ତୋ ପ୍ରେମରେ ପଡ଼ିଲା ପରେ: ୨୦୧୭ର ଓଡ଼ିଆ କଥାଚିତ୍ର

ତୋ ପ୍ରେମରେ ପଡ଼ିଲା ପରେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ । ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସରୋଜ କାନ୍ତ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୋ ପ୍ରେମରେ ପଡ଼ିଲା ପରେ
ନିର୍ଦ୍ଦେଶକସରୋଜ କାନ୍ତ
ପ୍ରଯୋଜକଚିନ୍ମୟୀ ପ୍ରିୟଦର୍ଶିନୀ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟସରୋଜ କାନ୍ତ
କାହାଣୀପ୍ରସନ୍ନ କୁମାର ପାଟ୍ଟଶାଣୀ
କଳାକାରଦେବରାଜ
ଚିନ୍ମୟୀ
ପ୍ରଲୀପ୍ତା
ମୁନ୍ନା ଖାନ୍
ପୁଷ୍ପା ପଣ୍ଡା
ପ୍ରଜ୍ଞା ଖଟୁଆ
ଜୀବନ ପଣ୍ଡା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଲକ୍ଷ୍ମଣ ଯାଦବ
ମୁକ୍ତିଲାଭ ତାରିଖ
୨୪ ନଭେମ୍ବର ୨୦୧୭
ଦେଶତୋ ପ୍ରେମରେ ପଡ଼ିଲା ପରେ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବରାଜ ଏବଂ ଚିନ୍ମୟୀ ପ୍ରିୟଦର୍ଶିନୀ । ଦେବରାଜ ଏବଂ ଚିନ୍ମୟୀ ଉଭୟ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ପ୍ରଲିପ୍ତା, ମୁନ୍ନା ଖାନ୍, ପୂଜା, ସସ୍ମିତା ପଣ୍ଡା, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା, ଅସୀତ ପତି, ଧିରେନ ମିତ୍ର, କୁନି ପଣ୍ଡା, ମନିଷା ମିଶ୍ର, ଆଶିଷ ସେନ୍ଦ୍ରେ, ଅଞ୍ଜନା ଦାଶ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ବିଦୁସ୍ମିତା ଏହି କଥାଚିତ୍ରଟିରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ପ୍ରସନ୍ନ କୁମାର ପାଟ୍ଟଶାଣୀ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଆଶୁତୋଷ, ଜୟନ୍ତ ଦାସ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ତପୁ ମିଶ୍ର, ସତ୍ୟଜିତ, ଅସୀମା ପଣ୍ଡା, ସଞ୍ଜୁ, ବୈଦ୍ୟନାଥ ଆଦି ଗାୟକମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ହାର୍ଟ ମୋର ଡୁବା" 
2."ମୋ ବେଲୁନ୍ ଗଲା ଫାଟି" 
3."କମ୍ ଅନ୍ ବେବି" 
4."ତୋ ପ୍ରେମରେ ପଡ଼ିଲା ପରେ" 

ଆଧାର

ବାହାର ଆଧାର

Tags:

ତୋ ପ୍ରେମରେ ପଡ଼ିଲା ପରେ ଅଭିନୟତୋ ପ୍ରେମରେ ପଡ଼ିଲା ପରେ କାହାଣୀତୋ ପ୍ରେମରେ ପଡ଼ିଲା ପରେ ଗୀତ ଏବଂ ସଙ୍ଗୀତତୋ ପ୍ରେମରେ ପଡ଼ିଲା ପରେ ଆଧାରତୋ ପ୍ରେମରେ ପଡ଼ିଲା ପରେ ବାହାର ଆଧାରତୋ ପ୍ରେମରେ ପଡ଼ିଲା ପରେ

🔥 Trending searches on Wiki ଓଡ଼ିଆ:

୦ (ସଂଖ୍ୟା)ବୈଜୟନ୍ତ ପଣ୍ଡାବ୍ୟଞ୍ଜନ ବର୍ଣ୍ଣଗୋଦାବରୀଶ ମହାପାତ୍ରମୌଳିକ ସଂଖ୍ୟାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭାଷାଅକ୍ଷାଂଶଶ୍ରଦ୍ଧାକର ସୂପକାରକବାଟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସବ୍ୟସାଚୀ ମିଶ୍ରମାଟିର ମଣିଷପୁରୀଧରିତ୍ରୀ (ଖବରକାଗଜ)ଅନନ୍ତ ପଟ୍ଟନାୟକସ୍ତନଛାନ୍ଦଭାରତ ସରକାରବଳଦେବଜୀଉ ମନ୍ଦିରନବକଳେବରମନୋଜ କୁମାର ମିଶ୍ରମୁକୁନ୍ଦ ଦେବଗାଲୁଆvji40ଅଂଶୁପା ହ୍ରଦଆଜାଦ ହିନ୍ଦ୍ ଫୌଜନବୀନ ପଟ୍ଟନାୟକଶ୍ରବଣା (ନକ୍ଷତ୍ର)ମଙ୍ଗଳା ମନ୍ଦିରବୀର ସୁରେନ୍ଦ୍ର ସାଏଜଳଯୌନ ଉତ୍ପୀଡ଼ନକୁଞ୍ଜବିହାରୀ ଦାଶବିଷମ କଟକରାଧାମୋହନ ଗଡ଼ନାୟକଫସ୍‌ଫରସକାଞ୍ଚି ଅଭିଯାନଭୃସଙ୍ଗ ଗଛଯୌନ ସମ୍ଭୋଗବଉଳରଥଯାତ୍ରାଟାହିଆଲାଗି ବେଶଜିନା ସାମଲଆଣ୍ଡାମାନ ସାଗରକଳାପାହାଡ଼ସରସ୍ୱତୀ ସମ୍ମାନରାସାୟନିକ ମୌଳିକମୟୂରଶତ୍ରୁଘ୍ନ ପାଣ୍ଡବଚୁଡ଼ାଓ ଅନ୍ଧଗଳି୧୭ ଫେବୃଆରୀଗୋପାଳ ଚନ୍ଦ୍ର ପ୍ରହରାଜଶ୍ୱେତସାରମାସ୨୫ ଅପ୍ରେଲସତ୍ୟନାରାୟଣ ରାଜଗୁରୁ୧୮ ଅକ୍ଟୋବରଅଗ୍ନ୍ୟାଶୟ ଅକ୍ଷମତାଭଣ୍ଡ ଗଣେଶଭୂଗୋଳଗୋବିନ୍ଦ ତ୍ରିପାଠୀବୃହସ୍ପତିଭାରତୀୟ ଜାତୀୟ କଂଗ୍ରେସଶୈଳବାଳା ଦାସକାଗଜକଟକ ଜିଲ୍ଲା୧୯୮୪ବଡ଼ ଏରା🡆 More