ରୋମ: ଇଟାଲୀର ରାଜଧାନୀ

]

ରୋମ
ରୋମାନ
Comune
Roma Capitale
Views of Rome, from top left clockwise: the Colosseum, the Monument to Vittorio Emanuele II, the Castel Sant'Angelo, an aerial view of the city's historic centre, the dome of St. Peter's Basilica, the Trevi Fountain, the Piazza della Repubblica.
Views of Rome, from top left clockwise: the Colosseum, the Monument to Vittorio Emanuele II, the Castel Sant'Angelo, an aerial view of the city's historic centre, the dome of St. Peter's Basilica, the Trevi Fountain, the Piazza della Repubblica.
Flag of ରୋମ
Nickname(s): 
The Eternal City, Caput Mundi,
the City of seven hills
CountryItaly
RegionLazio
ProvinceRome (RM)
Government
 • MayorGianni Alemanno (PdL)
Area
 • ସମୁଦାୟ1,285.31 km2 (496.26 sq mi)
Elevation
20 m (70 ft)
Population
 (September 2011)
 • Total୨୭,୭୭,୯୭୯
DemonymRoman
Time zoneUTC+1 (CET)
 • Summer (DST)UTC+2 (CEST)
Postal code
00100; 00121 to 00199
Dialing code06
Patron saintSaint Peter and Saint Paul
Saint day29 June
WebsiteOfficial website

ରୋମ (ଇଟାଲୀୟ ଓ ଲାଟିନ୍: ରୋମା [ˈroːma] (ରୋମ: ଭୂଗୋଳ, ଇତିହାସ, ପର୍ଯ୍ୟଟନlisten)), ଇଟାଲୀର ରାଜଧାନୀ ସହର ଓ ଏକ ବିଶେଷ କୋମୁନେ (କମୁନେଡି ରୋମା କାପିଟାଲେ ନାମରେ ନାମିତ) ତଥା ଲାଜିଓ ଅଞ୍ଚଳର ରାଜଧାନୀ ଅଟେ । ପ୍ରାୟ ତିନି ସହସ୍ରାବ୍ଦ ଧରି ଏହି ସହର ଏକ ମୁଖ୍ଯ ଜନବସତି ହୋଇ ରହିଥିଲା । 1,285 km2 (496.1 sq mi)କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳ ମଧ୍ଯରେ ୨୮,୬୦,୦୦୯ ଜଣ ବାସିନ୍ଦା ସହିତ ଏହା ଇଟାଲୀ ସର୍ବାଧିକ ଜନବହୁଳ କୋମୁନେ ଅଟେ । ସହରର ସୀମା ମଧ୍ଯରେ ଏହା ୟୁରୋପୀୟ ସଙ୍ଘର ତୃତୀୟ ସର୍ବାଧିକ ଜନବହୁଳ ସହର । ଏହା ୪୩,୫୫,୭୨୫ ବାସିନ୍ଦା ବିଶିଷ୍ଟ ରୋମୀୟ ମେଟ୍ରୋପୋଲିଟାନ ସହରର କେନ୍ଦ୍ର ଅଟେ, ତେଣୁ ଏହା ଇଟାଲୀର ସର୍ବାଧିକ ଜନବହୁଳ ବିଶିଷ୍ଟ ମେଟ୍ରୋପୋଲିଟାନ ସହର ଅଟେ । ଏହାର ମେଟ୍ରୋପୋଲିଟାନ ଅଞ୍ଚଳ ଇଟାଲୀରେ ତୃତୀୟ ସର୍ବାଧିକ ଜନବହୁଳ ଅଞ୍ଚଳ । ଇଟାଲୀୟ ଉପଦ୍ବୀପର ପଶ୍ଚିମ ଭାଗରେ ଲାଜିଓ (ଲାଟିଅମ) ଅଞ୍ଚଳରେ ଟିବର ନଦୀ କୂଳରେ ରୋମ ଅବସ୍ଥିତ । ରୋମ ସହରର ସୀମା ମଧ୍ଯରେ ଭାଟିକାନ ସିଟି (ବିଶ୍ୱର କ୍ଷୁଦ୍ରତମ ରାଷ୍ଟ୍ର) ଅବସ୍ଥିତ । ଭାଟିକାନ ସହର, ବିଶ୍ୱର ଏକମାତ୍ର ସ୍ୱାଧୀନ ରାଷ୍ଟ୍ର ଯାହା ଏକ ସହର ମଧ୍ଯରେ ଅବସ୍ଥିତ । ତେଣୁକରି ରୋମକୁ ଦୁଇଟି ଦେଶର ରାଜଧାନୀ ବୋଲି ମଧ୍ଯ କୁହାଯାଏ ।

ରୋମର ଇତିହାସରେ ପ୍ରାୟ ୨୮ଟି ଶତାବ୍ଦୀ ରହିଛି । ରୋମୀୟ କିମ୍ବଦନ୍ତୀ ଅନୁସାରେ ରୋମର ସ୍ଥାପନ ଖ୍ରୀଷ୍ଟପୂର୍ବ ୭୫୩ ହୋଇଥିଲା କିନ୍ତୁ ଏହି ସ୍ଥାନଟିରେ ବହୁ ପୂର୍ବରୁ ଜନବସତି ସ୍ଥାପନ ହୋଇସାରିଥିଲା ।

ଭୂଗୋଳ

ଇତିହାସ

ପର୍ଯ୍ୟଟନ

ଆଧାର

ବାହର ତଥ୍ୟ

    Official

Tags:

ରୋମ ଭୂଗୋଳରୋମ ଇତିହାସରୋମ ପର୍ଯ୍ୟଟନରୋମ ଆଧାରରୋମ ବାହର ତଥ୍ୟରୋମ

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱରଅଗ୍ନ୍ୟାଶୟ ଅକ୍ଷମତାଛତିଶଗଡ଼ଧାତୁ୧୯୯୯ ଓଡ଼ିଶା ମହାବାତ୍ୟାବବୃବାହନ (ମହାଭାରତ)ହେମନ୍ତ ଦାସଅଖିଳ ମୋହନ ପଟ୍ଟନାୟକଇଣ୍ଡୋନେସିଆବୀଜାଣୁକୋରାପୁଟ୧୪ ଅପ୍ରେଲନଦୀବାଳୀମଧୁସୂଦନ ରାଓଭାରତର ପ୍ରଧାନମନ୍ତ୍ରୀବର କୋଳିହେମୋଫିଲିଆଶ୍ରୀନିବାସ ରାମାନୁଜନଗୁରୁଜୟନାରାୟଣ ମିଶ୍ରରବି ପଟ୍ଟନାୟକଜ୍ଞାନକୋଷଇସଲାମ ଧର୍ମଓଡ଼ିଶୀ୧୯ ମାର୍ଚ୍ଚଓଡ଼ିଆ ଭାଷାଗଜେନ୍ଦ୍ର ପ୍ରସାଦ ସାହୁଫାଇଲେରିଆସମ୍ବାଦ (ଖବରକାଗଜ)ଧୋତିଭଗବତୀ ଚରଣ ପାଣିଗ୍ରାହୀପ୍ରଣବ ପ୍ରକାଶ ଦାସଆଖଣ୍ଡଳମଣି ମନ୍ଦିରରମଜାନବାଞ୍ଛାନିଧି ମହାନ୍ତିଭାରତୀୟ ସ୍ୱାଧୀନତା ଆନ୍ଦୋଳନଭାଷା୧ ମାର୍ଚ୍ଚଶଙ୍କର ପ୍ରସାଦ ତ୍ରିପାଠୀସମ୍ବଲପୁର ଜିଲ୍ଲାକ୍ଷୀରଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସବିଭୂତି ପଟ୍ଟନାୟକଜୟଦେବ ଜେନାପ୍ରାଣକୃଷ୍ଣ ପରିଜାଅଳତାପରଶୁରାମଆଖିଚନ୍ଦନଲାଗି ବେଶସମୀର ରଞ୍ଜନ ଦାଶନୂଆ ଦିଲ୍ଲୀସହଦେବ (ମହାଭାରତ)ଓଡ଼ିଶାର କଳାଗୋମୁହାଁ କୁମ୍ଭୀରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଶବ୍ଦ (ପଦ)ତୁଳସୀ ଦାସଯାଜପୁରଯୋଗଲକ୍ଷ୍ମୀ ପୁରାଣଅଟିଜିମ୍‌୧୯୮୪ଶରତ କୁମାର ମହାନ୍ତିଲିଙ୍ଗରାଜ ମନ୍ଦିର🡆 More