ଝୁମ୍ପୁରା: ଗ୍ରାମ

]

ଝୁମ୍ପୁରା
ଗ୍ରାମ/ସହର (ପଞ୍ଚାୟତ)
ଝୁମ୍ପୁରା is located in Odisha
ଝୁମ୍ପୁରା
ଝୁମ୍ପୁରା
ଓଡ଼ିଶାରେ ଝୁମ୍ପୁରାର ଅବସ୍ଥିତି
ଝୁମ୍ପୁରା is located in India
ଝୁମ୍ପୁରା
ଝୁମ୍ପୁରା
ଝୁମ୍ପୁରା (India)
Coordinates: 21°51′58″N 85°33′25″E / 21.866°N 85.557°E / 21.866; 85.557
ଦେଶଝୁମ୍ପୁରା: ଭୌଗୋଳିକ ଅବସ୍ଥିତି , ଜନସଂଖ୍ୟା , ଶିକ୍ଷାନୁଷ୍ଠାନ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦୁଝର
Population
 (୨୦୧୭)
 • Total୧୬୦୬୪
ଭାଷା
 • ଆଧିକାରିକଓଡ଼ିଆ
 • ଅନ୍ଯାନ୍ଯ ସ୍ଥାନୀୟ ଭାଷାହୋ
Time zoneUTC+୫:୩୦ (ଆଇଏଷ୍ଟି)
ଯାନବାହାନ ପଞ୍ଚୀକରଣOD 09
Websiteodisha.gov.in

ଝୁମ୍ପୁରାଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପଞ୍ଚାୟତ ଓ ବ୍ଲକ ଅଟେ । ଏହା ଜିଲ୍ଲାର ବ୍ୟସ୍ତତମ ବଜାର ଅଟେ ।

ଭୌଗୋଳିକ ଅବସ୍ଥିତି 

ଝୁମପୁରର ଭୌଗୋଳିକ ଅବସ୍ଥିତି 21.866°N 85.557°Eଠାରେ । 

ଜନସଂଖ୍ୟା 

ଝୁମପୁରର ଲୋକ ସଂଖ୍ୟା ୨୦୦୧ ଜନଗଣନା ଅନୁସାରେ ୫୨୬୫ ଥିଲା । ଏଥି ମଧ୍ୟରୁ ପୁରୁଷ ସଂଖ୍ୟା ୫୨% ହେଇଥିବାବେଳେ ମହିଳା ସଂଖ୍ୟା ୪୮% ଥିଲା । ଏହାର ଶତକଡା ୧୩ ଭାଗ ୬ ବର୍ଷରୁ କମ୍ ବୟସର ଥିଲେ । ସାକ୍ଷରତା ହାର ୬୮% ଥିଲା , ଯାହା ଭାରତର ସେ ସମୟର ହାରଠାରୁ ଅଧିକ ରହିଥିଲା ।

୨୦୧୧ ଜନଗଣନା ସମୟରେ ଏହି ସହରର ଲୋକ ସଂଖ୍ୟା ବୃଦ୍ଧି ଘଟି ୬୦୬୪ ହେଇଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୩୧୫୩ ହେଇଥିବା ବେଳେ ମହିଳା ସଂଖ୍ୟା ୨୯୧୧ ଥିଲା ଓ ୬ ବର୍ଷରୁ କମ ସଂଖ୍ୟା ୧୨.୮୦% ରହିଥିଲା । ସାକ୍ଷରତା ହାରରେ ମଧ୍ୟ ଉନ୍ନତି ଘଟି ତାହା ୮୨.୭୩ ହେଇଥିଲା ଯାହା ଜାତୀୟ ହାରଠାରୁ ଅଧିକ । ଏଠାରେ ୧୩୨୩ଟି ପରିବାର ରହୁଥିବାର ଗଣନା କରାଯାଇଥିଲା । ଏହି ଜନସଂଖ୍ୟା ଭିତର ୩୯.୩୬% ମୁସଲିମ ଥିଲେ । କିଛି ସଂଖ୍ୟାରେ ଶିଖ ଓ ଖ୍ରୀଷ୍ଟିୟାନ ଥିଲେ ମଧ୍ୟ ବାକି ସମସ୍ତେ ହିନ୍ଦୁ ଥିଲେ ।

ଶିକ୍ଷାନୁଷ୍ଠାନ

  • ଗ୍ରୀନ୍ଫିଲ୍ଡ ଇଂରାଜୀ ମାଧ୍ୟମ ବିଦ୍ଯାଳୟ
  • ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଝୁମ୍ପୁରା
  • ପଞ୍ଚାୟତ ସମିତି ବିଦ୍ଯାଳୟ
  • କେରଲା ଇଂରାଜୀ ମାଧ୍ୟମ ବିଦ୍ଯାଳୟ
  • ମିଶବାହ ଇଂରାଜୀ ମାଧ୍ୟମ ବିଦ୍ଯାଳୟ
  • ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର, ଝୁମ୍ପୁରା
  • ଝୁମ୍ପୁରା ମକ୍ତବ

ଆଧାର

Tags:

ଝୁମ୍ପୁରା ଭୌଗୋଳିକ ଅବସ୍ଥିତି ଝୁମ୍ପୁରା ଜନସଂଖ୍ୟା ଝୁମ୍ପୁରା ଶିକ୍ଷାନୁଷ୍ଠାନଝୁମ୍ପୁରା ଆଧାରଝୁମ୍ପୁରା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ କାବ୍ୟ କବିତାରଞ୍ଜିତା ନାୟକଓଡ଼ିଶା ବିଧାନ ସଭାଇଣ୍ଟସସେପସନ (ମେଡିକାଲ ବେମାରି)ଗୋପବନ୍ଧୁ ଦାସବୀଣାପାଣି ମହାନ୍ତିଅରୁଣ କୁମାର ସାହୁସମ୍ବଲପୁରୀ ଭାଷାମାଗୁଣିର ଶଗଡ଼ (କଥାଚିତ୍ର)ଆଠଗଡ଼ ଗଡ଼ଜାତ ରାଜ୍ୟଆନ୍ତର୍ଜାତିକ ନୃତ୍ୟ ଦିବସଦୁର୍ଗାରବୀନ୍ଦ୍ରନାଥ ଠାକୁରଅପରାଜିତା ଷଡ଼ଙ୍ଗୀହୀରାକୁଦ ବନ୍ଧଭାରତୀୟ ଜାତୀୟ କଂଗ୍ରେସଜୟଦେବମହାଭାରତକୁକୁରସୁନୟନା୨୧ ଅପ୍ରେଲଫୋଷ୍ଟାମାଟିନିବକୋରାପୁଟପଞ୍ଜାବୀ ଭାଷାପଞ୍ଚତନ୍ତ୍ରବ୍ରାଉଜରନବଯୌବନ ବେଶଭାରତର ଜାତୀୟ ପତାକାସୁନାବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନୃସିଂହକାହ୍ନାପାକମ୍ପ୍ୟୁଟର ବିଜ୍ଞାନସୀତା ବିବାହଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଜଗନ୍ନାଥଙ୍କ ବେଶଅଂଶୁଘାତପ୍ରତିଭା ରାୟ୨ ଅଗଷ୍ଟସମ୍ବଲପୁର ଜିଲ୍ଲାଚିତ୍ତରଞ୍ଜନ ଦାସକଳାକଳେବର ଚଉତିଶାଘରମନୋରଞ୍ଜନ ସେଠୀଇଣ୍ଟେଲ୍‌ଅଭିମନ୍ୟୁ ସାମନ୍ତସିଂହାରବେଙ୍ଗାଳୁରୁଟାଇଫଏଡ୨୮ ଅପ୍ରେଲକଳିଙ୍ଗ, ଭାରତଗଗନେନ୍ଦ୍ର ନାଥ ଦାଶଶୁକଦେବ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରାମଭାରତ ଲୀଳାଅସହଯୋଗ ଆନ୍ଦୋଳନଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ତାରାତାରିଣୀ ମନ୍ଦିରରାଜତନ୍ତ୍ରଇଣ୍ଡିଆନ ପ୍ରିମିଅର ଲିଗରାଉରକେଲାସରୋଜିନୀ ନାଇଡୁଜଟାୟୁଛାନ୍ଦଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ତ୍ରିପୁରା ମିଶ୍ରକୁନ୍ତଳା କୁମାରୀ ସାବତଜୟୀ ରାଜଗୁରୁଜଗନ୍ନାଥ ପ୍ରସାଦ ଦାସ୧୯୮୩୨୭ ଅପ୍ରେଲ🡆 More