ନାକରୁ ରକ୍ତସ୍ରାବ

ନାକରୁ ରକ୍ତସ୍ରାବ (English: Epistaxis ବା Nosebleed) ଏକ ଲକ୍ଷଣ । ଏହି ଶବ୍ଦଟି ଗ୍ରୀସ ଭାଷାରୁ ((from Greek: ἐπιστάζω (epistazo) to bleed from the nose: ἐπί (epi) - above, over + στάζω (stazo) - to drip )) ଆସିଛି । ଏହା ଏକ ସାଧାରଣ ବେମାରୀ । ଏଥିରେ ନାକରୁ ରକ୍ତ ବହେ । ନାକ ରକ୍ତସ୍ରାବ ଦୁଇ ଭାଗରେ ବର୍ଣ୍ଣନା କରାଯାଏ ଯଥା ସମ୍ମୁଖ ଭାଗ ରକ୍ତସ୍ରାବ ଓ ପୃଷ୍ଠ ଭାଗ ରକ୍ତସ୍ରାବ । ଶେଷୋକ୍ତ ସ୍ରାବ କ୍ୱଚିତ ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ ଆବଶ୍ୟକ କରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ଲୁହବାହୀ ନଳୀ ମଧ୍ୟ ଦେଇ ରକ୍ତ ଆଖିରେ ପ୍ରବେଶ କରିବା ପରେ ଆଖିରୁ ରକ୍ତ ବହେ । ନାକରୁ ରକ୍ତ ବହି ଖାଦ୍ୟନଳୀକୁ ଯାଇ ପାକସ୍ଥଳୀରେ ପ୍ରବେଶ କରିପାରେ । ରକ୍ତ ତରଳ ବା ମୁଣ୍ଡା ହୁଏ । ରକ୍ତସ୍ରାବ ଦେଖିଲେ ଭୟ ଲାଗେ, କିଛି ରୋଗୀଙ୍କର ଡାକ୍ତରୀ ପରାମର୍ଶ ଦରକାର ହୁଏ କିନ୍ତୁ ଏହା କ୍ୱଚିତ ଘାତକ ହୁଏ । ଏକ ପରିସଂଖ୍ୟାନରୁ ଜଣାଯାଏ, ୧୯୯୯ ମସିହାରେ ଆମେରିକାରେ ୨.୪ ନିୟୁତ ମୃତ୍ୟୁରେ ମାତ୍ର ୪ଟି ଘାତକ ଥିଲା । ରକ୍ତସ୍ରାବ ହେଲେ ମୁଣ୍ଡକୁ ସାମାନ୍ୟ ଆଗକୁ ନୁଏଁଇ ନାକ ପୁଡ଼ାକୁ ୫ରୁ ୨୦ ମିନିଟ ଧରି ଚିପି ଧରିଲେ ରକ୍ତ ଜମାଟ ବାନ୍ଧି ସ୍ରାବ ବନ୍ଦ ହୋଇଯାଏ ।

Nosebleed
ନାକରୁ ରକ୍ତସ୍ରାବ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦R04.0
ଆଇସିଡ଼ି-୯-ସିଏମ୍784.7
ରୋଗ ଡାଟାବେସ18327
ମେଡ଼ିସିନ-ପ୍ଲସ003106
ଇ-ମେଡ଼ିସିନemerg/806 ent/701, ped/1618
Patient UKନାକରୁ ରକ୍ତସ୍ରାବ
MeSHC08.460.261

କାରଣ

ରକ୍ତସ୍ରାବ ସ୍ଥାନୀୟ କାରଣ ବା ଶାରୀରିକ କାରଣ ଯୋଗୁ ବହେ । କୌଣସି କାରଣ ନ ଥାଇ ମଧ୍ୟ ରକ୍ତସ୍ରାବ ହୁଏ ।

ସ୍ଥାନୀୟ କାରଣ

  • ମୁଣ୍ଡା ଆଘାତ ଯେପରିକି ମୁଷ୍ଠି ଘାତ ଯାହା ନାକ ଅସ୍ଥି ଭଗ୍ନ ସହ ଦେଖାଯାଏ ।
  • ନାକ ଭିତରେ ଆଙ୍ଗୁଠି ପୁରେଇ କେଞ୍ଚିଲେ ।
  • ପ୍ରଦାହ: ଶ୍ୱାସ ନଳୀ ପ୍ରଦାହ, ସାଇନୁସାଇଟିସ, ରାଇନାଇଟିସ ଓ ବାୟୁମଣ୍ଡଳରେ ଥିବା ଉତ୍ତେଜକ ପଦାର୍ଥ ।

ଅନ୍ୟାନ୍ୟ କାରଣ

  • ଶାରୀରିକ ବକ୍ରତା (e.g. septal spurs or Hereditary hemorrhagic telangiectasia)
  • କୋକେନ (cocaine) ଶୁଙ୍ଘିଲେ ।
  • ନାକ ଭିତରେ ଅର୍ବୁଦ ବା Intranasal tumors (e.g. Nasopharyngeal carcinoma or nasopharyngeal angiofibroma)
  • ପ୍ରଶ୍ୱାସରେ ଜଳୀୟ ଅଂଶ କମ ହେଲେ । Low relative humidity of inhaled air (particularly during cold winter seasons)
  • ନାକ ଭିତରେ କାନୁଲା ରଖିଲେ ଝିଲ୍ଲୀ ଶୁଖିଯାଏ ।Nasal cannula O2 (tending to dry the olfactory mucosa)
  • ନାକ ସ୍ପ୍ରେରେ ଅଧିକ ସ୍ଟିରଏଡ ଥିଲେ । Nasal sprays (particularly prolonged or improper use of nasal steroids)
  • ଓଟିକ ବାରୋଟ୍ରମା । Otic barotrauma (such as from descent in aircraft or ascent in scuba diving)
  • ଆର୍ସେନିକ ମିଶା ପ୍ରୋଟିନ ଖାଇଲେ ।Consumption of tainted whey protein supplements that contain arsenic
  • ନାକ ଭିତର ଅପରେଶନ । Surgery (e.g. septoplasty and Functional Endoscopic Sinus Surgery)

ଶାରୀରିକ କାରଣ

ଶାରୀରିକ ବିକାରି କ୍ରିୟା

ଆଧାର

ବାହାର ଲିଙ୍କ

Tags:

ନାକରୁ ରକ୍ତସ୍ରାବ କାରଣନାକରୁ ରକ୍ତସ୍ରାବ ଶାରୀରିକ ବିକାରି କ୍ରିୟାନାକରୁ ରକ୍ତସ୍ରାବ ଆଧାରନାକରୁ ରକ୍ତସ୍ରାବ ବାହାର ଲିଙ୍କନାକରୁ ରକ୍ତସ୍ରାବଆମେରିକା

🔥 Trending searches on Wiki ଓଡ଼ିଆ:

ମାଣବସା ଗୁରୁବାରସୌଭାଗ୍ୟ କୁମାର ମିଶ୍ରଅର୍ଥଶାସ୍ତ୍ରଭାରତୀୟ ଜନତା ପାର୍ଟିଚିତ୍ତରଞ୍ଜନ ତ୍ରିପାଠୀଭାରତୀୟ ଜାତୀୟ କଂଗ୍ରେସଇଣ୍ଡୋନେସିଆଓମ'ଙ୍କ ନିୟମଜଗନ୍ନାଥ ପ୍ରସାଦ ଦାସବିଶ୍ୱ ଏଡ୍‌ସ ଦିବସଜୀବସାର ଗଗୌରୀଶଙ୍କର ରାୟସୁଭାଷ ଚନ୍ଦ୍ର ବୋଷଲାଟିନ ଭାଷାପୁଷ୍ଟିସାରରାଧାନାଥ ରାୟଲକ୍ଷ୍ମୀଫେବୃଆରୀଜ୍ଞାନପୀଠ ପୁରସ୍କାରବୀର ସୁରେନ୍ଦ୍ର ସାଏମୁମ୍ବାଇମନମୋହନ ସାମଲରଥଗଡ଼ଜାତ କୃଷକରାମ ନବମୀଭାରତ ସରକାର୦ (ସଂଖ୍ୟା)ରେବତୀ (କ୍ଷୁଦ୍ରଗଳ୍ପ)ଚିଲିକା (ବହୁବିକଳ୍ପ)ସୁଇଜରଲ୍ୟାଣ୍ଡପାଇକ ବିଦ୍ରୋହଶଙ୍କରାଚାର୍ଯ୍ୟଉଦୟନାଥ ଷଡ଼ଙ୍ଗୀଯକୃତ୩୦ ଅପ୍ରେଲତିଳ ଚତୁର୍ଥୀଶ୍ରବଣ ( ରାମାୟଣ ର ଚରିତ୍ର )ପୁରୀକାଶୀ ବିଶ୍ୱନାଥ ମନ୍ଦିରଅଚ୍ୟୁତ ଗୋକୁଳ ନାୟକଆନନ୍ଦ ଶଙ୍କର ଦାସଜଗନ୍ନାଥ ମନ୍ଦିରରାଧାମୋହନ ଗଡ଼ନାୟକସାମାଜିକ ଆନ୍ଦୋଳନସମୟ (କାଳ)ବିଷମ କଟକବ୍ରଜନାଥ ରଥପଖାଳପ୍ରଗତିବାଦୀଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ସବ୍ୟସାଚୀ ମିଶ୍ରନଅଙ୍କ ଦୁର୍ଭିକ୍ଷଧରିତ୍ରୀଜିମି ୱେଲ୍ସ୧୬୬୫ବୈଷ୍ଣବ ପାଣିହେପାଟାଇଟିସ ବିଗୌରହରି ଦାସଭୁବନେଶ୍ୱରଇରା ମହାନ୍ତିମହାନଦୀଲକ୍ଷ୍ମୀକାନ୍ତ ମହାପାତ୍ରବିଶ୍ୱ ମ୍ୟାଲେରିଆ ଦିବସଉତ୍କଳ ସମ୍ମିଳନୀବଉଳକୋଣାର୍କଅଶ୍ରୁମୋଚନ ମହାନ୍ତିଜମ୍ମୁ ତୱି ରେଳ ଷ୍ଟେସନରାଶି ଓ ନକ୍ଷତ୍ରଆନ୍ଧ୍ର ପ୍ରଦେଶଜିନା ସାମଲଯଦୁମଣି ମହାପାତ୍ର🡆 More