ଲୋମ୍ଭାରେନ ଭାଷା

ଲୋମ୍ଭାରେନ  (ଆରମେନିଆନ: Լոմավրեն lomavren)ଏକ ଅବଲୁପ୍ତ ପ୍ରାୟ ମିଶ୍ରିତ ଭାଷା ।ଏହାକୁ ପ୍ରାଚୀନ ଲୋମ ଜନଜାତିର ଲୋକମାନେ ବ୍ୟବହାର କରୁଥିଲେ । ଏହା ରୋମାନି ଓ ଡୋମାରୀ ଭାଷାର ମିଳିତ ପ୍ରଭାବରେ ସୃଷ୍ଟି ହେଇଥିଲା ଓ ଏଥିରେ ଆର୍ମେନିଆ ଭାଷାର ପ୍ରଭାବ ମଧ୍ୟ ରହିଥିଲା । 

Lomavren
Native toArmenia, Syria, Azerbaijan, Russia
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
mixed Lom–Armenian
ଭାଷା କୋଡ୍
ISO ୬୩୯-୩rmi

ନାମ 

ଭାଷାକୁ ବୋସା ବା ବୋଷା ମଧ୍ୟ କୁହାଯାଇଥାଏ । 

ଭାଷା ବୈଶିଷ୍ଟ

ଏହି ଭାଷାରେ ବ୍ୟାକରନଗତ ଲିଙ୍ଗଭେଦ ନ ଥାଏ । ଏହାର ବ୍ଯାକରଣ ଆର୍ମେନିଆ ଭାଷାର ଏରଜିଆମ ଉପଭାଷା ସହିତ ସାମଞ୍ଜସ୍ଯ ରହିଥାଏ । କିନ୍ତୁ ଏଥିରେ ବାକ୍ୟ ଗଠନ ଶୈଳୀ ସ୍ୱତନ୍ତ୍ରତା ବଜାୟ ରଖିଥାଏ ।  ଛାଞ୍ଚ:Rom-Dom numerals ଛାଞ୍ଚ:Romani languages


ଆଧାର 

Tags:

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଷ୍ଟ୍ର ଆମେରିକାସଂଗୀତ୧୨ ଅପ୍ରେଲମହିଳା ଯୌନାଙ୍ଗ ଛେଦନଗୋପବନ୍ଧୁ ଦାସଓଡ଼ିଶାର ଲୋକନୃତ୍ୟସୁନାପଟ୍ଟଚିତ୍ରମରିସସରାମାୟଣକୁଞ୍ଜବିହାରୀ ଦାଶଓଡ଼ିଶାର ମାପ ବ୍ୟବସ୍ଥାଲୋକ ସଭାଚନ୍ଦନଲାଗି ବେଶରଥଯାତ୍ରାମାଟିର ମଣିଷଏକ୍ସକ୍ୟୁଜ ମିଭୂମିକମ୍ପଆଲେକ୍‌ଜାଣ୍ଡର୍ ମହାନଏଲିନା ସାମନ୍ତରାୟଚନ୍ଦନ ଯାତ୍ରାମଧୁସୂଦନ ରାଓଅଷ୍ଟ୍ରେଲିଆଭାରତୀୟ ସ୍ୱାଧୀନତା ଆନ୍ଦୋଳନ୨୫ ମାର୍ଚ୍ଚଉତ୍କଳ ବ୍ରାହ୍ମଣଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାତରଭୁଜଓଡ଼ିଆ ଭ୍ରମଣ ସାହିତ୍ୟଚିତ୍ତରଞ୍ଜନ ଦାସରସୁଣଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାମୀନ (ମାସ)ମଧୁସୂଦନ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସାଦୃଶ୍ୟଭୀମ ଭୋଇଭାରତ ସରକାରଦାସକାଠିଆସୌଭାଗ୍ୟ କୁମାର ମିଶ୍ରରିୟା ସେନକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତପସ୍ୱିନୀମେସିନ ଟ୍ରାନ୍ସଲେସନ୬୩୩ବିମ୍ବାଧର କୁଅଁରପ୍ରଦୀପ କୁମାର ପଣ୍ଡାଓଡ଼ିଶାର ଇତିହାସପାଟୁଆ ଯାତ୍ରାସୁବର୍ଣ୍ଣରେଖା ନଦୀଟୋଲକାପୋନସମାଜ (ଖବରକାଗଜ)କୁକୁରଓଡ଼ିଆ ଲିପିବୀଜାଣୁବ୍ରାଉଜରଘର ବାହୁଡ଼ାଓଡ଼ିଶାର ସଂସ୍କୃତିଉତ୍କଳ ସମ୍ମିଳନୀକଳମଶାଗଓଡ଼ିଆ କଥାଚିତ୍ର ଜଗତବୀର ସୁରେନ୍ଦ୍ର ସାଏବିଶ୍ୱଜିତ ଦାସପ୍ଲୀହାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶ୍ରୀ ଅରବିନ୍ଦଲବଙ୍ଗସମ୍ବଲପୁର🡆 More