ନାନ୍ଦୁର୍ବାର୍

]

Nandurbar
नंदुरबार
City
ଦେଶନାନ୍ଦୁର୍ବାର୍ India
ରାଜ୍ୟMaharashtra
ଜିଲ୍ଲାNandurbar
Elevation
210 m (690 ft)
Population
 (2011)
 • Total୩,୨୯,୭୮୬
DemonymNandurbarkar
ଭାଷା
 • ସରକାରୀMarathi
Time zoneUTC+5:30 (IST)
PIN
425 412
ଯାନବାହାନ ପଞ୍ଚୀକରଣMH 39
Websitewww.nandurbar.nic.in

ନାନ୍ଦୁର୍ବାର୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ନନ୍ଦୁର୍ବର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ନାନ୍ଦୁର୍ବାର୍ ୨୧.୩୬୬୧ ଉତ୍ତର ଅକ୍ଷାଂଶ ଓ ୭୪.୨୩୯୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାନ୍ଦୁର୍ବାର୍ ସହରର ମୋଟ ଜନସଂଖ୍ୟା ୯୪୩୬୫ ଅଟେ । ସେଥି ମଧ୍ୟରୁ ୫୨.୦୬% ଜଣ ପରୁଷ ହୋଇଥିବା ବେଳେ ୪୭.୯୪% ଜଣ ନାରୀ ଅଟନ୍ତି । ନାନ୍ଦୁର୍ବାର୍ର ସାକ୍ଷରତା ହାର ୭୧.୮୩% ଅଟେ । ଏହା ଜାତୀୟ ହାରଠାରୁ ୬.୯୯% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୮% ପ୍ରତିଶତ ପୁରୁଷ ଓ ୩୧.୨୫% ନାରୀ ଅଟନ୍ତି । ୧୨.୩୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ମରାଠୀ ନାନ୍ଦୁର୍ବାର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ନାନ୍ଦୁର୍ବାର୍ ଭୌଗଳିକ ଅବସ୍ଥିତିନାନ୍ଦୁର୍ବାର୍ ଜନସଂଖ୍ୟା ଓ ସାକ୍ଷରତାନାନ୍ଦୁର୍ବାର୍ ଭାଷାନାନ୍ଦୁର୍ବାର୍ ଆହୁରି ପଢନ୍ତୁନାନ୍ଦୁର୍ବାର୍ ଆଧାରନାନ୍ଦୁର୍ବାର୍ ବାହାର ଲିଙ୍କନାନ୍ଦୁର୍ବାର୍

🔥 Trending searches on Wiki ଓଡ଼ିଆ:

ପ୍ରସନ୍ନ କୁମାର ମିଶ୍ରଶବ୍ଦ (ଧ୍ୱନି)ଦୁଃଶାସନଜଗନମୋହ‌ନ ଲାଲସୁଭାଷ ଚନ୍ଦ୍ର ବୋଷଖୋର୍ଦ୍ଧାଯକୃତ୧୫ ଅପ୍ରେଲଲକ୍ଷ୍ମଣ ମିଶ୍ରଭୁବନେଶ୍ୱର ବେହେରାବସନ୍ତ କୁମାର ଶତପଥୀସଞ୍ଚିତା ମହାନ୍ତିଭଦ୍ରକ ଜିଲ୍ଲା୧୪ ଅପ୍ରେଲଅମର ପ୍ରସାଦ ଶତପଥୀଧାତୁଶିଶୁ ଅନନ୍ତ ଦାସମଧୁସୂଦନ ଦାସରଥଯାତ୍ରାବ୍ରଜ କିଶୋର ପ୍ରଧାନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବ୍ରହ୍ମୋତ୍ରୀ ମହାନ୍ତିଗଙ୍ଗାଧର ମେହେରହେମୋଫିଲିଆବି. ଆର. ଆମ୍ବେଦକରରାଶି ଓ ନକ୍ଷତ୍ରଗୋପୀନାଥ ମହାନ୍ତିଗୌତମ ବୁଦ୍ଧନରେନ୍ଦ୍ର ମୋଦୀସୁନାଓଡ଼ିଆ ସାହିତ୍ୟବାଘପୃଥିବୀଶଙ୍କର ପ୍ରସାଦ ତ୍ରିପାଠୀଲକ୍ଷ୍ମଣ ନାୟକବରଗଛଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ରମେଶ ପ୍ରସାଦ ପାଣିଗ୍ରାହୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଆପେଣ୍ଡିସାଇଟିସସପ୍ତମାତୃକା ମନ୍ଦିର, ଯାଜପୁରଭାରତୀୟ ଜନତା ପାର୍ଟିଲିଙ୍ଗରାଜ ମନ୍ଦିରନବକଳେବରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଡଙ୍ଗରିଆ କନ୍ଧକୁକୁରବନ୍ଦେ ଉତ୍କଳ ଜନନୀଗୋମୁହାଁ କୁମ୍ଭୀରଜୟଦେବ ଜେନାଟାଇଫଏଡଉତ୍କଳ ସମ୍ମିଳନୀଅଟିଜିମ୍‌ଲିଚୁବିଜୁଳିବଣିସମ୍ବଲପୁରୀ ଭାଷାବସନ୍ତ କୁମାରୀ ପଟ୍ଟନାୟକଧର୍ମେନ୍ଦ୍ର ପ୍ରଧାନଜଳଚିତ୍ରା (ନକ୍ଷତ୍ର)ରତ୍ନାକର ଚଇନିରାମକୃଷ୍ଣ ପରମହଂସ୧୯୯୯ ଓଡ଼ିଶା ମହାବାତ୍ୟାଲିନକ୍ସନୃସିଂହ ଚରଣ ପଣ୍ଡାଭୁବନେଶ୍ୱର ମିଶ୍ରଅପରେଟିଙ୍ଗ ସିଷ୍ଟମ🡆 More