ଚନ୍ଦ୍ରମୁଖୀ ବସୁ

ଚନ୍ଦ୍ରମୁଖୀ ବସୁ (୧୮୬୦ - ୧୯୪୪), ଜଣେ ଡେରାଡୁନ୍ ବାସିନ୍ଦା ଥିଲେ, ଯାହା ସେ ସମୟରେ ଆଗ୍ରା ଓ ଅବଧ ରାଜ୍ୟରେ ଥିଲା । ବ୍ରିଟିଶ୍ ଶାସନ ସମୟରେ ପ୍ରଥମ କରି ସ୍ନାତ୍ତକ ଲାଭ କରିଥିବା ଦୁଇ ମହିଳାଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ୧୮୮୨ରେ କାଦମ୍ବିନୀ ଗାଙ୍ଗୁଲିଙ୍କ ସହ ସେ କଲିକତା ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତ୍ତକ ଲାଭ କରିଥିଲେ। ଆନୁଷ୍ଠାନିକ ଭାବେ ୧୮୮୩ରେ ସେମାନଙ୍କୁ ସମ୍ମନପତ୍ର ଦିଆଯାଇଥିଲା ।

ଚନ୍ଦ୍ରମୁଖୀ ବସୁ
ଚନ୍ଦ୍ରମୁଖୀ ବସୁ
ଜନ୍ମ୧୮୬୯
ଡେରାଡୁନ୍, ବ୍ରିଟିଶ୍ ଭାରତ
ମୃତ୍ୟୁ୧୯୪୪
ଡେରାଡୁନ୍, ବ୍ରିଟିଶ୍ ଭାରତ
ଶିକ୍ଷାନୁଷ୍ଠାନଡଫ୍ ମହାବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ
ବୃତ୍ତିଶିକ୍ଷାବିତ୍
ବୈବାହିକ-ସାଥୀପଣ୍ଡିତ କେଶ୍ୱରାନନ୍ଦ ମାମାଗାୟେଁ

ଆଦ୍ୟ ଜୀବନ

ଭୁବନ ମୋହନ ବୋଷଙ୍କ ଏହି ଝିଅ ୧୯୮୦ରେ ପ୍ରଥମ କଳା ପରୀକ୍ଷା ଡେରାଡୁନ୍ ନେଟିଭ୍ ଖ୍ରୀଷ୍ଟିଆନ୍ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ ।

ଆଧାର

Tags:

କାଦମ୍ବିନୀ ଗାଙ୍ଗୁଲି

🔥 Trending searches on Wiki ଓଡ଼ିଆ:

ମହାଭାରତଗୋଲୋକ ବିହାରୀ ଧଳରେବତୀ (କ୍ଷୁଦ୍ରଗଳ୍ପ)ଚନ୍ଦନ ଯାତ୍ରାଗୋଦାବରୀଶ ମିଶ୍ରକମ୍ପ୍ୟୁଟର ବିଜ୍ଞାନକିଶୋରୀ ଚରଣ ଦାସଭାରତର ସଂସ୍କୃତିପ୍ରେମ୧୯୭୮ଓଡ଼ିଆ ରାମାୟଣସଉରା ଜନ‌ଜାତିମାସଅକ୍ଷୟ ତୃତୀୟାବର କୋଳିଅଟିଜିମ୍‌ଓଡ଼ିଆ କାବ୍ୟ କବିତାୟୁରୋପହନୁମାନ ଚାଳିଶାମଧୁସୂଦନ ରାଓଆଣ୍ଟିଅକ୍ସିଡାଣ୍ଟଅର୍ଚ୍ଚନା (କବିତା ସଙ୍କଳନ)ଭୁବନେଶ୍ୱରଅନ୍ତରଙ୍ଗ ସମ୍ପର୍କପୋତାଗଡ଼ଭାରତ ଛାଡ଼ ଆନ୍ଦୋଳନଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାନୂଆପଡ଼ା ଜିଲ୍ଲାଆପଲ କମ୍ପାନୀଯୁକ୍ତରାଷ୍ଟ୍ର ଆମେରିକାଫୁଲ୍ଲୋରି ଓଷାଯଶୋବନ୍ତ ଦାସକୁନ୍ତଳା କୁମାରୀ ଆଚାର୍ଯ୍ୟବି. ଆର. ଆମ୍ବେଦକରରଥଯାତ୍ରାଜଗନ୍ନାଥ ଦାସକାଳୀବୋହୂପ୍ରଧାନ ପୃଷ୍ଠାଶବ୍ଦ (ଧ୍ୱନି)ଭାରତର ଜାତୀୟ ପତାକାଅଣଚାଶ ପବନଦୁର୍ଗା୧୯୬୭ଗୋପାଳବଲ୍ଲଭ ଦାସବୁଏନ୍ସ ଏଆରସଚିତ୍ତରଞ୍ଜନ ଦାସଭୌଗଳିକ ଦିଗବାରେଣିଜୟ ଜଗନ୍ନାଥଢଗ ଢମାଳିସୀତାକାନ୍ତ ମହାପାତ୍ରକୃଷ୍ଣ ଜନ୍ମାଷ୍ଟମୀସମ୍ବାଦବରୁଣ୧୯୬୯ଓଡ଼ିଶାର ଲୋକନୃତ୍ୟ୫ ଡିସେମ୍ବରବସନ୍ତ କୁମାରୀ ଦେବୀବେଲସୁଚିତ୍ରା ପାଣିଗ୍ରାହୀଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମୋଗଲ ସାମ୍ରାଜ୍ୟନୂଆଖାଇଶିବଲିଙ୍ଗ🡆 More