ଲୁଟ ତରାଜ: ୧୯୮୯ର ଓଡ଼ିଆ କଥାଚିତ୍ର

ଲୁଟ ତରାଜ ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଲୁଟ ତରାଜ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଶାନ୍ତ ନନ୍ଦ
ସଂଳାପପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ
ଶ୍ରୀରାମ ପଣ୍ଡା
ପୃଥ୍ୱୀରାଜ ନାୟକ
ବୈଶାଳୀ ପରିଡ଼ା
ପ୍ରତିଭା ସାହୁ
ସଙ୍ଗୀତପ୍ରଶାନ୍ତ ନନ୍ଦ
ଚିତ୍ରଗ୍ରହଣଭି. ପ୍ରଭାକର
ସମ୍ପାଦକପ୍ରଶାନ୍ତ ନନ୍ଦ
ଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୮୯
ଦେଶଲୁଟ ତରାଜ: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ପୃଥ୍ୱୀରାଜ ନାୟକ, ବୈଶାଳୀ ପରିଡ଼ା, ପ୍ରତିଭା ସାହୁ, ଅଜିତ ଦାସ, ତୁଷାର ପାଣିଗ୍ରାହୀ, ରଣଜିତ, ବ୍ରଜ ସିଂହ, ମାମିନା, ଶଙ୍କର ବସୁ ମଲ୍ଲିକ, ମୁନୁ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଗୀତା ଦାଶ, ସୁବାସ ଦାସ, ତୃପ୍ତି ଦାସ, ଦେବାଶିଷ ମହାପାତ୍ର, ରଘୁନାଥ ପ୍ରଧାନ, ରୋଜି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଲୁଟ ତରାଜ ଅଭିନୟଲୁଟ ତରାଜ ଗୀତ ଏବଂ ସଙ୍ଗୀତଲୁଟ ତରାଜ ଆଧାରଲୁଟ ତରାଜ ବାହାର ଆଧାରଲୁଟ ତରାଜ

🔥 Trending searches on Wiki ଓଡ଼ିଆ:

ମୌଳିକ ସଂଖ୍ୟାକିରଣ ବେଦୀଶଶି ଭୂଷଣ ରଥଉତ୍କଳ ସମ୍ମିଳନୀଭଗବତ ଗୀତାଇଂରାଜୀ ଭାଷାରାଧାଖାଦ୍ୟହୃଷୀକେଶ ମଲ୍ଲିକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିହେମନ୍ତ କୁମାର ଦାସପଖାଳଦହି ହାଣ୍ଡିକୋଣାର୍କ ସୂର୍ଯ୍ୟ ମନ୍ଦିରମଧୁସୂଦନ କାନୁନଗୋସୂର୍ଯ୍ୟୋଦୟଶିଖରଚଣ୍ଡୀହୃଷୀକେଶ ପଣ୍ଡାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିତୋରାଣିଭାନୁଜୀ ରାଓଶଙ୍ଖଗୁରୁ ପ୍ରସାଦ ମହାନ୍ତିବଳରାମ ଦାସଅମନାତ୍ୟ ଜନଜାତି୧୯୯୯ ଓଡ଼ିଶା ମହାବାତ୍ୟାବିଶ୍ୱ ଏଡ୍‌ସ ଦିବସପ୍ଲୀହାପ୍ରତିଭା ଶତପଥୀପ୍ରଧାନ ପୃଷ୍ଠାଉଇକିପିଡ଼ିଆ ସମୂହର ତାଲିକାଦଣ୍ଡ ନାଟକଳାପାହାଡ଼ଭାରତୀୟ ସମ୍ବିଧାନବ୍ୟଞ୍ଜନ ବର୍ଣ୍ଣଭାରତର ନଦୀ ସମୂହର ତାଲିକା୬୧୬ମନମୋହନ ସାମଲଓଡ଼ିଶା ବିଧାନ ସଭାକ୍ୟୁ. ଆର. କୋଡ଼ସମ୍ବାଦ (ଖବରକାଗଜ)ବ୍ରଜ କିଶୋର ପ୍ରଧାନରମାକାନ୍ତ ପଣ୍ଡାସମ୍ବଲପୁରୀ ଭାଷାନକ୍ଷତ୍ରବବୃବାହନ (ମହାଭାରତ)ରଙ୍ଗବତୀଦୀନକୃଷ୍ଣ ଦାସରାଶି ଓ ନକ୍ଷତ୍ରଓଡ଼ିଶାର ଲୋକନୃତ୍ୟଅନ୍ନପୂର୍ଣ୍ଣା ମହାରଣାପାର୍କିନ୍‌ସନ୍ ରୋଗ୧୯୮୪ନନ୍ଦିନୀ ଶତପଥୀଭାରତର ରାଷ୍ଟ୍ରପତିହିମାଳୟଫାଇଲେରିଆଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଯୁକ୍ତରାଜ୍ୟଝୁମରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭୂମିକା ଦାଶ୨୧ଟାଟା ମୋଟରସ🡆 More