ଗଜା: ଭାରତୀୟ ମିଠା

ଗଜା ମଇଦା ଓ ଚିନିରୁ ତିଆରି ଏକ ପାରମ୍ପାରିକ ଓଡ଼ିଆ ମିଠା । ଓଡ଼ିଶାର ବାଲେଶ୍ୱର ଜିଲା ଏହା ପାଇଁ ପ୍ରସିଦ୍ଧିଲାଭ କରିଅଛି । ବିଭାଘର, ବ୍ରତ ଓ ବିଭିନ୍ନ ପାର୍ବଣରେ ଏହା ଦିଆଯାଇଥାଏ । ଚଉଠି ଭାର ଓ ବନ୍ଧୁ ବେଭାରରେ ମଧ୍ୟ ଏହା ଦିଆଯାଇଥାଏ । ଜଗନ୍ନାଥଙ୍କ ଧୂପରେ ମଧ୍ୟ ଏହା ଏକ ଭୋଗ ରୂପେ ଅର୍ପଣ କରାଯାଇଥାଏ ।

ଗଜା
ଗଜା: ଭାରତୀୟ ମିଠା
ଜଗନ୍ନାଥଙ୍କ ଧୂପରେ ଅର୍ପିତ ମୁଠି ଗଜା
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନମଇଦା, ଚିନି

ଉପାଦାନ

  • ମଇଦା
  • ଚିନି

ତିଆରି ପ୍ରଣାଳୀ

ମଇଦାରେ ଘିଅ ପକାଇ ଅଳ୍ପ ପାଣି ଦେଇ ଚକଟା ଯାଏ । ଘିଅ ବା ରିଫାଇନ ତେଲକୁ ଖାସ୍ତା କୁହାଯାଏ । ଏହି ଖାସ୍ତା ବେଶୀ ହେଲେ ଗଜା ଛାଣିଲା ବେଳେ ଖୋଲିଯାଏ ଓ କମ ହେଲେ ଟାଣ ହୁଏ । ତେଣୁ ଉପଯୁକ୍ତ ଅନୁପାତରେ ଖାସ୍ତା ଦେଇ ଚକଟା ତିଆରି କରାଯାଏ । ଏହି ସମୟରେ କିଛି ଅଳେଇଚ ଗୁଣ୍ଡ ଏଥିରେ ଛିଞ୍ଚାଯାଏ । ତାହା ପରେ ବଡ଼ କାଠପଟାରେ ବେଲଣା ବାଡ଼ିରେ ୧ ଇଞ୍ଚ ବହଳର ମୋଟ କରି ବେଲାଯାଏ । ତାହାକୁ ଛୁରିରେ ଖଣ୍ଡ ଖଣ୍ଡ କରି କାଟି ଛଣାଯାଏ | ଆଉ ଏକ ପାତ୍ରରେ ବହଳ ଚିନି ସିରା କରି ସେଥିରେ ଛଣା ଗଜା ସବୁକୁ ପକାଯାଏ । ଏସବୁ ସିରାରେ ବୁଡ଼ି ରହିବା ପରେ ଫୁଲିଯାଏ ।

ଆଧାର

Tags:

ଓଡ଼ିଆ ଖାଦ୍ୟଜଗନ୍ନାଥଙ୍କ ଧୂପ

🔥 Trending searches on Wiki ଓଡ଼ିଆ:

ପୁରୁଷୋତ୍ତମ ଦେବଜୋହାନ୍ ସେବାଷ୍ଟିଆନ୍ ବାକ୍କଟକଅଶୋକ (ସମ୍ରାଟ)ମରିସସକୋଣାର୍କ ସୂର୍ଯ୍ୟ ମନ୍ଦିରସଙ୍କୀର୍ତ୍ତନଦଶାବତାରନବକଳେବରତପସ୍ୱିନୀଓଡ଼ିଶାର ଇତିହାସରୋହିତ ପୂଜାରୀବିଭୂତି ପଟ୍ଟନାୟକଓଡ଼ିଆ ଯୁବକ ପାଠାଗାରଜଗନ୍ନାଥଙ୍କ ବେଶସୀତାକାନ୍ତ ମହାପାତ୍ରଚିନ୍ତାମଣି ମହାନ୍ତିସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଧାନ ସଭା ସଭ୍ୟସମାଜ (ଖବରକାଗଜ)ଭାରତ ସରକାରବିଅରଆପେଣ୍ଡିସାଇଟିସବିରଜା ମନ୍ଦିରଇଣ୍ଟରନେଟଜଗନ୍ନାଥବାଘପଠାଣି ସାମନ୍ତରାଜା ରାମମୋହନ ରାୟଯୋଗଉଇକିକମନ୍ସଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଜ୍ଞାନକୋଷସଞ୍ଜୁ ଆଉ ସଞ୍ଜନାସଚ୍ଚିଦାନନ୍ଦ ରାଉତରାୟକୁନ୍ତଳା କୁମାରୀ ସାବତଉତ୍କଳ ଦିବସସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମନମୋହନ ସାମଲଶ୍ରୀନିବାସ ରାମାନୁଜନକଳମଶାଗହନୁମାନ ଚାଳିଶାବୈଷ୍ଣବ ପାଣିୟୁ ଟ୍ୟୁବରାଜନୀତି ବିଜ୍ଞାନୟୁରୋପଚନ୍ଦନ ଯାତ୍ରାପ୍ରତିଭା ଶତପଥୀସାରଳା ଦାସରତ୍ନାକର ଚଇନିଓଡ଼ିଆ ଭାଗବତହନୁମାନମନୋରଞ୍ଜନ ଦାସଅଂଶୁଘାତଗାର୍ଗୀ ମହାନ୍ତିଶ୍ରୀ ଅରବିନ୍ଦଗଙ୍ଗଶିଉଳୀଓଡ଼ିଶା ସରକାରଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଉଇକିପିଡ଼ିଆବୀଣାପାଣି ମହାନ୍ତିଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୧୨ ଅପ୍ରେଲସାଦୃଶ୍ୟ🡆 More