ଟାମସୁଲୋସିନ: ଯୌଗିକ ରାସାୟନିକ ପଦାର୍ଥ

ଟାମସୁଲୋସିନ (ଇଂରାଜୀ ଭାଷାରେ Tamsulosin, ଏକ ବିକ୍ରୟ ନାମ ଫ୍ଲୋମାକ୍ସ/ Flomax) ଏକ ଔଷଧ ଯାହା ଲକ୍ଷଣ‌ଯୁକ୍ତ ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (benign prostatic hyperplasia/ BPH), କ୍ରନିକ ପ୍ରୋସ୍ଟାଟାଇଟିସ (chronic prostatitis) ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ଓ ବୃକ୍‌କ ପଥର (kidney stones) ବାହାରିଯିବାରେ ସାହାଯ୍ୟ କରେ । ବଡ଼ ଆକାରର ବୃକ୍‌କ ପଥର ହୋଇଥିଲେ ଅଧିକ ଉପକାର ମିଳେ । ଏହି ଔଷଧକୁ ପାଟିରେ ଦିଆଯାଏ ।

ଟାମସୁଲୋସିନ
ଟାମସୁଲୋସିନ: ଯୌଗିକ ରାସାୟନିକ ପଦାର୍ଥ
ଟାମସୁଲୋସିନ: ଯୌଗିକ ରାସାୟନିକ ପଦାର୍ଥ
Clinical data
Pronunciation/tæmˈsləsən/
Trade namesFlomax, others
AHFS/Drugs.commonograph
MedlinePlusa698012
data
Pregnancy
category
  • AU: B2
  • US: B (No risk in non-human studies)
Routes of
administration
By mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability100% (by mouth)
MetabolismLiver
Elimination half-life9–13 hours
Excretion76% Kidney
Identifiers
IUPAC name
  • (R)-5-(2-{[2-(2-Ethoxyphenoxy)ethyl]amino}propyl)-2-methoxybenzene-1-sulfonamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.109.780 Edit this at Wikidata
Chemical and physical data
FormulaC20H28N2O5S
Molar mass408.51
3D model (JSmol)
SMILES
  • CCOc1ccccc1OCCN[C@@H](C)Cc1ccc(OC)c(c1)S(=O)(=O)N
InChI
  • InChI=1S/C20H28N2O5S/c1-4-26-17-7-5-6-8-18(17)27-12-11-22-15(2)13-16-9-10-19(25-3)20(14-16)28(21,23)24/h5-10,14-15,22H,4,11-13H2,1-3H3,(H2,21,23,24)/t15-/m1/s1 checkY
  • Key:DRHKJLXJIQTDTD-OAHLLOKOSA-N checkY
  (verify)

ଟାମସୁଲୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା, ନିଦ୍ରାଳୁ ଭାବ, ଅଇ, ଝାପସା ଦୃଷ୍ଟି, ଓ ଯୌନ ସମସ୍ୟା ହୋଇପାରେ । ଠିଆ ହେଲେ ମୁଣ୍ଡ ହାଲୁକା ଲାଗେ (feeling lightheaded with standing) ଓ ଆଞ୍ଜିଓଇଡିମା (angioedema) ମଧ୍ୟ ହୋଇପାରେ । ଟାମସୁଲୋସିନ ଏକ ଆଲଫା ବ୍ଲକର (alpha blocker) ଓ ଏହା ପ୍ରୋସ୍ଟେଟର ମାଂସପେଶୀକୁ ଶିଥିଳ କରିଦିଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଏକ ଆଲଫା-୧ ଆଡ୍ରେନର୍ଜିକ ରିସେପ୍ଟର (α1 adrenergic receptor) ବ୍ଲକର ।

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଟାମସୁଲୋସିନ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଟାମସୁଲୋସିନର ଏକ ଡୋଜର ହୋଲସେଲ ମୂଲ୍ୟ ୦.୧୦ ଡଲାରରୁ କମ୍ । ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରରେ ଆଇଏନଏଚ (NHS) ଏହାର ମୂଲ୍ୟ ବାବଦକୁ ୦.୦୪ ପାଉଣ୍ଡ ଖର୍ଚ୍ଚ କରେ । ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ୨୨ ନିୟୁତ ପ୍ରେସକ୍ରିପସନ ହୋଇ ୩୨ତମ ସର୍ବାଧିକ ପ୍ରେସକ୍ରିପସନ ମାନ୍ୟତା ପାଇଥିଲା ।

ଆଧାର

ବାହ୍ୟ ଲିଙ୍କ

Tags:

Benign prostatic hyperplasiaen:Chronic prostatitis/chronic pelvic pain syndromeen:kidney stonesଇଂରାଜୀ ଭାଷାବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ

🔥 Trending searches on Wiki ଓଡ଼ିଆ:

ପରିମେୟ ସଂଖ୍ୟାଅଲିମ୍ପିକ କ୍ରୀଡ଼ା୧୬୧୬ବିଶ୍ୱନାଥ କରହୃଷୀକେଶ ପଣ୍ଡାଶାରଳା ପୁରସ୍କାରଇଲନ ମସ୍କରଣେନ୍ଦ୍ର ପ୍ରତାପ ସ୍ୱାଇଁଏ. ପି. ଜେ. ଅବଦୁଲ କଲାମଉପନିଷଦସେରେବ୍ରାଲ ଆନିଉରିଜ୍ମଓଜସ୍ୱୀ ଅରୋଡ଼ାଦଶାବତାରଦକ୍ଷିଣ ଆଫ୍ରିକାଭାରତ ରତ୍ନବିଶ୍ୱ ଜଳ ଦିବସରାଜ୍ୟ ସଭାକୁଞ୍ଜବିହାରୀ ଦାଶଜାଭାସ୍କ୍ରିପ୍ଟନରୱେଭାରତ ସରକାରସାରନାଥ ଅଶୋକ ସ୍ତମ୍ଭଛବିଳ ମଧୁ ବର୍ଣ୍ଣବୋଧଉଜବେକିସ୍ତାନମାଳତୀ ଚୌଧୁରୀଜ୍ୟାମିତିଗୋପବନ୍ଧୁ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଦକ୍ଷିଣ ଚୀନ ସାଗରମହାତ୍ମା ଗାନ୍ଧୀଓଡ଼ିଶୀଗୋବିନ୍ଦ ଚନ୍ଦ୍ର ଦାସସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାସଚ୍ଚିଦାନନ୍ଦ ରାଉତରାୟସିନ୍ଦୂରବିହାର୨୦୦୦୧୮୦୬କାରଗିଲ ଯୁଦ୍ଧସ୍ୱାମୀ ବିବେକାନନ୍ଦଶ୍ରୀରାଧାରାମଶଙ୍କର ରାୟବି. ଆର. ଆମ୍ବେଦକରକଳିଙ୍ଗ ଯୁଦ୍ଧମାଙ୍ଗାନିଜକୋଷ୍ଠକାଠିନ୍ୟପେରିକାର୍ଡ଼ାଇଟିସମଧୁମେହମଧୁସୂଦନ ଦାସଆଣ୍ଡୋରାଓଡ଼ିଶାର ମାପ ବ୍ୟବସ୍ଥାଶିବାଜୀବସନ୍ତ କୁମାର ଶତପଥୀତରୁଣକାନ୍ତି ମିଶ୍ରଗୁଗଲପଞ୍ଜାବୀ ଉଇକିପିଡ଼ିଆଭିଏତନାମକୋଣାର୍କ ସୂର୍ଯ୍ୟ ମନ୍ଦିରଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟହେଲସିଙ୍କିବିଲ୍ ଗେଟ୍ସ୍୧୯୬୨ଆକ୍ରାଫିନଲ୍ୟାଣ୍ଡଭାରତର ଜାତୀୟ ପତାକାଓଡ଼ିଶାମାଟିବିରାଡ଼ି ସାପଜୋହାନ୍ ସେବାଷ୍ଟିଆନ୍ ବାକ୍୫୬୪୧୬ ମାର୍ଚ୍ଚ🡆 More