ଲତିକା ପ୍ରଧାନ: ଓଡ଼ିଆ ରାଜନୀତିଜ୍ଞ

ଲତିକା ପ୍ରଧାନ (ଜନ୍ମ: ୨୫ ଅପ୍ରେଲ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞା । ଲତିକା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲତିକା ପ୍ରଧାନ
ଲତିକା ପ୍ରଧାନ: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଭି. ସୁଜ୍ଞାନ କୁମାରୀ ଦେଓ
ନିର୍ବାଚନ ମଣ୍ଡଳୀକବିସୂର୍ଯ୍ୟ ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-04-25) ୨୫ ଅପ୍ରେଲ ୧୯୭୫ (ବୟସ ୪୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଶକ୍ତିପ୍ରସାଦ ପ୍ରଧାନ
ବାପା/ବୋଉନିତ୍ୟାନନ୍ଦ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଲତିକା ପ୍ରଧାନ ୧୯୭୫ ମସିହାର ଅପ୍ରେଲ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିତ୍ୟାନନ୍ଦ ପ୍ରଧାନ ଏବଂ ପତିଙ୍କ ନାମ ଶକ୍ତିପ୍ରସାଦ ପ୍ରଧାନ । ଲତିକାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।

ରାଜନୈତିକ ଜୀବନ

ଲତିକା ପ୍ରଧାନ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଲତିକା ପ୍ରଧାନ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୯ ମସିହାରୁ ଏବେଯାଏଁ କାର୍ଯ୍ୟ କରି ଆସୁଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ରମାକାନ୍ତ ରଥଦିବ୍ୟସିଂହ ଦେବରମାଦେବୀ ଚୌଧୁରୀଅଗଷ୍ଟଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗମୁସଲମାନମନୋଜ ଦାସଙ୍କ କଥା ଓ କାହାଣୀମହାପାତ୍ର ନୀଳମଣି ସାହୁ୧୦ ଜୁନଆମ୍ବକର୍ଣ୍ଣସୁରେନ୍ଦ୍ର ମହାନ୍ତିଓଡ଼ିଶାର ପର୍ବପର୍ବାଣି୨୮ ଜୁନସାଇକୋସିସଶିଶିର ମିଶ୍ରସୁଦଶା ବ୍ରତଭଗବାନ କହଁରଲିଙ୍ଗରାଜ ମନ୍ଦିରଯାଜପୁର ଜିଲ୍ଲାମୟୂରଭଞ୍ଜ ରାଜ୍ୟସୀତାକାନ୍ତ ମହାପାତ୍ରରବି ସିଂପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷତୁମ ପରି ଛୋଟ ପିଲାଟିଏହିମାଳୟବଳରାମ ଦାସଗୋବିନ୍ଦ ତ୍ରିପାଠୀଉଦୟନାଥ ଷଡ଼ଙ୍ଗୀକଳିଙ୍ଗ ଯୁଦ୍ଧଅବକାଶ ବେଶଉଇକିମିଡ଼ିଆ ମୁଭମେଣ୍ଟଗଙ୍ଗବଂଶ୨୭ ଜୁନମହା ଶିବରାତ୍ରିବୀର ସୁରେନ୍ଦ୍ର ସାଏଏଲୋରା ଗୁମ୍ଫାବଳଜାପାନଓଡ଼ିଆ କବି ମାନଙ୍କର ତାଲିକାସୋଫିଆ ଆଲାମରାସାୟନିକ ମୌଳିକମଦର ଟେରେସାଭଗବତ ଗୀତା୨୪ ଅଗଷ୍ଟଜ୍ଞାନକୋଷଭାରତୀୟ ସମ୍ବିଧାନଓଡ଼ିଶାର ଲୋକକଳା୧୬ ମଇଉତ୍ତର ଭାଦ୍ରପଦ (ନକ୍ଷତ୍ର)ପାଟଦେଇଅଭୟ ସିଂହସ୍କନ୍ଦ ପୁରାଣରାଜନୀତି ବିଜ୍ଞାନପଞ୍ଚସଖାରାଜା ରାମମୋହନ ରାୟଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଶାର ଲୋକନୃତ୍ୟଭାରତୀୟ ସ୍ୱାଧୀନତା ଆନ୍ଦୋଳନମନୋଜ ଦାସକଟକ ଚଣ୍ଡୀ ମନ୍ଦିରଭାଷାଶତ୍ରୁଘ୍ନ ନାଥଟୁକାଟିନିବଜାତୀୟ ସଂସଦ (ଜାପାନ)🡆 More