ଚନ୍ଦ୍ରାବତୀ: ଭାରତୀୟ ରାଜନୀତିଜ୍ଞ

ଚନ୍ଦ୍ରାବତୀ (ଜନ୍ମ ୧୯୨୮ ) ଜଣେ ଭାରତୀୟ ମହିଳା ରାଜନୀତିଜ୍ଞ । ସେ ୧୯୯୦ ଫେବୃଆରୀ ୧୯ ତାରିଖରୁ ୧୯୯୦ ଡିସେମ୍ବର ୧୮ ତାରିଖ ଯାଏ ପଣ୍ଡିଚେରି( ବର୍ତ୍ତମାନ ପୁଡୁଚେରି )  ର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ । . ଏହା ପୂର୍ବରୁ ସେ ୧୯୬୪ରୁ ୧୯୬୬ ଓ ୧୯୭୨ରୁ ୯୭୪ ମସିହାରେ ହରିୟାଣା ସରକାରରେ ମନ୍ତ୍ରୀ ରହିଥିଲେ । ୧୯୭୭ ମସିହାରେ ସେ ଭିବାନୀ ଆସନରୁ ଜନତା ଦଳରୁ ଲୋକ ସଭାକୁ ନିର୍ବାଚିତ ହେଇଥିଲେ ।

ପ୍ରାରମ୍ଭିକ ଜୀବନୀ 

ତାଙ୍କର ଜନ୍ମ ହରିୟାଣା ରାଜ୍ୟର ଭିବାନୀ ଜିଲ୍ଲାର ଦାଲାବାସ ଗ୍ରାମରେ ହେଇଥିଲା । ତାଙ୍କ ପିତା ଭାରତୀୟ ସେନାରେ ସେବାରତ ଥିଲେ । [ଆଧାର ଲୋଡ଼ା]

ରାଜନୈତିକ ଜୀବନୀ 

ସେ ହରିୟାଣା ରାଜ୍ୟର ମନ୍ତ୍ରୀ ଭାବରେ ଭିନ୍ନ ସମୟରେ ରହିବା ସହ ବିରୋଧୀ ଦଳର ନେତ୍ରୀ ଭାବରେ ମଧ୍ୟ ରହିଥିଲେ । ପରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । [ଆଧାର ଲୋଡ଼ା]

ସେ ୧୯୯୦ ଫେବୃଆରୀ ୧୯ ତାରିଖରୁ ୧୯୯୦ ଡିସେମ୍ବର ୧୮ ତାରିଖ ଯାଏ ପଣ୍ଡିଚେରି( ବର୍ତ୍ତମାନ ପୁଡୁଚେରି )ର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ 

ଆଧାର 

Tags:

ହରିୟାଣା

🔥 Trending searches on Wiki ଓଡ଼ିଆ:

ୟୁନେସ୍କୋୟୁରୋପ୨ ଜାନୁଆରୀକେନ୍ଦୁଝର ଜିଲ୍ଲାକପିଳାସ ଶିବ ମନ୍ଦିରକାର୍ଲ ମାର୍କସ୧୯୧୪୧୯୬୨ଭୁବନେଶ୍ୱର ବେହେରାଭାରତୀୟ ଦଣ୍ଡ ସଂହିତା, ୧୮୬୦ଓଡ଼ିଶାପଣା ସଂକ୍ରାନ୍ତିଇଂରାଜୀ ଭାଷାଜାପାନସୁକନ୍ୟା ସମୃଦ୍ଧି ଯୋଜନାତେଜସ୍କ୍ରିୟ କ୍ଷୟଆକବରଲିଙ୍ଗରାଜ ମନ୍ଦିରତୁର୍କୀଶବ୍ଦ (ଧ୍ୱନି)ଓଡ଼ିଶାର ପର୍ବପର୍ବାଣିଲାଇମ ରୋଗଭକ୍ତ ଚରଣ ଦାସଯୋଗଚାଣକ୍ୟକୋଶଳ କ୍ରାନ୍ତି ଦଳସୂଚନା ଅଧିକାର ଆଇନ ୨୦୦୫ଓଡ଼ିଶା ବିଧାନ ସଭାଜଗନ୍ନାଥଙ୍କ ବେଶଓଡ଼ିଆ ଖାଦ୍ୟରାମଉପେନ୍ଦ୍ର କିଶୋର ଦାସବର କୋଳି୫ ଡିସେମ୍ବରଜଗଦୀଶ ମହାନ୍ତିସାଲବେଗଦଧି ନାଟରାମକୃଷ୍ଣ ପରମହଂସଓଳାଶୁଣି ଗୁମ୍ଫାସମାଜ (ଖବରକାଗଜ)ମହାଭାରତପରମାଣୁ କ୍ରମାଙ୍କକଣ୍ଟାକୁସୁମକୁନ୍ତଳା କୁମାରୀ ଆଚାର୍ଯ୍ୟସୁଭାଷ ଚନ୍ଦ୍ର ବୋଷକନକ ମଞ୍ଜରୀ ମହାପାତ୍ରରମାଦେବୀ ଚୌଧୁରୀସ୍କନ୍ଦ ପୁରାଣବନମାଳୀ ଦାସପୌରୁଷ ଅସାମର୍ଥ୍ୟଦୀନନାଥ ପାଠୀମାଟିର ମଣିଷ (ଉପନ୍ୟାସ)ପ୍ରୋଟାମିନ ସଲଫେଟଚିଙ୍ଗୁଡ଼ିରାଣୀ ଲକ୍ଷ୍ମୀବାଈଆଣ୍ଟର୍କଟିକାକଟକଚିକିତ୍ସା ବିଜ୍ଞାନମାଳତୀ ଚୌଧୁରୀବନ୍ଦେ ଉତ୍କଳ ଜନନୀବଳଦେବଜୀଉ ମନ୍ଦିରପ୍ରଯୁକ୍ତି ବିଦ୍ୟାଫତୁରାନନ୍ଦଦୁର୍ଗା ପୂଜାହୋମୱାର୍ଡ଼ଲାଲ ବାହାଦୁର ଶାସ୍ତ୍ରୀଶାରଳା ପୁରସ୍କାରସୁଶାସନ ଦିବସ୧୯୭୭ଗୋପବନ୍ଧୁ ଦାସଦଶହରାଜଗନ୍ନାଥ୭ (ସଂଖ୍ୟା)🡆 More