ହାରୀ ପୋଟର

ହ୍ୟାରୀ ପୋଟର୍ ହେଉଛି ଏକ ସାତଗୋଟି କାଳ୍ପନିକ ଉପନ୍ୟାସ ଯାହାକି ଲେଖକ ଜେ.

ହ୍ୟାରୀ ପୋଟର୍ ହେଉଛି ଏକ ସାତଗୋଟି କାଳ୍ପନିକ ଉପନ୍ୟାସ ଯାହାକି ଲେଖକ ଜେ.କେ. ରୌଲିଂଙ୍କଦ୍ୱାରା ରଚିତ ହୋଇଛି । ଏହି ବହିରେ ଯାଦୁଗର ହ୍ୟାରୀ ପୋଟର୍ ଏବଂ ତାଙ୍କର ସାଙ୍ଗ ରୋନାଲ୍ଡ ୱିଜ୍‌ଲି, ହର୍ମୋଇନି ଗ୍ରେଞ୍ଜର୍ ଯେଉଁମାନେ କି ହଗ୍ୱାର୍ଟ୍ସ ଜାଦୁଗରୀ ଏବଂ ତନ୍ତ୍ର ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସହ ଏକ ଅଦଭୁତପୂବ ରୋମାଞ୍ଚକର ଯାତ୍ରା ଉପରେ ପର୍ଯ୍ୟବସିତ । ଏହି କାହାଣୀର ମୂଳ ଆଧାର ହ୍ୟାରୀ ଯାହାର ପ୍ରଧାନ ଲକ୍ଷ୍ୟ ଦୁଷ୍ଟ ଜାଦୁଗର ଲର୍ଡ୍ ବୋଲ୍‌ଡମଟ‌କୁ ହରାଇବା ଜିଏକି ସମଗ୍ର ଜାଦୁଗରୀ ଦୁନିଆ ଉପରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହିଞ୍ଚି ଏବଂ ତା ରାସ୍ତାରେ ଆସିଥିବା ସମସ୍ତ ଲୋକଙ୍କକୁ ସେ ବିନାଶ କରିଛି।ଏହାରେ ପ୍ରଥମ ଉପନ୍ୟାସ ହ୍ୟାରୀ ପୋର୍ଟର୍ ଏବଂ ଫିଲୋସଫର୍ସ ଶ୍ଟୋନ ୧୯୯୭ ମସିହା ୩୦ଜୁନ ମାସରେ ପ୍ରକାଶିତ ହେବ ପରେ ଏହା ଅଦ୍ଭୁତପୂର୍ବ ଲୋକପ୍ରିୟତା ହାସଲ କରି ଇତିହାସ ରଚନା କରିଥିଲା ।

Harry Potter
The ହ୍ୟାରୀ ପୋଟର୍ ପ୍ରତୀକ, ଉପନ୍ୟାସ ଧାରାବାହିକର ଆମେରିକୀୟ ସଂସ୍କରଣରେ ଏବଂ ପରେ ଚଳଚ୍ଚିତ୍ରରେ ବ୍ୟବହୃତ ହୋଇଥିଲା।
ହ୍ୟାରି ପୋଟର୍' ଲୋଗୋ ପ୍ରଥମେ ଉପନ୍ୟାସ ଧାରାବାହିକର ଆମେରିକୀୟ ସଂସ୍କରଣ (ଏବଂ ବିଶ୍ବବ୍ୟାପୀ ଅନ୍ୟ କେତେକ ସଂସ୍କରଣ) ଏବଂ ପରେ ଚଳଚ୍ଚିତ୍ରକ୍ରମ ପାଇଁ ବ୍ୟବହୃତ ହୋଇଥିଲା
1. Harry Potter and the Philosopher's Stone
2. Harry Potter and the Chamber of Secrets
3. Harry Potter and the Prisoner of Azkaban
4. Harry Potter and the Goblet of Fire
5. Harry Potter and the Order of the Phoenix
6. Harry Potter and the Half-Blood Prince
7. Harry Potter and the Deathly Hallows
ଲେଖକଜେ.କେ. ରୌଲିଂ
ଦେଶବ୍ରିଟିଶ ସାହିତ୍ୟ
ଭାଷାଇଂରାଜୀ
ବିଭାବବିଲକ୍ଷଣ, କାଳ୍ପନିକ, କାଳ୍ପନିକ ରହସ୍ୟ, ପୁଲକିତ, ଯାଦୁବାଦୀ ବାସ୍ତବତା
ପ୍ରକାଶକବ୍ଲୁମ୍ସବରି ପ୍ରକାଶନ (ବ୍ରିଟେନ)
ପ୍ରକାଶ ତାରିଖ୨୯ ଜୁନ ୧୯୯୭ – ୨୧ ଜୁଲାଇ ୨୦୦୭ (ପ୍ରାରମ୍ଭିକ ପ୍ରକାଶନ)
Media typeମୁଦ୍ରଣ (ହାର୍ଡକଭର୍ ଏବଂ ପେପର୍ୱ୍ୟାକ୍)
ଅଡିଓ ବୁକ୍
ଇ-ବୁକ୍

ବାହାର ଲିଙ୍କ

This article uses material from the Wikipedia ଓଡ଼ିଆ article ହାରୀ ପୋଟର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପଖାଳ ଦିବସପ୍ରଧାନ ପୃଷ୍ଠାପଖାଳପାଲାମୁ ଜିଲ୍ଲାଆଲବର୍ଟ ଆଇନଷ୍ଟାଇନଡାବିଗାଟ୍ରାନଓଡ଼ିଆ ଭାଷାଭାରତଓଡ଼ିଶାଭାରତର ସଂସ୍କୃତିବାପା ସୁପର୍‌ମ୍ୟାନ୍ମନୋଜ ଦାସଓଡ଼ିଆ ସାହିତ୍ୟସାରଳା ଦାସଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରସୁରେନ୍ଦ୍ର ମହାନ୍ତିଜଗନ୍ନାଥଭାରତୀୟ ସମ୍ବିଧାନରାଧାନାଥ ରାୟଅଶୋକ ଚକ୍ରଦଣ୍ଡ ନାଟମନୋରଞ୍ଜନ ଦାସରଥଯାତ୍ରାକାଳୀଚରଣ ପଟ୍ଟନାୟକଗଙ୍ଗାଧର ମେହେରଫକୀର ମୋହନ ସେନାପତିଉତ୍କଳ ଦିବସକାହ୍ନୁଚରଣ ମହାନ୍ତିସଚ୍ଚିଦାନନ୍ଦ ରାଉତରାୟଓଡ଼ିଶାର ଇତିହାସଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଶାର ଲୋକନୃତ୍ୟଓଡ଼ିଆ କବି ମାନଙ୍କର ତାଲିକାବୈକୁଣ୍ଠନାଥ ପଟ୍ଟନାୟକଘରଚଟିଆକୁନ୍ତଳା କୁମାରୀ ସାବତଗୋପବନ୍ଧୁ ଦାସଜଗନ୍ନାଥ ଦାସଜଗନ୍ନାଥ ମନ୍ଦିରଲୋକ ସଭାର ବାଚସ୍ପତିକିଶୋରୀ ଚରଣ ଦାସକୁମାର ପୂର୍ଣ୍ଣିମାଜଗନ୍ନାଥଙ୍କ ବେଶକନକ ମଞ୍ଜରୀ ମହାପାତ୍ରବନ୍ଦେ ଉତ୍କଳ ଜନନୀ୧୯୭୮ଡ଼ା. ଆଇଜାକ ସାନ୍ତ୍ରା ବାଳନିକେତନଓଡ଼ିଶା ବିଧାନ ସଭାରାଶି ଓ ନକ୍ଷତ୍ରମହାପାତ୍ର ନୀଳମଣି ସାହୁକେଲିଂଗ୍‍ପ୍ରତିଭା ରାୟକେନ୍ଦୁଝର ଜିଲ୍ଲାହନୁମାନ ଚାଳିଶାଶାନ୍ତନୁ କୁମାର ଆଚାର୍ଯ୍ୟଲକ୍ଷ୍ମୀକାନ୍ତ ମହାପାତ୍ରଚଟିଆ (ଚଢ଼େଇ)ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅଚ୍ୟୁତାନନ୍ଦ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧନୀଳଶୈଳ (ଉପନ୍ୟାସ)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୋହିତ ଶର୍ମାବିଶ୍ୱନାଥ କରନୀଳକଣ୍ଠ ଦାସଗୌତମ ବୁଦ୍ଧଗୋଦାବରୀଶ ମହାପାତ୍ର🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}