ଲକ୍ଷ୍ମଣ ଟୁଡୁ: ଭାରତୀୟ ରାଜନୀତିଜ୍ଞ

ଲକ୍ଷ୍ମଣ ଟୁଡୁ (ଜନ୍ମ: ୧୬ ମଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଭାରତୀୟ ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଲୋକ ସଭାରେ ଜଣେ ସାଂସଦ ଭାବରେ ସେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲକ୍ଷ୍ମଣ ଟୁଡୁ
ସାଂସଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀସୁଦାମ ମାରାଣ୍ଡି
ପର ଅଧିକାରୀରାମଚନ୍ଦ୍ର ହାଁସଦା
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-05-16) ୧୬ ମଇ ୧୯୬୫ (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଯମୁନା ହାଁସଦା
ବାସନ୍ତି ଟୁଡୁ (୧ମ ପତ୍ନୀଙ୍କ ମୃତ୍ୟୁ ପରେ)
ସନ୍ତାନ୪ ଝିଅ
ବାପା/ବୋଉଧ୍ୟାନ ଚନ୍ଦ୍ର ଟୁଡୁ (ବାପା)
ବୀଜମଣି ଟୁଡୁ (ମାଆ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ଲକ୍ଷ୍ମଣ ଟୁଡୁ ୧୯୬୫ ମସିହାର ମଇ ମାସ ୧୬ ତାରିଖରେ ମୟୂରଭଞ୍ଜନ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧ୍ୟାନ ଚନ୍ଦ୍ର ଟୁଡୁ ଏବଂ ମାତାଙ୍କ ନାମ ବୀଜମଣି ଟୁଡୁ । ତାଙ୍କର ପ୍ରଥମ ପତ୍ନୀ ଯମୁନା ହାଁସଦାଙ୍କ ମୃତ୍ୟୁ ପରେ ସେ ବାସନ୍ତି ଟୁଡୁଙ୍କୁ ବିବାହ କରିଥିଲେ । ତାଙ୍କର ୪ ଜଣ ଝିଅ ଅଛନ୍ତି ।

ରାଜନୈତିକ ଜୀବନ

ଲକ୍ଷ୍ମଣ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଲୋକ ସଭା

🔥 Trending searches on Wiki ଓଡ଼ିଆ:

ଯୁଗଳ କିଶୋର ପଟ୍ଟନାୟକମଟର ସାଇକେଲଖ୍ରୀଷ୍ଟ ଧର୍ମଉଦୟନାଥ ଷଡ଼ଙ୍ଗୀଅବସାଦଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଆ ଭାଗବତଜାପାନୀ ଭାଷାମୋଗଲ ସାମ୍ରାଜ୍ୟଅସହଯୋଗ ଆନ୍ଦୋଳନଗଣନ ସଂଖ୍ୟା୫ ଜୁଲାଇକ୍ୟୁ. ଆର. କୋଡ଼୨୪ ଅଗଷ୍ଟଆକବରବିଜ୍ଞାନଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭଗବତୀ ଚରଣ ପାଣିଗ୍ରାହୀଭିଏତନାମଥୁକୁଲ୍ବିଭୁ କିଶୋରନରେନ୍ଦ୍ର ମୋଦୀକୋଣାର୍କ ସୂର୍ଯ୍ୟ ମନ୍ଦିରଡିଫେଲାଇକଫଲିନଉଇକିପିଡ଼ିଆପର୍ଯ୍ୟାୟ ସାରଣୀସ୍କନ୍ଦ ପୁରାଣମହୁ ଚାଷଅବକାଶ ବେଶଇଣ୍ଡୋନେସିଆମହାପାତ୍ର ନୀଳମଣି ସାହୁସୁକାନ୍ତ କୁମାର ନାୟକମାଗୁଣିର ଶଗଡ଼ (କଥାଚିତ୍ର)୧୬୮୦ଏକାଦଶୀଓଡ଼ିଆ କାବ୍ୟ କବିତାଗୁରୁକଳାହାଣ୍ଡି ଜିଲ୍ଲାସାରଳା ଦାସଗଜପତି ମହାରାଜାବିନୋଦ ଚନ୍ଦ୍ର ନାୟକ୧୯୬୧ର ଓଡ଼ିଆ କଥାଚିତ୍ରମହାରାଷ୍ଟ୍ରଗଣେଶଓଡ଼ିଶୀଉଇକିକଥାବାଞ୍ଛାନିଧି ମହାନ୍ତିମହେନ୍ଦ୍ରଗିରିଭକ୍ତ ଚରଣ ଦାସଶିବଦକ୍ଷିଣ ଆଫ୍ରିକାଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟସେପ୍ଟେମ୍ବରସୋଫିଆ ଆଲାମସୁରେଶ ପୂଜାରୀମନୋଜ ଦାସଙ୍କ କଥା ଓ କାହାଣୀଚିନ୍ତାମଣି ବେହେରାରାବଣାନୁଗ୍ରହଫିନଲ୍ୟାଣ୍ଡ୧୨ଜଗନ୍ନାଥ ଦାସଯାଜପୁର ଜିଲ୍ଲାଓଡ଼ିଶା ସରକାରଏଟାୱାବ୍ରହ୍ମୋତ୍ରୀ ମହାନ୍ତିପିତ୍ତକୋଷରାମକୃଷ୍ଣ ପରମହଂସ🡆 More