ତୋ ଆଖି ମୋ ଆଇନା: ୧୯୯୯ର ଓଡ଼ିଆ କଥାଚିତ୍ର

ତୋ ଆଖି ମୋ ଆଇନା, ୧୯୯୯ ମସିହାରେ ମୁକ୍ତିଲାଭ କରଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୁଣ ସାହୁ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୋ ଆଖି ମୋ ଆଇନା
ନିର୍ଦ୍ଦେଶକସଂଗ୍ରାମ ବିଶ୍ୱାଳ
ପ୍ରଯୋଜକଅରୁଣ ସାହୁ
ଚିତ୍ରନାଟ୍ୟସଂଗ୍ରାମ ବିଶ୍ୱାଳ
କାହାଣୀସଂଗ୍ରାମ ବିଶ୍ୱାଳ
କଳାକାରସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମାମା ମିଶ୍ର, ବିଜୟ ମହାନ୍ତି
ସଙ୍ଗୀତଦୀପକ କୁମାର
ଚିତ୍ରଗ୍ରହଣରଞ୍ଜନ
ମୁକ୍ତିଲାଭ ତାରିଖ
୧୯୯୯
ଦେଶତୋ ଆଖି ମୋ ଆଇନା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର ଜ୍ୟୋତି ମିଶ୍ର ମାମା ମିଶ୍ର ବିଜୟ ମହାନ୍ତି ପିଣ୍ଟୁ ନନ୍ଦ ସରୋଜ ଦାସ ହରିହର ମହାପାତ୍ର କୈଳାଶ ମହାରଣା ଉତ୍ତମ ମହାନ୍ତି ଆଦିକାନ୍ତ ରାଉତ ଦୀପା ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାରଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ସୁନିଧୀ ଚୌହାନ, ପାମେଲା ଜୈନ, ସୋନୁ ନିଗମ, ଶିବା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ତୋ ଆଖି ମୋ ଆଇନା ଅଭିନୟତୋ ଆଖି ମୋ ଆଇନା କାହାଣୀତୋ ଆଖି ମୋ ଆଇନା ଗୀତ ଏବଂ ସଙ୍ଗୀତତୋ ଆଖି ମୋ ଆଇନା ଆଧାରତୋ ଆଖି ମୋ ଆଇନା ବାହାର ଆଧାରତୋ ଆଖି ମୋ ଆଇନା

🔥 Trending searches on Wiki ଓଡ଼ିଆ:

କୋଷ୍ଠକାଠିନ୍ୟଚିଲିକା (ବହୁବିକଳ୍ପ)ଭକ୍ତ ଚରଣ ଦାସକୃଷ୍ଣଦେବସ୍ନାନ ପୂର୍ଣ୍ଣିମାରାମଶଙ୍କର ରାୟମହାପାତ୍ର ନୀଳମଣି ସାହୁଧରିତ୍ରୀସୀତାକାନ୍ତ ମହାପାତ୍ରଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରୋହିତ ଶର୍ମାରାଜାରାଣୀ ମନ୍ଦିରତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଜଗନ୍ନାଥଙ୍କ ବେଶକୋଳିଇଂଲଣ୍ଡରେବତୀ (କ୍ଷୁଦ୍ରଗଳ୍ପ)ନଅତୁଣ୍ଡୀସତୀ (ହିନ୍ଦୁ ଦେବୀ)ସମ୍ବଲପୁର ଜିଲ୍ଲାଶାସ୍ତିତପସ୍ୱିନୀଅକ୍ଷାଂଶମନୋରଞ୍ଜନ ଦାସଗୋପୀନାଥ ମହାନ୍ତି୧୯୮୪କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକବିସୂର୍ଯ୍ୟ ବଳଦେବ ରଥରାମଚନ୍ଦ୍ର ମିଶ୍ରସମୀର ରଞ୍ଜନ ଦାଶ୨୮ ଫେବୃଆରୀନନ୍ଦନକାନନ ଜୀବ ଉଦ୍ୟାନମନୋଜ ଦାସଲଣ୍ଡନସୋନପୁର ରାଜ୍ୟଚାଟ୍ ଜିପିଟିବେଣୁଧର ରାଉତମୁମ୍ବାଇସରୋଜିନୀ ସାହୁ୧ମ ଓଡ଼ିଶା ବିଧାନ ସଭାବିସ୍ଥାପିତ କାନ୍ଧ ଗଣ୍ଠିନନ୍ଦିନୀ ଶତପଥୀଦୁର୍ଗା ପୂଜାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭୂମିକମ୍ପ୧୦୫୪ଜମ୍ମୁ ତୱି ରେଳ ଷ୍ଟେସନକମ୍ପ୍ୟୁଟରଦୀନକୃଷ୍ଣ ଦାସବେଦvji40ଭଦ୍ରକରସଗୋଲା୨୭ ଜୁନଉତ୍ତମ ମହାନ୍ତିଅନ୍ନଦା ଶଙ୍କର ରାୟବ୍ରାଉଜରଗଙ୍ଗାଧର ମେହେରପାରାଦୀପ ବନ୍ଦରଦୀପା ସାହୁ (୧୯୮୫ ଜନ୍ମ)କୃଷ୍ଣପ୍ରସାଦ ମିଶ୍ର୨୧ରବର୍ଟ ହିଲ୍ରାଧାନାଥ ରାୟକଟକଜର୍ମାନୀପାର୍ବତୀଲକ୍ଷ୍ମୀନାରାୟଣ ସାହୁବେଲ🡆 More