ଗଜାନନ ମିଶ୍ର: ଜଣେ ଓଡ଼ିଆ ଭାଷାକର୍ମୀ ଓ ସାହିତ୍ୟିକ

ଗଜାନନ ମିଶ୍ର ଜଣେ ଓଡ଼ିଆ ଭାଷାକର୍ମୀ ଓ ସାହିତ୍ୟିକ । ଓଡ଼ିଶାରେ ଅଦାଲତର ଭାଷା ଓଡ଼ିଆ ହେବାପାଇଁ ସେ ସଂଗ୍ରାମ କରିଛନ୍ତି ଓ ଏଥିପାଇଁ ୨୦୧୫ ମସିହାରେ ଆମରଣ ଅନଶନ ମଧ୍ୟ କରିଛନ୍ତି । ଓକିଲାତିକୁ ସେ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି ।

ଗଜାନନ ମିଶ୍ର
ଦିଲ୍ଲୀରେ ଗଜାନନ ମିଶ୍ର
ଦିଲ୍ଲୀରେ ଗଜାନନ ମିଶ୍ର ।
ଜନ୍ମ (1960-04-03) ୩ ଅପ୍ରେଲ ୧୯୬୦ (ବୟସ ୬୪)
ଟିକାପାଲି, ପାଟଣାଗଡ଼, ବଲାଙ୍ଗୀର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପିତାମାତା(s)ଭଗବାନ ମିଶ୍ର, ରାଧିକା ଦେବୀ

ବ୍ୟକ୍ତିଗତ ଜୀବନ

ଗଜାନନ, ୧୯୬୦ ମସିହାରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଟିକାପାଲିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମିଶ୍ର ଓ ମାତାଙ୍କ ନାମ ରାଧିକା ଦେବୀ । ବୃତ୍ତିରେ ସେ ଜଣେ ଓକିଲ ।

ସାହିତ୍ୟ ସର୍ଜନା ଓ ଭାଷା ସଂଗ୍ରାମ

ଗଜାନନ ଉଭୟ ପଦ୍ୟ ଓ ଗଦ୍ୟ ସାହିତ୍ୟରେ ଲେଖନୀ ଚାଳନା କରିଛନ୍ତି । ସେ ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସାହିତ୍ୟ ରଚନା କରନ୍ତି । ତାଙ୍କର ବହୁ ଲେଖା ହିନ୍ଦୀ ଭାଷାକୁ ଅନୁବାଦିତ ହୋଇଛି । ଓଡ଼ିଶାର ଅଦାଲତମାନଙ୍କରେ ଓଡ଼ିଆ ଭାଷାରେ କାର୍ଯ୍ୟ ହେବା ନିମନ୍ତେ ସେ ବହୁ ବର୍ଷ ଧରି ସଂଗ୍ରାମ କରିଆସିଛନ୍ତି । ୨୦୧୫ ମସିହା ଜୁଲାଇ ପହିଲାରୁ ସେ ଓଡ଼ିଆ ଭାଷାକୁ ଅଦାଲତର ଭାଷାକରିବା ପାଇଁ ଆମରଣ ଅନଶନ କରିଥିଲେ ।

ଟିଟିଲାଗଡ଼ର ସିରୋଲଠାରେ ପିଲାମାନଙ୍କ ମଧ୍ୟରେ ଭାଷାପ୍ରେମ ଉଦ୍ରେକ କରିବା ନିମନ୍ତେ ସେ ତପୋବନ ଏକାଡେମୀ ନାମରେ ଏକ ସଂସ୍ଥା ଗଠନ କରିଛନ୍ତି ।

ରଚନାବଳୀ

  • ସର୍ବନାମ
  • ନଥିବା ଚିତ୍ର
  • ଷ୍ଟେସନ
  • କବିତାଘର
  • ଅହନିର୍ଶୀ
  • ଚରୈବେତୀ
  • ଗୋଟାପଣେ
  • କାଳକାଳ
  • ନାବ
  • ମହାରେଖା
  • ସଙ୍କେତ ଉଦ୍ଧବ
  • ପଞ୍ଚରାମା
  • କୁଶେର ପନା
  • ଦେଖନାବାଲା ଏକ୍ଲା
  • ଅମୃତ ସବୁ
  • ନଥିବା ଚିତ୍ର
  • ଅବ୍ଗି ନୂଆଁ
  • ଓଡ଼ିଆରେ ଓକିଲାତି
  • ଅବ୍ୟୟ
  • ଦେୱାନୀ ଏବଂ ଫୌଜଦାରୀ
  • ଅନଲି ହିଅର
  • କଣ୍ଟିଲୋ ଭାୟା

ଆଧାର

Tags:

ଗଜାନନ ମିଶ୍ର ବ୍ୟକ୍ତିଗତ ଜୀବନଗଜାନନ ମିଶ୍ର ସାହିତ୍ୟ ସର୍ଜନା ଓ ଭାଷା ସଂଗ୍ରାମଗଜାନନ ମିଶ୍ର ରଚନାବଳୀଗଜାନନ ମିଶ୍ର ଆଧାରଗଜାନନ ମିଶ୍ରଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଶାସ୍ତି (ଓଡ଼ିଆ କଥାଚିତ୍ର)ଭାଷାଆନ୍ଧ୍ର ପ୍ରଦେଶକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗାଧର ରଥନଇ ଆରପାରିମାଲକାନଗିରି ଜିଲ୍ଲାପୋଟଳ ରସାପ୍ଲୁଟୋ୧୯୮୪ଅଭିରାମ ପରମହଂସଅଂଶୁପା ହ୍ରଦଲକ୍ଷ୍ମୀନାରାୟଣ ସାହୁଫେବୃଆରୀ ୨୮ପ୍ରତୀକ୍ଷାଗୁରୁପ୍ରସାଦ ମହାନ୍ତିରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେମୁମ୍ବାଇଚାଣକ୍ୟବନ୍ଦେ ଉତ୍କଳ ଜନନୀ୩୦ ଅପ୍ରେଲଅଚ୍ୟୁତ ନାୟକପ୍ରସନ୍ନ କୁମାର ପଣ୍ଡାଜାପାନ ସାଗରଭୂମିକମ୍ପବିରାଟ କୋହଲୀ୨୫ ଅପ୍ରେଲତ୍ରିଭୁଜଖଡ଼ଗପୁରଶବ୍ଦ (ପଦ)ଅନନ୍ତ ପଟ୍ଟନାୟକଅନନ୍ତ ବାସୁଦେବ ମନ୍ଦିରଅଷ୍ଟ୍ରେଲିଆ୧୯ ମାର୍ଚ୍ଚଫାଇଲେରିଆମନୋରଞ୍ଜନ ଦାସଦଶାବତାର୨୦ ଅଗଷ୍ଟପଙ୍କଜ ଉଧାସଦାମୋଦର ରାଉତଏ. ପି. ଜେ. ଅବଦୁଲ କଲାମତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟପ୍ରଦୀପ କୁମାର ପାଣିଗ୍ରାହୀଖଞ୍ଜଣିସୁଇଜରଲ୍ୟାଣ୍ଡଜିନା ସାମଲଓଡ଼ିଆ ସାହିତ୍ୟଲକ୍ଷ୍ମୀ ପୁରାଣମାଣବସା ଗୁରୁବାରଆଚାର୍ଯ୍ୟ ହରିହରଇଣ୍ଡୋନେସିଆଓଡ଼ିଆ ରାନ୍ଧଣାଲିଙ୍ଗରାଜ ମନ୍ଦିରଓମ'ଙ୍କ ନିୟମଆକବରଭାରତ ସରକାରରାଜନୀତି ବିଜ୍ଞାନଖାସି ମାଂସ ତରକାରୀରାଜକିଶୋର ପଟ୍ଟନାୟକଦାସକାଠିଆ୨୯ ମାର୍ଚ୍ଚରାସେଶ୍ୱରୀ ପାଣିଗ୍ରାହୀସତୀ (ହିନ୍ଦୁ ଦେବୀ)ଉଦ୍ଭିଦ ବିଜ୍ଞାନବଳଦେବଜୀଉ ମନ୍ଦିରରାସାୟନିକ ମୌଳିକଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ହନୁମାନ ଚାଳିଶାଭଦ୍ରକ ଜିଲ୍ଲାଲକ୍ଷ୍ମୀ🡆 More