ସାଇକୋସିସ: ବାସ୍ତବିକତାକୁ ମନ ଜାଣିପାରେନାହିଁ

ସାଇକୋସିସ (ଇଂରାଜୀ ଭାଷାରେ Psychosis) ଏକ ମାନସିକ ରୋଗ ଯେଉଁଥିରେ ମନ (mind) ବାସ୍ତବିକତାକୁ ଜାଣିପାରେନି । ଏହି ରୋଗରେ ମିଥ୍ୟା ବିଶ୍ୱାସ (False beliefs), ଅନ୍ୟମାନେ ନ ଦେଖିବା ବା ନ ଶୁଣିବା କଥା ରୋଗୀ ଦେଖିବା ବା ଶୁଣିବା (seeing or hearing things that others do not see or hear) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅସଙ୍ଗତ ବାର୍ତ୍ତାଳାପ incoherent speech ଓ ବ୍ୟବ‌ହାର ଦେଖାଯାଏ । ଏହା ସ‌ହିତ ନିଦ୍ରା ଅଭାବ (sleep deprivation), ସାମାଜିକ ଦୂରତା ରଖିବା, social withdrawal, ପ୍ରେରଣା ଅଭାବ ଓ ଦୈନ‌ନ୍ଦିନ କାର୍ଯ୍ୟ କରିବା ଅକ୍ଷମତା ଦେଖାଯାଇପାରେ ।

ସାଇକୋସିସ (Psychosis)
ସାଇକୋଟିକ ବ୍ରେକ (Psychotic break)
ସାଇକୋସିସ: ବାସ୍ତବିକତାକୁ ମନ ଜାଣିପାରେନାହିଁ
(Van Gogh's) (The Starry Night), ୧୮୮୯, ସାଇକୋସିସ ରୋଗରେ ଆଲୋକ ଓ ରଙ୍ଗର ପରିବର୍ତ୍ତନ ଦେଖାଯାଏ ।
ବିଭାଗମାନସିକ ରୋଗ ବିଜ୍ଞାନ (Psychiatry), ମନୋବିଜ୍ଞାନ (psychology)
ଲକ୍ଷଣମିଥ୍ୟା ବିଶ୍ୱାସ (False beliefs), ଅନ୍ୟମାନେ ନ ଦେଖିବା ବା ନ ଶୁଣିବା କଥା ରୋଗୀ ଦେଖିବା ବା ଶୁଣିବା (seeing or hearing things that others do not see or hear), ଅସଙ୍ଗତ ବାର୍ତ୍ତାଳାପ
କାରଣମାନସିକ ବେମାରୀ (Mental illness) (ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର), ନିଦ୍ରା ଅଭାବ (sleep deprivation), କେତେକ ବେମାରୀ, କେତେକ ଔଷଧ (medications, ନିଶାଦ୍ରବ୍ୟ (alcoholcannabis)
ଚିକିତ୍ସାଆଣ୍ଟିସାଇକୋଟିକ (Antipsychotics), କାଉନସେଲିଙ୍ଗ (counselling), ସାମାଜିକ ସୁରକ୍ଷା (social support)
Prognosisକାରଣ ଉପରେ ନିର୍ଭର କରେ ।
ପୁନଃପୌନିକ୩% ଲୋକ (US)

ସାଇକୋସିସ ରୋଗର ଅନେକ କାରଣ ଥାଇପାରେ । ଏହି କାରଣ ଗୁଡ଼ିକ ମାନସିକ ବେମାରୀ (Mental illness), (ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର), ନିଦ୍ରା ଅଭାବ (sleep deprivation), କେତେକ ବେମାରୀ, କେତେକ ଔଷଧ (medications, ନିଶାଦ୍ରବ୍ୟ (alcoholcannabis) ଇତ୍ୟାଦି ହୋଇପାରେ । ପ୍ରସବ ପରେ ଏକ ପ୍ରକାର ପୋଷ୍ଟପାର୍ଟମ ସାଇକୋସିସ (postpartum psychosis) ମଧ୍ୟ ହୋଇପାରେ । ନିଉରୋଟ୍ରାନ୍ସମିଟର (neurotransmitter) ଡୋପାମିନର dopamine ଭୂମିକା ମଧ୍ୟ ଥାଇପାରେ । ଆକ୍ୟୁଟ ସାଇକୋସିସ ରୋଗ ମାନସିକ ରୋଗ ପରେ ହେଲେ ତାହାକୁ ପ୍ରାଇମେରୀ ଓ ଶାରୀରିକ ରୋଗ ପରେ ହେଲେ ସେକେଣ୍ଡାରୀ କୁହାଯାଏ । ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଉପସ୍ଥିତି ଦୂର କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ । କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (central nervous system ରୋଗ, ବିଭିନ୍ନ ଟକ୍ସିନ (ଉଦ୍ଭିଦ ବା ପ୍ରାଣୀଜ ବିଷ) ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ହୁଏ ।

ଚିକିତ୍ସା ନିମନ୍ତେ ଆଣ୍ଟିସାଇକୋଟିକ (Antipsychotics), କାଉନସେଲିଙ୍ଗ (counselling), ସାମାଜିକ ସୁରକ୍ଷା (social support) ଆବଶ୍ୟକ ହୋଇପାରେ । ଆରମ୍ଭରୁ ଚିକିତ୍ସା କଲେ ଫଳାଫଲ ଉନ୍ନତ ହୁଏ । ଔଷଧ ଯୋଗୁ ମଧ୍ୟମ ଧରଣର ପ୍ରଭାବ ପଡ଼େ । Outcomes depend on the underlying cause. ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୩% ଲୋକ ଏହି ରୋଗର ଶିକାର ହୁଅନ୍ତି । ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀରେ (4th century BC) ହିପୋକ୍ରେଟସ ଏହି ରୋଗର ଅବତାରଣା କରିଥିଲେ ମଧ୍ୟ ଖ୍ରୀ:ପୂ: ୧୫୦୦ ଶତାବ୍ଦୀରେ ଇଜିପ୍ଟର ଏବର୍ସ ପାପିରସ (Egyptian Ebers Papyrus) ପୃଷ୍ଠାରେ ଏହି ବିଷୟରେ ଲେଖା ଥିବା ଜଣାଯାଏ ।

ଆଧାର

ଅଧିକ ପଢ଼ନ୍ତୁ

    Personal accounts
ଶ୍ରେଣୀବିଭାଗ
ବାହାର ଉତ୍ସ

Tags:

en:delusionsen:hallucinationsen:minden:sleep deprivationen:social withdrawalen:thought disorderଇଂରାଜୀ ଭାଷାହାଲୁସିନେସନ

🔥 Trending searches on Wiki ଓଡ଼ିଆ:

୧୯ ଡିସେମ୍ବରଚୀନହ୍ୱାଟ୍ସଆପବି. ଆର. ଆମ୍ବେଦକରମି ଠୁ (ହ୍ୟାସଟ୍ୟାଗ)କେଶବ କୋଇଲିପିତ୍ତକୋଷଭାରତର ନଦୀ ସମୂହର ତାଲିକାଜାଭାସ୍କ୍ରିପ୍ଟଭାରତ ରତ୍ନଓଡ଼ିଶା ଭାସ୍କର୧୦ ମାର୍ଚ୍ଚଉର୍ବଶୀବ୍ରୋଙ୍କିଓଲାଇଟିସକଲେରାବିଭିନ୍ନ ପ୍ରକାର ଶାଗର ତାଲିକାଥାଇଲାଣ୍ଡମୁନ୍ନା ଖାଁଟୁକୁନି ସାହୁମଦନମୋହନ ମିଶ୍ରଇରା ମହାନ୍ତିକୁମାରିଲ ଭଟ୍ଟଦ୍ରୌପଦୀ ମୁର୍ମୁଛବିଳ ମଧୁ ବର୍ଣ୍ଣବୋଧଧର୍ମେନ୍ଦ୍ର ପ୍ରଧାନ୭ ମାର୍ଚ୍ଚଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣପଞ୍ଜାବୀ ଉଇକିପିଡ଼ିଆଧନୁଯାତ୍ରାଜୟୀରାମ ସାମଲଭାସ୍କୋ ଡା ଗାମାଆନ୍ତର୍ଜାତିକ ମହିଳା ଦିବସଗୋବିନ୍ଦ ତ୍ରିପାଠୀବିଜାଣ୍ଟିନୀୟ ସାମ୍ରାଜ୍ଯମସ୍ତିଷ୍କମାଉସୀ ମା’ ମନ୍ଦିରନଳିନୀକାନ୍ତ ମହାନ୍ତିକୋଳିକୋଡ଼ଓଡ଼ିଆଗୌତମ ବୁଦ୍ଧରାଣୀ ଲକ୍ଷ୍ମୀବାଈପୁଷ୍ପେନ୍ଦ୍ର ସିଂହ ଦେଓଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାସମ୍ବାଦମାଟିବିରାଡ଼ି ସାପଗୋବିନ୍ଦ ଚନ୍ଦ୍ର ଦାସପଶ୍ଚିମ ଓଡ଼ିଶାକାଳୀଚରଣ ପଟ୍ଟନାୟକମାଙ୍ଗାଲୋରେମଧ୍ୟ ପ୍ରଦେଶଇଉରୋପପୁରାଣସାରନାଥ ଅଶୋକ ସ୍ତମ୍ଭବ୍ରହ୍ମପୁରଓଡ଼ିଶାରଥଯାତ୍ରାବୀର ସୁରେନ୍ଦ୍ର ସାଏରାଜେନ୍ଦ୍ର ନାରାୟଣ ସିଂହଦେଓଲକ୍ଷ୍ମୀଆଦିବାସୀରୋମାନିଆଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଂସର ବିଳାପକୋଣାର୍କ ସୂର୍ଯ୍ୟ ମନ୍ଦିରଯୁକ୍ତରାଜ୍ୟଫତୁରାନନ୍ଦଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପ୍ରଫୁଲ୍ଲ ସାମଲଓଜସ୍ୱୀ ଅରୋଡ଼ା🡆 More