ଖେର୍: ଭାରତରେ ଗ୍ରାମ

]

Khair
खैर
City
Countryଖେର୍: ଭୌଗଳିକ ଅବସ୍ଥିତି, ଜନସଂଖ୍ୟା ଓ ସାକ୍ଷରତା, ଭାଷା India
StateUttar Pradesh
DistrictAligarh
Elevation
188 m (617 ft)
Population
 (2011)
 • Total୪୮,୨୫୧
Languages
 • OfficialHindi English
Time zoneUTC+5:30 (IST)
PIN
202138
Telephone code05724


ଖେର୍ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଆଲି‌‌ଗଡ଼ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

ଖେର୍ ୨୭.୯୪୧୪ ଉତ୍ତର ଅକ୍ଷାଂଶ ଓ ୭୭.୮୪୩୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଖେର୍ ସହରର ମୋଟ ଜନସଂଖ୍ୟା ୨୭୬୬୧ ଅଟେ । ସେଥି ମଧ୍ୟରୁ ୫୩.୬୨% ଜଣ ପରୁଷ ହୋଇଥିବା ବେଳେ ୪୬.୩୮% ଜଣ ନାରୀ ଅଟନ୍ତି । ଖେର୍ର ସାକ୍ଷରତା ହାର ୫୩.୭୫% ଅଟେ । ଏହା ଜାତୀୟ ହାରଠାରୁ ୧୧.୦୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୨୩% ପ୍ରତିଶତ ପୁରୁଷ ଓ ୨୦.୫୨% ନାରୀ ଅଟନ୍ତି । ୧୭.୪୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ହିନ୍ଦୀ ଖେର୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ଖେର୍ ଭୌଗଳିକ ଅବସ୍ଥିତିଖେର୍ ଜନସଂଖ୍ୟା ଓ ସାକ୍ଷରତାଖେର୍ ଭାଷାଖେର୍ ଆହୁରି ପଢନ୍ତୁଖେର୍ ଆଧାରଖେର୍ ବାହାର ଲିଙ୍କଖେର୍

🔥 Trending searches on Wiki ଓଡ଼ିଆ:

ଆକବରକାଗଜକାହ୍ନୁଚରଣ ମହାନ୍ତିସୂଚନା ପ୍ରଯୁକ୍ତିବିଦ୍ୟାସ୍ତୁତି ଚିନ୍ତାମଣିଅଲାରନାଥ ମନ୍ଦିରଜଗନମୋହ‌ନ ଲାଲଯକୃତଭଗବତ ଗୀତାଭୂମିକମ୍ପଭାରତୀୟ ସଂଖ୍ୟା ପ୍ରଣାଳିପାକ୍ରିଟିନିବମୁକୁନ୍ଦ ଦେବଶରତ କୁମାର ମହାନ୍ତିଜଳନବଗୁଞ୍ଜରବୁଧଇଣ୍ଡୋନେସିଆଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିc3bn4୨୭ ଜୁନଟ୍ରାପିଜିଅମଅଚ୍ୟୁତ ଗୋକୁଳ ନାୟକପ୍ରଧାନ ପୃଷ୍ଠାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାପ୍ରତୀକ୍ଷାଓଡ଼ିଶାର ମାପ ବ୍ୟବସ୍ଥାବିରଜା ମନ୍ଦିରଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୦୧୨ମହାପ୍ରସାଦବିରାଟ କୋହଲୀପଥ ଓ ପୃଥିବୀIndiaସରସ୍ୱତୀ ସମ୍ମାନପ୍ରଗତିବାଦୀଶ୍ରୀରାଧାବଳରାମ ଦାସଡାକ ମୁନସୀପାଇକ ବିଦ୍ରୋହନଅତୁଣ୍ଡୀତ୍ରିପୁରା ମିଶ୍ରଭୀମ ଭୋଇଉତ୍କଳ ବିଶ୍ୱବିଦ୍ୟାଳୟମାଲେସିଆହୃତ୍‌ପିଣ୍ଡତାଳଧ୍ୱଜମନୋଜ ଦାସଙ୍କ କଥା ଓ କାହାଣୀମହୁଓଡ଼ିଆ ଖବରକାଗଜ ତାଲିକାସମର ସଲିମ ସାଇମନଦାସକାଠିଆହରେକୃଷ୍ଣ ମହତାବଉଇକିପିଡ଼ିଆ ସମୂହର ତାଲିକାହନୁମାନନନ୍ଦିନୀ ଶତପଥୀନେମାଳବଳଦେବଜୀଉ ମନ୍ଦିରଲିଙ୍ଗରାଜ ମନ୍ଦିରବାଙ୍କୀସମ୍ବଲପୁର ଜିଲ୍ଲାଅଂଶୁପା ହ୍ରଦହନୁମାନ ବାଟିକାଶିଶୁ ଅନନ୍ତ ଦାସଶାନ୍ତନୁ କୁମାର ଆଚାର୍ଯ୍ୟରାଜା ରାମମୋହନ ରାୟଚୁଡ଼ାମଇ ଦିବସ🡆 More