ବିଜୟଲକ୍ଷ୍ମୀ ପଣ୍ଡିତ

ବିଜୟ ଲକ୍ଷ୍ମୀ ପଣ୍ଡିତ (୧୮ ଅଗଷ୍ଟ ୧୯୦୦ - ୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ କୂଟନୀତିଜ୍ଞ ଓ ରାଜନୀତିଜ୍ଞ, ଜବାହରଲାଲ ନେହେରୁଙ୍କ ଭଉଣୀ, ଇନ୍ଦିରା ଗାନ୍ଧୀଙ୍କ ପିଇସୀ ଓ ରାଜୀବ ଗାନ୍ଧୀଙ୍କ ଜେଜି ପଇସୀ । ନେହେରୁଙ୍କ ସମୟରେ ସୋଭିଏତ୍ ୟୁନିଅନ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ଜାତିସଂଘରେ କାମ କରିବା ପରେ ତାଙ୍କୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ବାବେ ଲଣ୍ଡନ ଛଡ଼ାଯାଇଥିଲା । ତାଙ୍କର ଲଣ୍ଡନ ରହଣି ଭାରତ-ବ୍ରିଟିଶ ସମ୍ପର୍କ୍କୁ ପରିବର୍ତ୍ତନ କରିଥିଲା । ତାଙ୍କ କୂଟନୀତି ଆନ୍ତ-ସରକାରୀ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।

ହର୍ ଏକ୍ସିଲେନ୍ସି

ବିଜୟଲକ୍ଷ୍ମୀ ପଣ୍ଡିତ
ବିଜୟଲକ୍ଷ୍ମୀ ପଣ୍ଡିତ
୧୯୬୫ରେ ନେଦରଲ୍ୟାଣ୍ଡରେ ପଣ୍ଡିତ
ଜାତି ସଂଘ ସାଧାରଣ ସଭାର ସଭାପତି
କାର୍ଯ୍ୟକାଳ
୧୫ ସେପ୍ଟେମ୍ବର ୧୯୫୩ – ୨୧ ସେପ୍ଟେମ୍ବର ୧୯୫୪
ପୂର୍ବ ଅଧିକାରୀଲେଶ୍ଟର୍ ବି ପିଅର୍‌ସନ୍
ପର ଅଧିକାରୀଏଲ୍‌କୋ ଏନ୍ ଭାନ୍ କ୍ଲେଫେନ୍ସ୍
୭ମ ମହାରାଷ୍ଟ୍ର ରାଜ୍ୟପାଳ
କାର୍ଯ୍ୟକାଳ
୨୮ ନଭେମ୍ବର ୧୯୬୨ – ୧୮ ଅକ୍ଟୋବର ୧୯୬୪
ପୂର୍ବ ଅଧିକାରୀପି ସୁବରାୟନ୍
ପର ଅଧିକାରୀପି ଭି ଚେରିୟାନ୍
ଲୋକ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୬୭-୧୯୭୧
ପୂର୍ବ ଅଧିକାରୀଜବାହରଲାଲ ନେହେରୁ
ପର ଅଧିକାରୀଭି ପି ସିଂ
ନିର୍ବାଚନ ମଣ୍ଡଳୀଫୁଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1900-08-18)୧୮ ଅଗଷ୍ଟ ୧୯୦୦
ଆଲ୍‌ହାବାଦ, ଉତ୍ତର-ପଶ୍ଚିମ ରାଜ୍ୟ, ବ୍ରିଟିଶ ଭାରତ
ମୃତ୍ୟୁ୧ ଡିସେମ୍ବର ୧୯୯୦(1990-12-01) (ବୟସ ୯୦)
ଡେରାଡ଼ୁନ, ଉତ୍ତର ପ୍ରଦେଶ, ଭାରତ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରଣଜିତ ସୀତାରାମ ପଣ୍ଡିତ

ଆଧାର

Tags:

ଇନ୍ଦିରା ଗାନ୍ଧୀ

🔥 Trending searches on Wiki ଓଡ଼ିଆ:

ଶୈଳବାଳା ଦାସଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସପୃଥିବୀ ଦିବସସୀତା ବିବାହଅମର ପ୍ରସାଦ ଶତପଥୀସୁଦର୍ଶନ ପଟ୍ଟନାୟକଶିବ ସେନାବେଲ ପଣାମନୋଜ ଦାସଶ୍ରୀତମ ଦାସଛତିଶଗଡ଼ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାତୁଳସୀ ଗଛଅମୃତ ଫଳଛେନା ମୁଡୁକିଓଡ଼ିଶାର ଭୂଗୋଳଗୋବିନ୍ଦ ତ୍ରିପାଠୀପ୍ରଦୂଷଣସମ୍ବଲପୁର ଜିଲ୍ଲାହରପ୍ରସାଦ ଦାସଆଖିରମେଶ ପ୍ରସାଦ ପାଣିଗ୍ରାହୀଜନ ଗଣ ମନ୧୯ ଅପ୍ରେଲଭାରତର ପ୍ରଧାନମନ୍ତ୍ରୀଲକ୍ଷ୍ମୀକାନ୍ତ ମହାପାତ୍ରଭାନୁଜୀ ରାଓବିଭୁଦତ୍ତ ମିଶ୍ରକପିଳାସ ଶିବ ମନ୍ଦିରପଖାଳ ଦିବସପୁରୀ ଜିଲ୍ଲା୨୦ ଅପ୍ରେଲଜାତୀୟ ସାହସିକତା ପୁରସ୍କାରପାର୍କିନ୍‌ସନ୍ ରୋଗକ୍ଷୀରଓଡ଼ିଆ ସାହିତ୍ୟଦଶରଥଶବ୍ଦ (ଧ୍ୱନି)ଉତ୍କଳ ଦୀପିକାଦୀନକୃଷ୍ଣ ଦାସବେଦଗୁରୁଭାତଚନ୍ଦନ ଯାତ୍ରାଭାରତର ରାଷ୍ଟ୍ରପତିବ୍ରଜ କିଶୋର ପ୍ରଧାନକାନନ ମିଶ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗୌରୀଶଙ୍କର ରାୟଜଗନ୍ନାଥ ପ୍ରସାଦ ଦାସରାମାୟଣଇରା ମହାନ୍ତିହେମନ୍ତ ଦାସଜୟନାରାୟଣ ମିଶ୍ରଗୁରୁ ପ୍ରସାଦ ମହାନ୍ତିହୃଷୀକେଶ ପଣ୍ଡାଓଡ଼ିଆ ଭାଷା ଆନ୍ଦୋଳନବୈକୁଣ୍ଠନାଥ ପଟ୍ଟନାୟକପଣିକିଆଦୁର୍ଗାଷ୍ଟମୀଉଇକିକମନ୍ସଭଦ୍ରକ ଜିଲ୍ଲାଗିରିଜା କୁମାର ବଳୀୟାରସିଂହରଥଯାତ୍ରାଚୈତ୍ରଗୋପବନ୍ଧୁ ଦାସଅଭିମନ୍ୟୁ ସାମନ୍ତସିଂହାରଧଉଳି🡆 More