ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକ (୧୬ ଅକ୍ଟୋବର ୧୯୪୬) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି ।

ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକ ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭ ଅବସରରେ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
ନିର୍ବାଚନ ମଣ୍ଡଳୀହିଞ୍ଜିଳି
କାର୍ଯ୍ୟକାଳ
୫ ମାର୍ଚ୍ଚ ୨୦୦୦ – ଏପର୍ଯ୍ୟନ୍ତ
ପୂର୍ବ ଅଧିକାରୀହେମାନନ୍ଦ ବିଶ୍ୱାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-10-16) ୧୬ ଅକ୍ଟୋବର ୧୯୪୬ (ବୟସ ୭୭)
କଟକ, ଓଡ଼ିଶା, ଭାରତ
ଜାତୀୟତାଭାରତ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତି
ୱେବସାଇଟOfficial website
ଓଡ଼ିଶାର ମୁଖ୍ୟମନ୍ତ୍ରୀ
21 May, 2010 ସୁଦ୍ଧା
ଆଧାର: [୧]
ନବୀନ ପଟ୍ଟନାୟକ
୨୦୧୮ ପୁରୁଷ ହକି ବିଶ୍ୱକପ ଉଦଘାଟନ ସମାରୋହରେ ନବୀନ

ଜୀବନ

ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ସେ ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ । ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତିଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନ କରିଥିଲେ ।

ନବୀନ ପଟ୍ଟନାୟକ
ଆଇ.ଆଇ.ଟି. ଭୁବନେଶ୍ୱରରେ ନବୀନ ପଟ୍ଟନାୟକ

ରାଜନୀତିକ ଜୀବନ

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

ଲେଖକ ଜୀବନ

ନବୀନଙ୍କ ଲିଖିତ ତିନୋଟି ବହି ହେଲା:

ପୁରସ୍କାର ଏବଂ ସମ୍ମାନ

ପୁରସ୍କାର

  • ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନବୀନଙ୍କୁ ହକି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ଅବଦାନ ପାଇଁ "ଏଫ.ଆଇ.ଏଚ. ସଭାପତି ପୁରସ୍କାର" ପ୍ରଦାନ କରାଯଇଛି ।

ଆଧାର

ଅଧିକ ତଥ୍ୟ

Tags:

ନବୀନ ପଟ୍ଟନାୟକ ଜୀବନନବୀନ ପଟ୍ଟନାୟକ ରାଜନୀତିକ ଜୀବନନବୀନ ପଟ୍ଟନାୟକ ଲେଖକ ଜୀବନନବୀନ ପଟ୍ଟନାୟକ ପୁରସ୍କାର ଏବଂ ସମ୍ମାନନବୀନ ପଟ୍ଟନାୟକ ଆଧାରନବୀନ ପଟ୍ଟନାୟକ ଅଧିକ ତଥ୍ୟନବୀନ ପଟ୍ଟନାୟକଓଡ଼ିଶାବିଜୁ ଜନତା ଦଳ

🔥 Trending searches on Wiki ଓଡ଼ିଆ:

ତ୍ରିପୁରା ମିଶ୍ରଅଂଶୁପା ହ୍ରଦପୁରୁଷୋତ୍ତମ ଦେବପୂର୍ଣ୍ଣଚ୍ଛେଦଛବିଳ ମଧୁ ବର୍ଣ୍ଣବୋଧପାରମିତା ଶତପଥୀଚିତ୍ତରଞ୍ଜନ ଦାସନରେନ୍ଦ୍ର ମୋଦୀପ୍ରସନ୍ନ କୁମାର ପଣ୍ଡାନୟାଗଡ଼ ଜିଲ୍ଲାହେପାଟାଇଟିସକୁଞ୍ଜବିହାରୀ ଦାଶମଦର ଟେରେସାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାତୁଳସୀ ଗଛବିଜୁ ଜନତା ଦଳଶ୍ୱେତସାରମୋନିକା ସେଲ୍ସଭାରତର ସଂସଦଜାପାନ ସାଗରଗିରିଜା କୁମାର ବଳୀୟାରସିଂହପ୍ରତୀକ୍ଷାରାସାୟନିକ ମୌଳିକଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପମନୋଜ ଦାସଗର୍ଭାଶୟ ଅନ୍ତଃସ୍ତର କର୍କଟସତ୍ୟନାରାୟଣ ରାଜଗୁରୁରାମଚନ୍ଦ୍ର ବେହେରାକଳାହାଣ୍ଡି ଜିଲ୍ଲାଶ୍ରବଣା (ନକ୍ଷତ୍ର)ଜଗନ୍ନାଥଙ୍କ ବେଶବିରିୟାନୀଛାୟାପଥରାୟଗଡ଼ା ଜିଲ୍ଲାତାଳଧ୍ୱଜମହେନ୍ଦ୍ର ସିଂହ ଧୋନିସୁଭାଷ ଚନ୍ଦ୍ର ବୋଷସରଳା ଦେବୀସୌଭାଗ୍ୟ କୁମାର ମିଶ୍ରପଖାଳଦାସକାଠିଆସମୟ (କାଳ)ସତୀ (ହିନ୍ଦୁ ଦେବୀ)ବାଇଶି ପାହାଚହମିଦା ବାନୁ ବେଗମଶ୍ରାଦ୍ଧଗିରିଧର ଗମାଙ୍ଗପଖିଆଓଡ଼ିଶା ବିଧାନ ସଭାଜୀବସାର ଗଓଡ଼ିଆ ସାହିତ୍ୟଧାତୁରାଧାମୋହନ ଗଡ଼ନାୟକଦୁର୍ଗା ପୂଜାଭୀମ ଭୋଇଶତ୍ରୁଘ୍ନ ପାଣ୍ଡବକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗ୍ରହପ୍ରଗତିବାଦୀସୂର୍ଯ୍ୟବଂଶୀ ସୂରଜଫସ୍‌ଫରସକାଳୀଚରଣ ପଟ୍ଟନାୟକଅଚ୍ୟୁତାନନ୍ଦ ଦାସନେଲସନ ମଣ୍ଡେଲାଜଗନ୍ନାଥଙ୍କ ଧୂପଶାସ୍ତି🡆 More