ଲକ୍ଷ୍ମଣରେଖା

ଲକ୍ଷ୍ମଣ ରେଖା  (ସଂସ୍କୃତ: लक्ष्मण रेखा), ବନବାସ ସମୟରେ କୁଟୀରରେ ସୀତାଙ୍କୁ ଏକା ଛାଡି ଗଲା ବେଳେ ଲକ୍ଷ୍ମଣ କୁଟୀର ଚତୁରୋର୍ଶ୍ୱରେ ଏକ ରେଖା ଟାଣିଥିଲେ । ସୀତାଙ୍କୁ ସେହି ରେଖା ଡେଇଁ ନ ଯିବାକୁ ଅନୁରୋଧ କରିଥିଲେ । ରେଖା ଭିତରକୁ କୌଣସି ଦୁରାଚାରୀ ବା ରକ୍ଷ୍ୟସ ଭିତରକୁ ଯାଇନାପରିବା ପାଇଁ ତାଙ୍କର ମନ୍ତ୍ର ଶକ୍ତି ବଳରେ ଲକ୍ଷ୍ମଣ ମନ୍ତ୍ର ଦେଇଥିଲେ । ଏହାଦ୍ୱାରା ରାବଣ ଏହା ଦେଇ ସୀତାଙ୍କୁ ନେଇଯାଇପାରିନଥିଲେ । କିନ୍ତୁ ତତ୍ ପରେ ସେ ବ୍ରାହ୍ମଣ ବେଶରେ ଆସି ଭିକ୍ଷ୍ୟା ମାଗିବା ବାହାନାରେ ସିତାକୁ ଭୁଲେଇ ଦେଇ ରେଖା ବାହାରକୁ ଆସିବାକୁ କହିଥିଲେ । ସିତା ରାବଣର କପଟ ବୁଝି ନ ପରି ବାହାରକୁ ଆସିଲେ ଓ ରାବଣଦ୍ୱାରା ଅପହୃତ ହେଇଥିଲେ । 

ଲକ୍ଷ୍ମଣରେଖା
Rawana approaches Sita in the garb of mendicant

Iକାହାଣୀ ଅନୁସାରେ ରାବଣ ଏକ ରକ୍ଷୟସ "ମାରିଚ "କୁ ଶୁବର୍ଣ ହରିଣ ରୂପ ଧରି ସିତାଙ୍କୁ ଆକ୍ରୁଷ୍ଟ କରିବାକୁ ପଠେଇଥିଲେ । ସିତା ଶୁବର୍ଣ ହରିଣ ଦେଖି ତାକୁ ଆଣିବାକୁ ରାମାଙ୍କୁ ଅନୁରୋଧ କରିବାରୁ ରାମା ଓ ଲକ୍ଷ୍ମଣ ଅନନ୍ୟ ଉପାୟ ନ ପାଇ ସୁବର୍ନ ହରିଣ ପଛରେ ଗୋଡେଇ ଘଞ୍ଚ ଅରଣ୍ୟକୁ ଯାଇଥିଲେ ।ଷ୍ଟେବେଳେ ଲକ୍ଷ୍ମଣ ସୀତାଙ୍କ ନିରାପତ୍ତା ପାଇଁ ଏକ ରେଖା ଟାଣି ଯାଇଥିଲେ ଯାହାକୁ ରାମା , ଲକ୍ଷ୍ମଣ ଓ ସୀତାଙ୍କ ଭିନ୍ନ ଅନନ୍ୟ କେହି ଅତିକ୍ରମ କାଲେ ଅଗ୍ନିରେ ଦ୍ୱଂଶ ହେଇଯିବାର ବର ଥିଲା । 

ଭାରତୀୟ ସଂସ୍କୃତିରେ ସବୁ କାଳରେ " ଅତିଥି ଦେବୋ ଭାବ " ପରମ୍ପରା ରହିଥିଲା । ଭାରତରେ କେହି ଅତିଥିକୁ ଅବମାନନା କରନ୍ତି ନାହି । ତେଣୁ ସିତା ଭରହମନା ରୂପୀ ରାବଣଙ୍କୁ ଅସନ୍ତୋଷ ନା କରିବା ପାଇଁ ତାଙ୍କ ପାଇଁ ଭିକ୍ଷ୍ୟା ରେଖା ବାହାରକୁ ଆସି ପ୍ରଦାନ କରିବାକୁ ସମ୍ମତି ଦେଇଥିଲେ । କିନ୍ତୁ ରାବଣ ରାକ୍ଷସ ଥିଲେ ଓ କପଟ ବିଦ୍ୟାରେ ପାରଙ୍ଗମ ଥିଲେ । 

ଆଧୁନିକ ବ୍ୟବହାର 

ଅଧନିକ ଭାରତର ବ୍ୟବହାର୍ଜ୍ୟ ଶବ୍ଦ ମଧ୍ୟରେ ଲକ୍ଷ୍ମଣ ରେଖାର ବହୁଳ ବ୍ୟବହାର ହେଇଥାଏ । ଏହା " ଏକ ଦୃଢ଼ ଭାବେ ନିର୍ଧାରିତ ନିୟମ , ଯାହାକୁ ଭଙ୍ଗା ଯାଇ ନ ପାରେ "କୁ ବୁଝେଇଥାଏ । ଏକ ଉଦାହରଣ :


 ଭାରତର ସାଂସଦରେ ଥରେ ସଦସ୍ୟମାନେ ଆଲୋଚନା ବେଳେ ବହୁତ ହଟ୍ଟଗୋଳ କରିବାରୁ ତତ୍ଚ କାଳୀନ ବାଚସ୍ପତି ସୋମନାଥ ଚାଟର୍ଜି କହିଥିଲେ " ଆପଣମାନେ " ଲକ୍ଷ୍ମଣ ରେଖା ଅତିକ୍ରମ କରନ୍ତୁ ନାହିଁ । " 

ପୁନଶ୍ଚ ପଠନ 

  • Jain, Jasbir: Purdah, Patriarchy, and the Tropical Sun - Womanhood in India Heath, in: Jennifer (ed.). (2008). The Veil: Women Writers On Its History, Lore, And Politics. University of California Press. ISBN 0-520-25518-6. pp. 234–236.

Tags:

ସଂସ୍କୃତ ଭାଷା

🔥 Trending searches on Wiki ଓଡ଼ିଆ:

ସେଇ ଝିଅଟିବଡ଼ସିଂହାର ବେଶ୧ମ ଲୋକ ସଭାବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ୨୪ ଅଗଷ୍ଟଅଂଶୁଘାତମଧୁସୂଦନ ରାଓୱାଇ-ଫାଇମିଳିମିଳାରାଜା ରାମମୋହନ ରାୟମନୋଜ ଦାସଙ୍କ କଥା ଓ କାହାଣୀଏମିତି ଭାଇ ଜଗତେ ନାହିଁରାଧାନାଥ ରାୟମହେନ୍ଦ୍ରଗିରିଉପେନ୍ଦ୍ର କିଶୋର ଦାସଜର୍ଜିଆମୁଁ ତୁମେ ଓ ସେଓଡ଼ିଶାର ପଞ୍ଚାୟତ ସମିତି ତାଲିକାସ୍କନ୍ଦ ପୁରାଣନମ୍ରତା ଦାସସେପ୍ଟେମ୍ବରଶୀତ ରାତିଡଙ୍ଗାଭାରତୀୟ ସମ୍ବିଧାନଅପ୍ରେଲକାନ୍ଦଣା ଗୀତମ୍ୟାଲେରିଆମଟର ସାଇକେଲମାନସିକ ଦୃଢ଼ତାବରଗଛବ୍ରହ୍ମୋତ୍ରୀ ମହାନ୍ତିକାହ୍ନୁଚରଣ ମହାନ୍ତିତ୍ରିଭୁଜଓଲେନା ଜେଲେନସ୍କାଜାଭା (ପ୍ରୋଗ୍ରାମିଂ ଭାଷା)ବାଞ୍ଛାନିଧି ମହାନ୍ତିମହାପ୍ରସାଦମଦର ଟେରେସାଗଙ୍ଗାଧର ମେହେରନାସାବୁଦ୍ଧ ପୂର୍ଣ୍ଣିମାଆଜ୍‌ମାଗୋପବନ୍ଧୁ ଦାସନବ ଚରଣ ମାଝିଜୟୀ ରାଜଗୁରୁଉତ୍ତମ ମହାନ୍ତିଓଡ଼ିଆ ଭ୍ରମଣ ସାହିତ୍ୟବର୍ଷା ପ୍ରିୟଦର୍ଶିନୀବେଲାଋଷମସ୍କୋଗଜ ଉଦ୍ଧାରଣ ବେଶସୁନାନଅଙ୍କ ଦୁର୍ଭିକ୍ଷଭଗବତୀ ଚରଣ ପାଣିଗ୍ରାହୀଇଣ୍ଟରନେଟପଠାଣି ସାମନ୍ତକିଶୋରୀ ଚରଣ ଦାସ୩ ଅଗଷ୍ଟପ୍ରଦୂଷଣଚାନ୍ଦ୍ରମାସଲକ୍ଷ୍ମୀମହୁଲକେବେ ତମେ ନାହଁ କେବେ ମୁଁ ନାହିଁକୋଷହଳଦୀ ବସ‍ନ୍ତ🡆 More