ଭୀମ ପୃଷ୍ଟି: ଓଡ଼ିଆ ଔପନ୍ୟାସିକ, ଗାଳ୍ପିକ

ଭୀମ ପୃଷ୍ଟି (ଜନ୍ମ: ୧୧ ଜାନୁଆରୀ ୧୯୫୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ସେ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସ ରଚନା ପାଇଁ ଜଣାଶୁଣା । ତାଙ୍କର ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ଜମ୍ବୁଲୋକ (୨୦୨୩), ସମୁଦ୍ର ମଣିଷ (୨୦୦୬), ହୋ ମଣିଷମାନେ (୨୦୦୨), ଗପର ହାତଗୋଡ଼ (୨୦୦୮) ଆଦି ଅନ୍ୟତମ । ୨୦୨୩ରେ ଜମ୍ବୁଲୋକ ଉପନ୍ୟାସ ପାଇଁ ସେ ଶାରଳା ପୁରସ୍କାର, ୨୦୧୪ରେ କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ ପାଇଁ ପଶ୍ଚିମା ଉପନ୍ୟାସ ସମ୍ମାନ ଏବଂ ୨୦୦୮ ମସିହାରେ ସମୁଦ୍ର ମଣିଷ ଉପନ୍ୟାସ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକରିଥିଲେ ।

ଭୀମ ପୃଷ୍ଟି
ଜନ୍ମ ଓ ଜନ୍ମସ୍ଥାନ (1959-01-11) ୧୧ ଜାନୁଆରୀ ୧୯୫୯ (ବୟସ ୬୫)
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ସମୟବିଂଶ ଶତାବ୍ଦୀ
ଶୈଳୀଗଦ୍ଯ, ଉପନ୍ଯାସ
ସାହିତ୍ୟ କୃତିସମୁଦ୍ର ମଣିଷ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮

ରଚନାବଳୀ

  • ଜମ୍ବୁଲୋକ (୨୦୨୩)
  • କୁଆଡେ ଚାଲିଛ ରୁହ ପଞ୍ଚଭୂତ (୨୦୧୧)
  • ଓଁ (୨୦୦୯)
  • ଗପର ହାତଗୋଡ଼ (୨୦୦୮)
  • ଲଛମନିଆ (୨୦୦୮)
  • ସମୁଦ୍ର ମଣିଷ (୨୦୦୬)
  • ଅଧେ ମଣିଷ (୨୦୦୩)
  • ହୋ ମଣିଷମାନେ (୨୦୦୨)
  • କବିତାର ଉପନ୍ୟାସ (୨୦୦୨)
  • ପ୍ରଥମ ବହି (୨୦୦୧)
  • ମୁହାଣ (୨୦୦୧)

ପୁରସ୍କାର ଓ ସମ୍ମାନ

  • ଶାରଳା ପୁରସ୍କାର, ୨୦୨୩ (ଜମ୍ବୁଲୋକ ଉପନ୍ୟାସ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ (ସମୁଦ୍ର ମଣିଷ ପାଇଁ)
  • ଅଖିଳ କଥା ସମ୍ମାନ, ୨୦୦୮
  • ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ, ୨୦୧୬ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ପଶ୍ଚିମା ଉପନ୍ୟାସ ସମ୍ମାନ, ୨୦୧୪ (କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ ପାଇଁ)
  • କହ୍ନେଇ କଥା ପୁରସ୍କାର, ୧୯୯୪
  • ଗୋକର୍ଣ୍ଣିକା ସମ୍ମାନ
  • ତପସ୍ୟା ସୃଜନ ପୁରସ୍କାର, ୨୦୧୮

ଆଧାର

Tags:

ଓଡ଼ିଆ ସାହିତ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଭାରତର ଜାତୀୟ ପତାକାକୃଷ୍ଣଅନାଦି ଚରଣ ସାହୁଅଣସରବୈଷ୍ଣବ ଚରଣ ସାମଲଅଜନ୍ତା ଗୁମ୍ଫାବନ୍ଧୁତାଓଡ଼ିଶା ସରକାରବନ୍ଦେ ମାତରମସମାଜ (ଖବରକାଗଜ)ରାସନ କାର୍ଡ଼ (ଭାରତ)ଉଇକିମିଡ଼ିଆ ଫାଉଣ୍ଡେସନବୈଶାଖଭୂମିକା ଦାଶଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭ୍ରମଣ ସାହିତ୍ୟଯଶୋବନ୍ତ ଦାସଇରା ମହାନ୍ତିବ୍ୟାସଦେବଏଡା ଲଭ୍‌ଲେସ୍‌ଗୋଦାବରୀଶ ମହାପାତ୍ର୧ ଫେବୃଆରୀନେରାଟିନିବଏ. ପି. ଜେ. ଅବଦୁଲ କଲାମଗୋଲୋକ ବିହାରୀ ଧଳରାଜକିଶୋର ରାୟଆପେଣ୍ଡିସାଇଟିସସ୍ତନଭାରତୀୟ ସମ୍ବିଧାନବିଅରକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ହରେକୃଷ୍ଣ ମହତାବମାଇକ୍ରୋସଫ୍ଟଓଡ଼ିଆ ଭାଷାବଙ୍ଗୋପସାଗରଉପେନ୍ଦ୍ର ଭଞ୍ଜମହେନ୍ଦ୍ରଗିରିକୁକୁରମେସିନ ଟ୍ରାନ୍ସଲେସନସତ୍ୟ ସାଇ ବାବା୧୨ ଡିସେମ୍ବରଚତୁର ବିନୋଦଖଣ୍ଡାୟତସୌଭାଗ୍ୟ କୁମାର ମିଶ୍ରପୁରୀଦୀନକୃଷ୍ଣ ଦାସରଥଯାତ୍ରାକେନ୍ଦୁଝର ଗଡ଼ଜାତ ରାଜ୍ୟମାୟାଧର ମାନସିଂହଇବାଣ୍ଡ୍ରୋନିକ ଏସିଡବୁଧବାରଓଡ଼ିଶା ବିଧାନ ସଭାସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯାଜପୁରନଟବର ସାମନ୍ତରାୟମରିସସଚିନ୍ତାମଣି ବେହେରାହନୁମାନ ଜୟନ୍ତୀହୃତ୍‌ପିଣ୍ଡସମୀର ରଞ୍ଜନ ଦାଶଚନ୍ଦନଦଣ୍ଡ ନାଟ🡆 More