ଧୀରେନ୍ଦ୍ର ନାଥ ମଲ୍ଲିକ

ଧୀରେନ୍ଦ୍ର ନାଥ ମଲ୍ଲିକ ( (listen)) (ଜନ୍ମ: ୧୯ ଜୁଲାଇ ୧୯୫୩; ଅନ୍ୟନାମ: ଧୀର ମଲ୍ଲିକ), ଜଣେ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ । ସେ ଭୁବନେଶ୍ୱରର ଜଣାଶୁଣା ନାଟ୍ୟସଂସ୍ଥା ଶତାବ୍ଦୀର କଳାକାରର ପ୍ରତିଷ୍ଠାତା ଓ ବର୍ତ୍ତମାନ ଓଡ଼ିଶା ନାଟ୍ୟ ସଂଘର ସଭାପତି ଭାବରେ କାର୍ଯ୍ୟରତ ।

ଧୀର ମଲ୍ଲିକ
Dhirendranath Mallick
୨୦୨୩ ମସିହାରେ ଭଦ୍ରକରେ ଅପୂର୍ବ ରଞ୍ଜନ ରାୟଙ୍କ ୭ମ ଶ୍ରାଦ୍ଧ ଦିବସ ପାଳନ ବେଳେ ଧୀରେନ୍ଦ୍ର ନାଥ ମଲ୍ଲିକ ।
ଜନ୍ମ (1952-07-19) ୧୯ ଜୁଲାଇ ୧୯୫୨ (ବୟସ ୭୧)
ଭଦ୍ରକ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା ଓ ନିର୍ଦ୍ଦେଶକ
ଚାକିରିକ୍ଷେତ୍ରଭାରତୀୟ ରିଜର୍ଭ ବ୍ୟାଙ୍କ
ଶତାବ୍ଦୀର କଳାକାର
ବୈବାହିକ-ସାଥୀମନୀଦୀପା ମଲ୍ଲିକ
ସନ୍ତାନଆଲୋକ ଅଗ୍ନିବେଶ, ଉଜ୍ଜ୍ୱଳ ଉପବେଶ
ପିତାମାତା(s)ଗୟାଧର ମଲ୍ଲିକ, ସାଗରବାଳା ମଲ୍ଲିକ

ଧୀର ମଲ୍ଲିକଙ୍କୁ ନାଟ୍ୟକଳା ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ଆଖଣ୍ଡଳମଣୀ ଯାତ୍ରାଦଳ ପରିବାରରେ ଥିଲା ଓ ବାପା, ଭାଇ ସମସ୍ତେ ନାଟକ ସହିତ ଜଡ଼ିତ ଥିଲେ । ୧୯୬୧ ମସିହାରେ, ମାତ୍ର ୯ ବର୍ଷ ବୟସରେ, ସେ "କଂସା କବାଟ" ନାଟକରୁ ଅଭିନୟ ଆରମ୍ଭ କରିଥିଲେ । କଲେଜରେ ଡ୍ରାମାଟିକ ସମ୍ପାଦକ ଥିବା ଧୀରେନ୍ଦ୍ରନାଥ, ୧୯୭୩ ମସିହାରେ ରିଜର୍ଭ ବ୍ୟାଙ୍କରେ ଚାକରି ଆରମ୍ଭ କରିଥିଲେ । ୧୯୭୫ ମସିହାରେ, ଅଭିନୟ ଶିକ୍ଷା ଉଦ୍ଦେଶ୍ୟରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ୧୯୭୬ ମସିହାରେ, ସେ 'ଶତାବ୍ଦୀର କଳାକାର' ନାଟ୍ୟସଂସ୍ଥା ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିଥିଲେ । ୧୯୮୮ ମସିହାରେ, ସେ "ଓଡ଼ିଶା ନାଟ୍ୟ ସଂଘ"ର ପ୍ରଥମ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ଏହାର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ।

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର(୨୦୦୯-୨୦୧୦)

ଆଧାର

Tags:

About this soundLL-Q33810 (ori)-Sangram Keshari Senapati (Ssgapu22)-ଧୀରେନ୍ଦ୍ର ନାଥ ମଲ୍ଲିକ.wavଶତାବ୍ଦୀର କଳାକାରସହଯୋଗ:IPA/Odia

🔥 Trending searches on Wiki ଓଡ଼ିଆ:

ଜ୍ୟୋତିର୍ଲିଙ୍ଗଚାଣକ୍ୟକାଞ୍ଚି ଅଭିଯାନପଠାଣି ସାମନ୍ତଦଗ୍ଧନଅଙ୍କ ଦୁର୍ଭିକ୍ଷରସଗୋଲାରତ୍ନାକର ଚଇନି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନସୁରେନ୍ଦ୍ର ମହାନ୍ତିc3bn4କଳସା ଚଉତିଶାଭାରତୀୟ ସଂଖ୍ୟା ପ୍ରଣାଳିଅକ୍ଷୟ ତୃତୀୟାଡାକ ମୁନସୀଟ୍ରାପିଜିଅମହନୁମାନ ଚାଳିଶାରବର୍ଟ ହିଲ୍କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୨୦୦୬ଓଡ଼ିଶା ବିଧାନ ସଭାବର୍ଷା ପ୍ରିୟଦର୍ଶିନୀଓଡ଼ିଆ ରାମାୟଣପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ବୈଜୟନ୍ତ ପଣ୍ଡାଯୁକ୍ତରାଜ୍ୟଆଶୁତୋଷ ପରିଡ଼ାଆନନ୍ଦ ଶଙ୍କର ଦାସଉତ୍କଳ ବିଶ୍ୱବିଦ୍ୟାଳୟନୀଳକଣ୍ଠ ଦାସପରୀକ୍ଷାମଧୁସୂଦନ ଦାସଅପରେଟିଙ୍ଗ ସିଷ୍ଟମବିନୋଦ ଚନ୍ଦ୍ର ନାୟକହନୁମାନ ବାଟିକାରାଧାନାଥ ରାୟକୁନ୍ତଳା କୁମାରୀ ସାବତwiki.phtmlମଇ ଦିବସଦାସିଆ ବାଉରୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶିଶୁ ଅନନ୍ତ ଦାସଅଭିରାମ ପରମହଂସଓଡ଼ିଶାର ସଂସ୍କୃତିରମାକାନ୍ତ ରଥଭଣ୍ଡ ଗଣେଶଅଂଶୁଘାତକାଶୀ ବିଶ୍ୱନାଥ ମନ୍ଦିରଦେବୁ ବୋଷମାଟିର ମଣିଷବାରବାଟି ଦୁର୍ଗ୧ମ ଓଡ଼ିଶା ବିଧାନ ସଭାଅଭିମନ୍ୟୁ ସାମନ୍ତସିଂହାରକାହ୍ନୁଚରଣ ମହାନ୍ତିହରିପ୍ରସାଦ ଚୌରାଶିଆମହମ୍ମଦ ମୋକିମ୍ହୃତ୍‌ପିଣ୍ଡ୨୯ ମାର୍ଚ୍ଚଓଡ଼ିଶାର ମାପ ବ୍ୟବସ୍ଥାଚୁଡ଼ାସତ୍ୟନାରାୟଣ ରାଜଗୁରୁଆଲୋକଭକ୍ତ ଚରଣ ଦାସ (ରାଜନେତା)ମହାପାତ୍ର ନୀଳମଣି ସାହୁଲସିସ୍ତନସେଇ ଝିଅଟିବିଦ୍ୟାଳୟବିଜୁ ପଟ୍ଟନାୟକ🡆 More