ମୋନାଲିସା ଜେନା: ଓଡ଼ିଆ ସାହିତ୍ୟିକ, ଅନୁବାଦକ

ମୋନାଲିସା ଜେନା (ଜନ୍ମ: ୧୦ ଡିସେମ୍ବର ୧୯୬୩), ଜଣେ ଓଡ଼ିଆ ସାହିତ୍ୟିକା । ମୌଳିକ ସାହିତ୍ୟ ସହିତ ସେ ଅନୁବାଦ ସାହିତ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ଉଭୟ ଓଡ଼ିଆରୁ ଅନ୍ୟ ଭାଷାକୁ ତଥା ଅନ୍ୟ ଭାରତୀୟ ଭାଷାରୁ ଓଡ଼ିଆକୁ ଅନୁବାଦ କରିଥାନ୍ତି । ନିଜ ଅନୁବାଦ ପୁସ୍ତକ ଆଶୀର୍ବାଦର ରଙ୍ଗ ପାଇଁ ସେ ୨୦୧୬ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଛନ୍ତି ।

ମୋନାଲିସା ଜେନା
ଜନ୍ମ (1963-12-10) ୧୦ ଡିସେମ୍ବର ୧୯୬୩ (ବୟସ ୬୦)
ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା
ଜାତୀୟତାମୋନାଲିସା ଜେନା: ଜୀବନୀ, ସାହିତ୍ୟ ସର୍ଜନା, ରଚନାବଳି ଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିସାହିତ୍ୟିକା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର (ଅନୁବାଦ)

ଜୀବନୀ

ମୋନାଲିସା ୧୯୬୩ ମସିହାରେ ଖୋର୍ଦ୍ଧା ଜିଲ୍ଲାର ମୁକୁନ୍ଦପ୍ରସାଦଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସେ ଏମବିଏ ପଢିଛନ୍ତି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ତରଫରୁ ଭାଷା ଓ ସାହିତ୍ୟରେ ଗବେଷଣା ପାଇଁ ସେ ସିନିୟର ଫେଲୋସିପ ମଧ୍ୟ ପାଇଛନ୍ତି । ସେ ଉଭୟ ସାମ୍ବାଦିକ ଓ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଛନ୍ତି ।

ସାହିତ୍ୟ ସର୍ଜନା

ଅନୁବାଦ୍ୟ ସାହିତ୍ୟ ବ୍ୟତିତ ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ, ଫିଚର୍‌, ଭ୍ରମଣକାହାଣୀ ଆଦିରେ ମୋନାଲିସା ନିଜ ଲେଖନି ଚାଳନା କରିଛନ୍ତି । ତାଙ୍କର ଏଯାବତ ୧୫ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ତାଙ୍କର ଅନେକ କବିତା ହିଦୀ, ଅହମିୟା ଓ ଇଂରାଜୀ ଭାଷାକୁ ଅନୁବାଦିତ ହୋଇଛି ।

ରଚନାବଳି

କବିତା

  • ନିସର୍ଗ ଧ୍ୱନି
  • ନକ୍ଷତ୍ରଦେବୀ
  • ଏ ସବୁ ଧ୍ରୁବ ମୁହୂର୍ତ୍ତ

ଗଳ୍ପ

  • ଇନ୍ଦ୍ରମାଳତୀର ଶୋକ
  • ନୀଳମାଧବୀ

ଉପନ୍ୟାସ

  • ନର୍ଗିସ

ଜୀବନୀ

ଅନ୍ୟାନ୍ୟ

  • ଅଷ୍ଟରାଗ (ହୋମେନ ବର୍ଗହେନଙ୍କ ଅହମିୟା ପୁସ୍ତକ ଅସ୍ତରାଗର ଓଡ଼ିଆ ଅନୁବାଦ)
  • Dasuram's Script
  • Anatomy of Madness (ଚନ୍ଦ୍ରଶେଖର ରଥଙ୍କ ଅମୃତାୟନର ଅନୁବାଦ)
  • Citadel of Love

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର (ଅନୁବାଦ), ୨୦୧୬ (ଆଶୀର୍ବାଦର ରଙ୍ଗ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୦୭ (ଅସ୍ତରାଗ ପାଇଁ)
  • କହ୍ନେଇ କଥା ପୁରସ୍କାର - ୨୦୧୭ (କହ୍ନେଇ କଥା ସଂସଦଦ୍ୱାରା ପ୍ରଦତ୍ତ)

ଆଧାର

Tags:

ମୋନାଲିସା ଜେନା ଜୀବନୀମୋନାଲିସା ଜେନା ସାହିତ୍ୟ ସର୍ଜନାମୋନାଲିସା ଜେନା ରଚନାବଳିମୋନାଲିସା ଜେନା ସମ୍ମାନ ଓ ପୁରସ୍କାରମୋନାଲିସା ଜେନା ଆଧାରମୋନାଲିସା ଜେନାଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜୈନ ଧର୍ମଫତୁରାନନ୍ଦହିନ୍ଦୁବନମାଳୀ ଦାସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ୨୦୨୨ ଫିଫା ବିଶ୍ୱକପ୍ଶେଷ ବସନ୍ତର ଚିଠିକୁନ୍ତଳା କୁମାରୀ ସାବତସୁଇଜରଲ୍ୟାଣ୍ଡଜନ୍ ଏଫ୍. କେନେଡ଼ିବାରାକ ଓବାମାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାବ୍ୟାଙ୍କ ଅଫ ଇଣ୍ଡିଆଆକ୍ରାନବଗୁଞ୍ଜରନଳିନୀକାନ୍ତ ମହାନ୍ତିଦକ୍ଷିଣ କୋରିଆଓଡ଼ିଆ କଥାଚିତ୍ର ଜଗତଡାଲଟେପାରିନମାଲେସିଆଖାଦ୍ୟଗଞ୍ଜାମ ଜିଲ୍ଲାସୋମନାଥଅଟିଜିମ୍ ସ୍ପେକ୍ଟ୍ରମତରଳ ଝାଡ଼ାପିତ୍ତାସ୍ମରୀଭାରତୀୟ ଭୋଜନସାରନାଥ ଅଶୋକ ସ୍ତମ୍ଭବିଜୁ ଜନତା ଦଳ୧୭୫୨ଔଷଧୀୟ ବୃକ୍ଷଲତାଜଗନ୍ନାଥ ମନ୍ଦିରମଣିଷନାରୀବାଦଗ୍ରହ୨୫ ମାର୍ଚ୍ଚକନଫୁସିଅସବାଦଭର୍ତ୍ତୃହରି ମହତାବଜୟୀରାମ ସାମଲଓଡ଼ିଶାର ପର୍ବପର୍ବାଣିଉମାଶଙ୍କର ମିଶ୍ରମୟୂରଭଞ୍ଜ ଜିଲ୍ଲାWikipediaଇଣ୍ଟରନେଟଆନ୍ତର୍ଜାତିକ ମହିଳା ଦିବସସାଇପ୍ରସତରୁଣକାନ୍ତି ମିଶ୍ରଆର୍ମେନିଆଅଚ୍ୟୁତ ସାମନ୍ତପ୍ରଦୀପ କୁମାର ଅମାତଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା୦ (ସଂଖ୍ୟା)ଦଣ୍ଡ ନାଟତାଇୱାନବ୍ରହ୍ମପୁରକାରଗିଲ ଯୁଦ୍ଧକଲେରାକଟକଦକ୍ଷିଣ ଆଫ୍ରିକାମୁନ୍ନା ଖାଁ୧୯୬୨ଖଣ୍ଡାୟତସେସିଲିଆ ପେଇନ-ଗାପୋସ୍ଚକିନନଡ଼ିଆ୧୮୭୫ବୁଦାପେଷ୍ଟଜୋହାନ୍ ସେବାଷ୍ଟିଆନ୍ ବାକ୍ଉତ୍କଳ ସମ୍ମିଳନୀଓଡ଼ିଶାର ଭୂଗୋଳଇଲେକ୍‌ଟ୍ରୋନଭଗବତ ଗୀତା🡆 More