ତାରକାସୁର

ତାରକାସୁର, (Sanskrit: तारकासुर) ଏକ ପ୍ରବଳ ପରାକ୍ରମୀ ରାକ୍ଷସ ଥିଲା । ସେ ବଜ୍ରାନକଙ୍କ ପୁତ୍ର ଥିବା କଥା ହିନ୍ଦୁ ବିଶ୍ୱାସରେ ରହିଛି । ତାରକାସୁର ବାରମ୍ବାର ଦେବତାଗଣଙ୍କୁ ଯୁଦ୍ଧରେ ପରାସ୍ତ କରି ସ୍ୱର୍ଗକୁ ଧ୍ୱଂଶ ହେବାର ଅବସ୍ଥାକୁ ନେଇ ଆସିଥିଲା । ସେ ଘୋର ତପସ୍ୟା କରି ମହାଦେବ ଶିବଙ୍କଠାରୁ ବର ପ୍ରାପ୍ତ ହେଇଥିଲା ଯେ ସେ କେବଳ ମାତ୍ର ଶିବଙ୍କ ପୁତ୍ର ହାତରେ ମୃତ୍ୟୁ ବରଣ କରିପାରିବ ।  ଏଣେ ଶିବ ମହାଯୋଗୀ ହେଇଥିବାରୁ ବିବାହ କରିବାକୁ ମନ ବଳଉନଥିଲେ । ତେଣୁ ଦେବତାମାନେ କାମଦେବଙ୍କୁ ମନେଇ ଶିବଙ୍କ ମନରେ ପ୍ରେମଭାବ ଉଦ୍ରେକ କରେଇଲେ । କାମ ଦେବ ଶିବ ଧ୍ୟାନମଗ୍ନ ଅବସ୍ଥାରେ ଥିବା ସ୍ଥଳକୁ ଯାଇ ସେଠାରେ କୁତ୍ରିମ ବସନ୍ତର ଆଗମନ କରେଇ ଶିବଙ୍କ ଧ୍ୟାନ ଭଙ୍ଗ କରିବାରୁ ଶିବ ଉଠିପଡି ତାଙ୍କ କ୍ରୋଧିତ ନୟନର ଅଗ୍ନିର ରଶ୍ମିଦ୍ୱାରା କାମଦେବଙ୍କୁ  ଦଗ୍ଧ କରିଦେଲେ । ତେବେ ପାର୍ବତୀ ଶିବଙ୍କ ପ୍ରଥମ ପତ୍ନୀ ଥିଲେ ଓ ତାଙ୍କର ଔରସରୁ କାର୍ତ୍ତିକେୟଙ୍କ ସୃଷ୍ଟି ହେଇଥିଲା ।

ସାହିତ୍ୟିକ ଆଧାର

ଏହି କାହାଣୀ ଉପରେ କାଳିଦାସଙ୍କ  ମହାକାବ୍ୟ " କୁମାରସମ୍ଭବ " ( କାର୍ତ୍ତିକେୟଙ୍କ ଜନ୍ମ )ପର୍ଯ୍ୟବସିତ ହୋଇଛି । ବାସ୍ଫିଭୂତ ଆତ୍ମା ମୁକ୍ତ ବାବାରେ ବିଚରଣ କରୁଥିବା କଥନ ୧୬ ଶ ଶତାବ୍ଦୀର ବୈଷ୍ଣବମାନଙ୍କଦ୍ୱାରା ବିଶ୍ୱାସ କରାଯାଉଥିଲା । ସେମାନଙ୍କ ବିଶ୍ୱାସ ଯେ ତାହା ବାସୁଦେବ ଭାବରେ ପୁନଃ ଜନ୍ମ ଲାଭ କରିଥିଲା । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ କବିତାରେ ତାହା ବିଷୟବସ୍ତୁ ହିସାବରେ ଥିଲା । 

ଆଧାର 

Tags:

କାମଦେବକାର୍ତ୍ତିକେୟପାର୍ବତୀଶିବହିନ୍ଦୁ

🔥 Trending searches on Wiki ଓଡ଼ିଆ:

ମଙ୍ଗଳୁ ଚରଣ ବିଶ୍ୱାଳପୁରୁଷୋତ୍ତମ ଦେବଡାଲମାହୃଷୀକେଶ ପଣ୍ଡାକାଞ୍ଚି ଅଭିଯାନବନ୍ଦେ ଉତ୍କଳ ଜନନୀପୁଷ୍ଟିସାରଓଡ଼ିଶା ସରକାରମହୁଦାମୋଦର ରାଉତବଳବ୍ରାଉଜରଇତିହାସବ୍ରଜନାଥ ରଥନଇ ଆରପାରି୨୧ଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)୭ (ସଂଖ୍ୟା)ରାମାବତାରମ୍ବିଜୁ ପଟ୍ଟନାୟକଭାରତୀୟ ଜନତା ପାର୍ଟିୟୁ ଟ୍ୟୁବଜୁନମଟର ସାଇକେଲଜର୍ମାନୀସତ୍ୟବାଦୀ ବନ ବିଦ୍ୟାଳୟଯୌନ ସମ୍ଭୋଗଫେବୃଆରୀବୁଧମହେନ୍ଦ୍ର ସିଂହ ଧୋନିବିସ୍ଥାପିତ କାନ୍ଧ ଗଣ୍ଠିଓଡ଼ିଆ ସାହିତ୍ୟଜୟଦେବଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଶାର ଲୋକନୃତ୍ୟନବୀନ ପଟ୍ଟନାୟକବଣଭୋଜି ବେଶସତ୍ୟେନ୍ଦ୍ର ନାଥ ବୋଷବନ୍ୟାଆଲୋକ୧୭୪୬ଶ୍ରୀନିବାସ ରାମାନୁଜନରାସାୟନିକ ମୌଳିକc3bn4ଲିଙ୍ଗରାଜ ମନ୍ଦିରଗର୍ଭାଶୟ ଅନ୍ତଃସ୍ତର କର୍କଟମାଛଗର୍ଭାବସ୍ଥାମହାନଦୀବିଜୁ ଜନତା ଦଳଉତ୍କଳ ବିଶ୍ୱବିଦ୍ୟାଳୟବିଦ୍ୟୁତପ୍ରଭା ଦେବୀଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଗୋପାଳ ଚନ୍ଦ୍ର ପ୍ରହରାଜରାୟଗଡ଼ା ଜିଲ୍ଲାକଳସା ଚଉତିଶାକୋଚିଲାସିଦ୍ଧାନ୍ତ ମହାପାତ୍ରଚିଲିକା ହ୍ରଦବିଶ୍ୱତାପନସତ୍ୟନାରାୟଣ ରାଜଗୁରୁଗର୍ଭାଶୟ କର୍କଟସୌରୀନ୍ଦ୍ର ବାରିକସାରଥୀ ବାବାଦେବସ୍ନାନ ପୂର୍ଣ୍ଣିମାପ୍ରଥମ ଭାସ୍କରସମ୍ବଲପୁରଶିଶୁ ଅନନ୍ତ ଦାସ🡆 More