ନଭଜୋତ କୌର

ନବଜୋତ କୌର (ଜନ୍ମ ୧୦ ଫେବୃଆରୀ ୧୯୯୦) ଜଣେ ଭାରତୀୟ ମହିଳା କୁସ୍ତି ଖେଳାଳି । ସେ 2014 ମସିହାରେ ଗ୍ଲାସଗୋଠାରେ ହେଇଥିବା କମନୱେଲଥ ଖେଳରେ ଭାଗ ନେଇ 67 କେଜି ବିଭାଗର ଫ୍ରିଷ୍ଟାଇଲ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । l.

ଖେଳ ଜୀବନୀ 

2011 ଏସିୟ କୁସ୍ତି ପ୍ରତିଯୋଗିତା 

ଉଜବେକିସ୍ଥାନ  ଦେଶର ଟାସକେଣ୍ଟଠାରେ ହେଇଥିବା ପ୍ରତିଯୋଗିତାରେ ନାଭାଜୋତ ସେମିଫାଇନାଲ ଯାଏ ପହଞ୍ଚି ମଙ୍ଗୋଲିଆର ପ୍ରତିଯୋଗୀଙ୍କଠାରୁ ହାରି ଯାଇଥିଲେ । କିନ୍ତୁ ତୃତୀୟ ସ୍ଥାନ ପାଇଁ ଲଢେଇ କରି ଚୀନର ପ୍ରତିଦ୍ୱନ୍ଦୀଙ୍କୁ 5-0 ପଏଣ୍ଟରେ  ପରାସ୍ତ କରି ବ୍ରୋଞ୍ଜ ପଦକ ପାଇଥିଲେ ।

2013 ବିଶ୍ୱ କୁସ୍ତି କପ 

ମଙ୍ଗୋଲିଆ ଦେଶର ଉଲାନ ବାଟାରରେ ହେଇଥିବା କୁସ୍ତି ବିଶ୍ୱ କପରେ ସେ ମହିଳା 57 କିଲୋଗ୍ରାମ ବିଭାଗରେ ବ୍ରୋଞ୍ଜ ପଦକ ପାଇ ଦେଶକୁ ଗର୍ବିତ କରିଥିଲେ । .

2013 ଏସୀୟ କୁସ୍ତି ଚମ୍ପିୟାନଶୀପ 

ନୂଆ ଦିଲ୍ଲୀଠାରେ ହେଇଥିବା ଏସୀୟ ମହିଳା କୁସ୍ତି ଚମ୍ପିୟାନଶୀପରେ ସେ ସେମି ଫାଇନାଲରେ ଦକ୍ଷିଣ କୋରିଆର ପ୍ରତିଯୋଗୀଙ୍କୁ 3-1 ପଏଣ୍ଟରେ ହରାଇ ଫାଇନାଲ ପହଞ୍ଚି ଥିଲେ । ମାତ୍ର ଫାଇନାଲରେ ମଙ୍ଗୋଲିଆର ପ୍ରତିଯୋଗୀଙ୍କଠାରୁ ସେ 1-3 ପଏଣ୍ଟରେ ହାରି  ଯାଇଥିଲେ ଓ ରୌପ୍ୟ ପଦକ ପାଇଥିଲେ । .

2014 କମନୱେୟାଲ୍ଥ ଗେମ 

କାନାଡାର ପ୍ରତିଯୋଗୀଙ୍କଠାରୁ ସେ ଏହି ଗେମରେ ସେ ସେମିଫାଇନାଲରେ ହାରି ଯାଇଥିଲେ ମଧ୍ୟ ସ୍କଟଲାଣ୍ଡର ପ୍ରତିଯୋଗୀଙ୍କୁ 4-0ରେ ହରେଇ ବ୍ରୋଞ୍ଜ ପଦକ ପାଇଥିଲେ   ପାଇଥିଲେ । 

 ଭାରତରେ ହେଇଥିବା ପ୍ରୋ- କୁସ୍ତି ଌଗରେ ସେ ବାଙ୍ଗାଲୋର ତରଫରୁ ଭାଗ ନେଇଥିଲେ । 

ପୁନଶ୍ଚ ଦେଖଣା 

ଆଧାର 

Tags:

ନଭଜୋତ କୌର ଖେଳ ଜୀବନୀ ନଭଜୋତ କୌର ପୁନଶ୍ଚ ଦେଖଣା ନଭଜୋତ କୌର ଆଧାର ନଭଜୋତ କୌର

🔥 Trending searches on Wiki ଓଡ଼ିଆ:

ଫୋସିନୋପ୍ରିଲଗୋପାଳକୃଷ୍ଣ ପଟ୍ଟନାୟକବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସରସ୍ୱତୀ ସମ୍ମାନବାମାଚରଣ ମିତ୍ରକାଳୀଚରଣ ପଟ୍ଟନାୟକଓଡ଼ିଶାର ଇତିହାସଆଲୋକଗାଲୁଆଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବଣ୍ଡ (ଅର୍ଥ)ରାଧାନାଥ ରାୟକିଶୋରୀ ଚରଣ ଦାସବୁଧମଟର ସାଇକେଲଜର୍ମାନୀକୋଷ୍ଠକାଠିନ୍ୟଜୟୀ ରାଜଗୁରୁହୃତ୍‌ପିଣ୍ଡଆନନ୍ଦ ଶଙ୍କର ଦାସଦାମୋଦର ରାଉତବିଜ୍ଞାନଜ୍ଞାନକୋଷବିରାଟ କୋହଲୀଧାତୁଉଇକିପିଡ଼ିଆ ସମୂହର ତାଲିକାଭାରତୀୟ ଡାକ ସେବାଜିମି ୱେଲ୍ସଗୀତଗୋବିନ୍ଦସୁନାଭାରତୀୟ ମହାକାଶ ଗବେଷଣା ସଂସ୍ଥାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସମୌଳିକ ସଂଖ୍ୟାପ୍ରତାପରୁଦ୍ର ଦେବଦେବସ୍ନାନ ପୂର୍ଣ୍ଣିମାଆଚାର୍ଯ୍ୟ ହରିହରଖଞ୍ଜଣିଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମନୋରଞ୍ଜନ ଦାସଶ୍ରଦ୍ଧାକର ସୂପକାରରାମଶଙ୍କର ରାୟପ୍ରେମଜଣ୍ଡିସ୍ଶରତ କୁମାର ମହାନ୍ତିପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଲକ୍ଷ୍ମୀକାନ୍ତ ମହାପାତ୍ରକାହ୍ନୁଚରଣ ମହାନ୍ତିରାଧାମୋହନ ଗଡ଼ନାୟକଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଖାରବେଳଓଡ଼ିଆ ଖବରକାଗଜ ତାଲିକାପଥ ଓ ପୃଥିବୀ୭୦୧ଭୁବନେଶ୍ୱର ବେହେରାମାଲକାନଗିରି ଜିଲ୍ଲାକଳସା ଚଉତିଶା୨୭ ଜୁନମହାରାଷ୍ଟ୍ରଭାରତର ନଦୀ ସମୂହର ତାଲିକାଯଶୋବନ୍ତ ଦାସକାଞ୍ଚି ଅଭିଯାନଗୌରହରି ଦାସପ୍ରତିଭା ରାୟସୌଭାଗ୍ୟ କୁମାର ମିଶ୍ରତ୍ରିଭୁଜଓଡ଼ିଶାର କଳାଯୌନ ଉତ୍ପୀଡ଼ନଓଡ଼ିଶା ସରକାରବୈକୁଣ୍ଠନାଥ ପଟ୍ଟନାୟକଭାରତୀୟ ସଂଖ୍ୟା ପ୍ରଣାଳିମାର୍ଚ୍ଚ ୨୧ବୈଜୟନ୍ତ ପଣ୍ଡାଫତୁରାନନ୍ଦ🡆 More