ନବକୁମାରୀ ଦେବୀ: ଓଡ଼ିଆ ରାଜନୀତିଜ୍ଞା

ନବକୁମାରୀ ଦେବୀ (ଜନ୍ମ: ୧ ଜାନୁଆରୀ ୧୯୨୦) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନବକୁମାରୀ ଦେବୀ
ନବକୁମାରୀ ଦେବୀ: ଓଡ଼ିଆ ରାଜନୀତିଜ୍ଞା
ବିଧାୟିକା: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀକିଶୋର ଚନ୍ଦ୍ର ଦେଓ
ନିର୍ବାଚନ ମଣ୍ଡଳୀକାଶୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-01-01)୧ ଜାନୁଆରୀ ୧୯୨୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରୁଦ୍ରପ୍ରତାପ ସିଂହଦେଓ
ବାପା/ବୋଉରାଣା ହସ୍ତାବୀର ଜଙ୍ଗ ବାହାଦୁର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ନବକୁମାରୀ ଦେବୀ ୧୯୨୦ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଣା ହସ୍ତାବୀର ଜଙ୍ଗ ବାହାଦୁର ଓ ପତିଙ୍କ ନାମ ରୁଦ୍ରପ୍ରତାପ ସିଂହଦେଓ ।

ରାଜନୈତିକ ଜୀବନ

ନବକୁମାରୀ ଦେବୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।

୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ କାଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୩୦୯ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବୀଣାପାଣି ଦେବୀଙ୍କୁ ୨୧୫୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସମୁଦାୟ ୧୦ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ଏବଂ ନବକୁମାରୀଙ୍କ ସମେତ ସମୁଦାୟ ଚାରି ଜଣ ହିଁ ନିର୍ବାଚିତ ହୋଇଥିଲେ ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ବିଭୂତି ଭୂଷଣ ପ୍ରଧାନବିଜୟ ମିଶ୍ରଲକ୍ଷ୍ମଣ ମିଶ୍ରଯୁକ୍ତରାଜ୍ୟହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାପ୍ଲୀହାଦୀନକୃଷ୍ଣ ଦାସହନୁମାନ ଜୟନ୍ତୀପରମାନନ୍ଦ ଆଚାର୍ଯ୍ୟଇଣ୍ଡୋନେସିଆଦିବ୍ୟସିଂହ ଦେବବେଲ ପଣାଭାରତୀୟ ସମ୍ବିଧାନଭଦଭଦଳିଆଶୈଳବାଳା ଦାସସମ୍ବଲପୁରୀ ଭାଷାମାଣବସା ଗୁରୁବାରପଖାଳଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଜନ ବୀମସସ୍ୱାମୀ ବିବେକାନନ୍ଦତାରିଣୀ ମନ୍ଦିର, ଘଟଗାଁକ୍ୟୁ. ଆର. କୋଡ଼ଆଶୁତୋଷ ପରିଡ଼ାଅମୃତ ଫଳଲକ୍ଷ୍ମୀ ପୁରାଣସରଳା ଦେବୀଅର୍ଥଶାସ୍ତ୍ରପାର୍କିନ୍‌ସନ୍ ରୋଗଶ୍ରୀନିବାସ ରାମାନୁଜନଭକ୍ତ ଚରଣ ଦାସପକ୍ଷୀଜୁଲିଅସ ସିଜରରାଜା ରାମମୋହନ ରାୟକୁକୁରଭାରତର ପ୍ରଧାନମନ୍ତ୍ରୀଶିଖରଚଣ୍ଡୀସାରଳା ଦାସ୨୧ବୈଷ୍ଣବ ଚରଣ ପଟ୍ଟନାୟକକେଳୁଚରଣ ମହାପାତ୍ରନନ୍ଦ କିଶୋର ବଳଜୟୀ ରାଜଗୁରୁହୃଷୀକେଶ ପଣ୍ଡାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଅଂଶୁଘାତଧର୍ମଗଡ଼ଅଟିଜିମ୍‌ଶବ୍ଦ (ଧ୍ୱନି)ପଞ୍ଚକନ୍ୟାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବିଜ୍ଞାନଟାଟା ମୋଟରସସଂସ୍କୃତ ଭାଗବତହରେକୃଷ୍ଣ ମହତାବଅଳତାବିଶ୍ୱତାପନଉପେନ୍ଦ୍ର କିଶୋର ଦାସଖୋର୍ଦ୍ଧାରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାସୌଭାଗ୍ୟ କୁମାର ମିଶ୍ରବୌଦ୍ଧ ଧର୍ମଚିତ୍ରା (ନକ୍ଷତ୍ର)ଶଙ୍ଖଜ୍ଞାନୀ ଦେବାଶିଷ ମିଶ୍ରଟାଇଫଏଡ🡆 More