦ ନାଟକକାହ୍ନାପାମଇ ଦିବସବୁଢ଼ିଆଣୀବାଲିଯାତ୍ରାଦ୍ୱିତୀୟ ବିଶ୍ୱଯୁଦ୍ଧଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗୀତଗୋବିନ୍ଦହିପୋପୋଟାମସମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)ପ୍ରଦୀପ କୁମାର ପାଣିଗ୍ରାହୀନବୀନ ପଟ୍ଟନାୟକଚିନ୍ତାମଣି ମହାନ୍ତିସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣବୀଣାପାଣି ମହାନ୍ତିଅଭିରାମ ପରମହଂସଶୈଳବାଳା ଦାସକନ୍ୟା (ରାଶି)ବିରଞ୍ଚିନାରାୟଣ ମନ୍ଦିର, ପାଳିଆଭାନୁଚରଣ ନାଏକବାଇଶି ପାହାଚଯୌଥ ପରିବାରରାସାୟନିକ ମୌଳିକଶୁଭ ବିବାହପଣା ସଂକ୍ରାନ୍ତିଅନନ୍ତ ପଟ୍ଟନାୟକଓଡ଼ିଆ ସାହିତ୍ୟସୀତାଓଡ଼ିଆ ଭାଗବତରାମ ନବମୀଯାଜପୁରସୌରୀନ୍ଦ୍ର ବାରିକଯୁକ୍ତରାଷ୍ଟ୍ର ଆମେରିକାଯଦୁମଣି ମହାପାତ୍ରଜ୍ଞାନୀନ୍ଦ୍ର ବର୍ମାଭ୍ୟାକୁମ୍ କ୍ଲିନର୍ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାନୃସିଂହଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବ୍ୟାଙ୍କ୫ ଅଗଷ୍ଟଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଚନ୍ଦ୍ରମଣି ଲେଙ୍କାପରିସଂଖ୍ୟାନଡଲାରରେ ଆତ୍ମନ୍ ନିଦ୍ରା ପରିହରିଭଦଭଦଳିଆଫେସବୁକଗଣେଶ ପୂଜାଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଖୋର୍ଦ୍ଧା ଜିଲ୍ଲାନିମାପଡ଼ାଚନ୍ଦନ ଯାତ୍ରାବିଶ୍ୱ ନୃତ୍ୟ ଦିବସହିଙ୍ଗୁଳା ମନ୍ଦିରଇଲେକ୍ଟ୍ରୋନିକ କମର୍ସଗୋପୀନାଥ ମହାନ୍ତିଦାସକାଠିଆନଡ଼ିଆଗାନ୍ଧାରୀ (ମହାଭାରତ)ଜଗନ୍ନାଥ ପ୍ରସାଦ ଦାସ🡆 More