ସବଡୁରାଲ ହେମାଟୋମା

ସବଡ଼ୁରାଲ ହେମାଟୋମା (subdural hematoma/ SDH ) ରୋଗରେ ମସ୍ତିଷ୍କ‌କୁ ଘେରି ରହିଥିବା ଡୁରା ମାଟର ଓ ଆରକନଏଡ ମାଟର ମଧ୍ୟବର୍ତ୍ତୀ ସ୍ଥାନରେ ରକ୍ତ ସଂଗ୍ରୁହିତ ହୋଇ ଜମିଯାଏ । ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ, ବ୍ୟକ୍ତିତ୍ୱର ପରିବର୍ତ୍ତନ ଏବଂ ଚେତନାହାନୀ ହୋଇପାରେ | ରୋଗ ଜଟିଳ ହେଲେ ମସ୍ତିଷ୍କ ହାର୍ନିଆ ଓ ବାତ ହୋଇପାରେ ।

Subdural hematoma
Subdural haematoma, subdural haemorrhage
ସବଡୁରାଲ ହେମାଟୋମା
Subdural hematoma as marked by the arrow with significant midline shift
ବିଭାଗNeurosurgery
ଲକ୍ଷଣHeadache, confusion, personality change, loss of consciousness
କାରଣTrauma, blood thinners, aneurysms, brain tumors, following lumbar puncture, spontaneous
ବିପଦ କାରକAlcoholism
ରୋଗ ନିର୍ଣ୍ଣୟ ପଦ୍ଧତିCT scan
ସଠିକ ରୋଗ ନିର୍ଣ୍ଣୟHydrocephalus ex vacuo, subdural abscess
ଚିକିତ୍ସାSurgery, observation

ଏହା ସାଧାରଣତଃ ମସ୍ତିଷ୍କ ଆଘାତ ଯୋଗୁ ସବଡ଼ୁରାଲ ପଥ ଦେଇ ଯାଉଥିବା ଶିରା ଛିଣ୍ଡିଗଲେ ସବଡ଼ୁରାଲ ହେମାଟୋମା ସୃଷ୍ଟି ହୋଇଥାଏ | ପିଲାମାନଙ୍କର ଦୁର୍ଘଟଣା ଯୋଗୁ ବା ଇଚ୍ଛାକୃତ ହୋଇପାରେ । ଏଥିରେ କୌଣସି ଆଘାତ ସମ୍ବନ୍ଧୀୟ କାରଣ, ରକ୍ତ ପତଳାକାରୀ, ଆନିୟୁରିଜମ, ମସ୍ତିଷ୍କ ଅର୍ବୁଦ, ଲମ୍ବର ପଙ୍କଚର ଏବଂ ସ୍ୱତଃପ୍ରବୃତ୍ତ ଅନ୍ତର୍ଭୁକ୍ତ ହୁଏ ନାହିଁ | ମଦ୍ୟପାନ ଏକ ବିପଦ କାରକ ଅଟେ | ସାଧାରଣତଃ ସିଟି ସ୍କାନ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ |

ରକ୍ତସ୍ରାବ ହଠାତ୍ ଆରମ୍ଭ ହୋଇ ଆକାରରେ ବଡ଼ ଧରଣର ହେଲେ ଅସ୍ତ୍ରୋପଚାର କରାଯାଏ | ଅସ୍ତ୍ରୋପଚାରରେ ଏକ କ୍ରାନିଓଟୋମି କିମ୍ବା ବର ହୋଲ କରାଯାଏ । ଛୋଟ ସବଡ଼ୁରାଲଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇପାରେ |

ସାଂଘାତିକ ମୁଣ୍ଡ ଆଘାତ ରୋଗୀଙ୍କ ମଧ୍ୟରୁ ୫ରୁ ୨୫% ଲୋକଙ୍କ ମୁଣ୍ଡରେ ସବଡ଼ୁରାଲ ହେମାଟୋମା ହୋଇଥାଏ | ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣ କ୍ରନିକ୍ ସବଡ଼ୁରାଲ ପ୍ରଭାବିତ ହୋଇଥାଆନ୍ତି | ସାଧାରଣତଃ ଯୁବକ ଏବଂ ବୃଦ୍ଧମାନଙ୍କଠାରେ ଏହି ଅବସ୍ଥା ଅଧିକ ଦେଖାଯାଏ | ଆକ୍ୟୁଟ ସବଡ଼ୁରାଲ୍ ହେମାଟୋମା ଫଳରେ ୫୦ରୁ ୯୦% କ୍ଷେତ୍ରରେ ମୃତ୍ୟୁ ହୋଇପାରେ | ସବଆକ୍ୟୁଟ୍ ଏବଂ କ୍ରୋନିକ୍ ସବଡ଼ୁରାଲ୍ ଗୁଡିକରେ ଫଳାଫଳ ଭଲ ହୁଏ |  

ଆଧାର

Tags:

ମୁଣ୍ଡ ବିନ୍ଧା

🔥 Trending searches on Wiki ଓଡ଼ିଆ:

ନେପାଳଫୁସଫୁସଅନନ୍ତ ପଟ୍ଟନାୟକଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା୧୧୫୨୨୦୨୨ ଫିଫା ବିଶ୍ୱକପ୍ଓଡ଼ିଆ ସାହିତ୍ୟର ଇତିହାସପ୍ରତୀକ୍ଷାସୁଦାମ ମାରାଣ୍ଡିପଖାଳହ୍ୱାଟ୍ସଆପମାଳତୀ ଚୌଧୁରୀwiki.phtmlନବୀନ ପଟ୍ଟନାୟକସିନ୍ଦୂର୧୬ ମାର୍ଚ୍ଚଦମୟନ୍ତୀ ବେଶ୍ରାକୁଏତଭଗବତ ଗୀତାଇଟାଲୀଚୁଡ଼ାହଂକଂମନମୋହନ ସାମଲସଚ୍ଚିଦାନନ୍ଦ ରାଉତରାୟଚିକୁନ‌ଗୁନିଆୟୁ ଟ୍ୟୁବସୁରେନ୍ଦ୍ର ସିଂହ ଭୋଇନଡ଼ିଆପାଦର ଗଣ୍ଠିରାୟଗଡ଼ାଯୁକ୍ତରାଜ୍ୟଜ୍ଞାନପୀଠ ପୁରସ୍କାରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଦ୍ୱିତୀୟ ବିଶ୍ୱଯୁଦ୍ଧଡୋନାଲ୍ଡ ଟ୍ରମ୍ପଲସ ଏଞ୍ଜଲେସ ଲେକର୍ସହିନ୍ଦୁ ଧର୍ମତରଳ ଝାଡ଼ାଗୁରୁନହୁଷବିଶ୍ୱ ଏଡ୍‌ସ ଦିବସକୃଷ୍ଣବିରାଟ କୋହଲୀରାଜ ଯୋଗମୁନ୍ନା ଖାଁଜେ. କେ ରୋଲିଙ୍ଗନରେନ୍ଦ୍ର ମୋଦୀଦୁର୍ଗାପୁରାଣବ୍ରୋଙ୍କିଓଲାଇଟିସଉପେନ୍ଦ୍ର ଭଞ୍ଜଗୁଗଲବୈକୁଣ୍ଠନାଥ ପଟ୍ଟନାୟକପିତ୍ତକୋଷରଥଯାତ୍ରାପଠାଣି ସାମନ୍ତପାଦ ଭାତୁଡ଼ିଡାଲଟେପାରିନଆପଲ ଇନକର୍ପୋରେଟେଡସାଇକେଲଡମ୍ବରୁ ଶିଶାକାଳିଜାଈସୁନାଟୁଇଟରହେଲସିଙ୍କି୨୦୦୦ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଆବୁଲ କଲାମ ଆଜାଦଓଡ଼ିଶାର କଳା🡆 More