ଖନିଆଧନା ଗଡଜାତ ରାଜ୍ୟ

ଖନିଆଧନା ଏକ ବ୍ରିଟିଶ ଅଧୀନ ଭାରତୀୟ ଗଡଜାତ ରାଜ୍ୟ ଥିଲା । ଏହା ଜୁଡେଭ ବଂଶୀୟ ବୁନ୍ଦେଲା ରାଜପୁତମାନଙ୍କଦ୍ୱାରା ଶାସିତ ହଉଥିଲା । ଖନିଆଧନା ସହର ଏହାର ରାଜଧାନୀ ଥିଲା । ଏହା ପ୍ରଥମେ ବୁନ୍ଦେଳଖଣ୍ଡ ଏଜେନ୍ସି ଓ ତାହା ପରେ କେନ୍ଦ୍ର ଏଜେନ୍ସି ଅଧୀନରେ ରହିଥିଲା । .

ଖନିଆଧନା ରାଜ୍ୟ
खनियाधाना रियासत
Princely State
1724–1948 ଖନିଆଧନା ଗଡଜାତ ରାଜ୍ୟ
Location of ଖନିଅଧନା
Location of ଖନିଅଧନା
Khaniadhana State in the Imperial Gazetteer of India
History
 •  Established 1724
 •  Independence of India 1948
Area
 •  1941 ୧୭୬ km2 (୬୮ sq mi)
Population
 •  1941 ୨୦,୧୨୪ 
Density ୧୧୪.୩ /km2  (୨୯୬.୧ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press.

 ଭୌଗୋଳିକ ସ୍ଥିତି ଓ ଜନସଂଖ୍ୟା

ରାଜକୀୟ ରାଜ୍ୟ ଖନିଆଧନାର ଆୟତନ 101 ବର୍ଗ କିଲୋମିଟର । ଏହା ଚତୁର୍ଦିଗରେ ନାରବାର ଜିଲ୍ଲାଦ୍ୱାରା ଘେରିତ ହେଇଥିବା ବେଳେ କିଛି ଅଞ୍ଚଳ ବ୍ରିଟିଶ ଅଧୀନ ଝାଁସୀ ଜିଲ୍ଲାର ସୀମା ନିକଟରେ ଥିଲା ।ଏହା ଅର୍ଚା ରାଜ୍ୟ ର ପଶ୍ଚିମରେ ଅବସ୍ଥିତ ଥିଲା । ବ୍ରିଟିଶ ଶାସନ କାଳରେ 1941 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 20,124 ଥିଲା । .

ଇତିହାସ 

 1724 ମସିହାରେ ଅର୍ଚାର ରାଜା ଉଦତ ସିଂହ ଖନିଆଧନା ଓ ସନ୍ନିକଟ ଗ୍ରାମ ସବୁ ତାଙ୍କ ପୁତ୍ର ଆମର ସିଂହଙ୍କୁ ପ୍ରଦାନ କରିଥିଲେ । ସେହି ସମୟରେ ମରାଠାମାନେ ଶକ୍ତିଶାଳୀ ହେଇ ଉଠିଥିଲେ ଓ ପେଶୱା ଆମର ସିଂହଙ୍କୁ 1751 ମସିହାରେ ତାଙ୍କର ରକ୍ଷିତ ରାଜା ରୂପରେ ସ୍ୱୀକୃତି ପ୍ରଦାନ କରିଥିଲେ ।ଏହିଉ ସମୟରେ ଓରଛା ଓ ଝାଁସୀ ମଧ୍ୟରେ ବିବାଦ ଲାଗିରହିଥିଲା । 1854 ମସିହାରେ ଝାଁସୀ ରାଜତ୍ୱ  ର ବିଲୋପ ଘଟିବାରୁ ଖନିଆଧନା ନିଜକୁ ପୂର୍ଣା ସ୍ୱାଧୀନତା ଘୋଷଣା କରିଥିଲା । କିନ୍ତୁ 1862ର ବ୍ରିଟିଶ ଶାସକମାନେ ଏହାକୁ ନିଜର କରଦ ରାଜ୍ୟ ଭାବେ ରଖିଲେ । ଏହି ରାଜ୍ୟ 1920ରେ ଗଠିତ ହେଇଥିବା ଭାରତୀୟ ରାଜା ମାନଙ୍କ ସଂଗଠନରେ ମିଳିତ ହେଇଥିଲା । 

ଏହି ରାଜ୍ୟ ସ୍ୱାଧୀନତା ପରେ 1948 ମସିହାରେ ନିଜକୁ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ କରିଥିଲା । ଏହି ସମୟରେ ଖନିଆଧନାର ଅର୍ଦ୍ଧେକ ଅଂଶ 27ଟି ଗ୍ରାମ ଥାଇ ମଧ୍ୟପ୍ରଦେସ୍ୱ୍ହର ଶିବପୁରି ଜିଲ୍ଲାରେ ରହିଲା ଓ ଅପର ଅର୍ଦ୍ଧେକ 28ଟି ଗ୍ରାମ ସହ ବିନ୍ଧ୍ୟ ପ୍ରଦେଶରେ ରହିଲା । ପରେ ପୁନର୍ଗଠନ ସମୟରେ ସମସ୍ତ ଅଞ୍ଚଳ ମଧ୍ୟପ୍ରଦେଶ ରାଜ୍ୟରେ ରହିଲା । .

ଶାସକ 

ବୁନ୍ଦେଲା ରାଜପୁତ ପରିବାରର ବଂଶଜମାନେ ଖନିଆଧନା ରାଜଗଦିର ଅଧିକାରୀ ରହିଥିଲେ । ସେମାନେ ରାଓ ଉପାଧି ଗ୍ରହଣ କରୁଥିଲେ । 1911 ମସିହାରେ ପ୍ରଥମେ ଶାସକମାନଙ୍କୁ ରାଜା କୁହାଗଲା । ଏହାକୁ ବ୍ରିଟିଶମାନେ ସମ୍ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ନ ଦେଇ କେବଳ ଶାସକ ହିସାବରେ ମାନ୍ୟତା ପ୍ରଦାନ କରିଥିଲେ । 

ରାଜା 

  • 1724-.... ଆମର ସିଂହ 
  • 1760-1869 ଅଜଣା 
  • 1869-1909ଚିତ୍ରା ସିଂହ 
  • 1909-1938 ଖଳକ ସିଂହ 
  • 1938-1948 ଦେବେନ୍ଦ୍ର ପ୍ରତାପ ସିଂହ 

ଆଧାର 

ବାହାର ଲିଙ୍କ 

Tags:

ଖନିଆଧନା ଗଡଜାତ ରାଜ୍ୟ  ଭୌଗୋଳିକ ସ୍ଥିତି ଓ ଜନସଂଖ୍ୟାଖନିଆଧନା ଗଡଜାତ ରାଜ୍ୟ ଇତିହାସ ଖନିଆଧନା ଗଡଜାତ ରାଜ୍ୟ ଆଧାର ଖନିଆଧନା ଗଡଜାତ ରାଜ୍ୟ ବାହାର ଲିଙ୍କ ଖନିଆଧନା ଗଡଜାତ ରାଜ୍ୟ

🔥 Trending searches on Wiki ଓଡ଼ିଆ:

ରବୀନ୍ଦ୍ରନାଥ ଠାକୁରମଙ୍ଗଳା ମନ୍ଦିରକଣ୍ଡୋମବିରିୟାନୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମେହମୁଦ ହୁସେନଓଡ଼ିଆ କବି ମାନଙ୍କର ତାଲିକାଖଡ଼ଗପୁରଜର୍ମାନୀଇତିହାସନୀଳକଣ୍ଠ ଦାସଓଡ଼ିଆ ନାଟକଶ୍ରଦ୍ଧାକର ସୂପକାରପୂରଣବାଚକ ସଂଖ୍ୟାଗୋଦାବରୀଶ ମିଶ୍ରରାମକୃଷ୍ଣ ପରମହଂସରାସାୟନିକ ମୌଳିକଦେବସ୍ନାନ ପୂର୍ଣ୍ଣିମାଜଗନ୍ନାଥସରଳା ଦେବୀଗ୍ରହସରୋଜିନୀ ନାଇଡୁକଖାରୁ ଫୁଲ ଭଜାଆର୍ଯ୍ୟଭଟ୍ଟମାଲେସିଆଗୌତମ ବୁଦ୍ଧପ୍ରାଣକୃଷ୍ଣ ପରିଜାଆଖିବିରାଟ କୋହଲୀକୁଞ୍ଜବିହାରୀ ଦାଶସରୋଜିନୀ ସାହୁଗର୍ଭାବସ୍ଥାଚିକୁନ‌ଗୁନିଆଚାନ୍ଦ୍ରମାସଭ୍ୟାକୁମ୍ କ୍ଲିନର୍ଜଗନ୍ନାଥ ମନ୍ଦିରଜନ୍ମ ନିରୋଧଶନିବାରଜଗନ୍ନାଥଙ୍କ ଧୂପବାମାଚରଣ ମିତ୍ରହାଡ଼ଫୁଟିଧରିତ୍ରୀଓଡ଼ିଶାର ମାପ ବ୍ୟବସ୍ଥାବିଜୟ ଶଙ୍କର ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରଭୁବନେଶ୍ୱର ବେହେରାସୀତାକାନ୍ତ ମହାପାତ୍ରଅନ୍ନଦା ଶଙ୍କର ରାୟକାଜାଖସ୍ତାନଆନ୍ଧ୍ର ପ୍ରଦେଶସଚ୍ଚିଦାନନ୍ଦ ରାଉତରାୟକଟକଚନ୍ଦନ ଯାତ୍ରାକୁନ୍ତଳା କୁମାରୀ ସାବତଜଗନମୋହ‌ନ ଲାଲସାଇକେଲଜ୍ଞାନପୀଠ ପୁରସ୍କାରଉପନିଷଦଆଖୁଧାତୁଗଣନ ସଂଖ୍ୟାଛାୟାପଥକଳାପାହାଡ଼ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଚାରି ଧାମବାରବାଟି ଦୁର୍ଗପଣା ସଂକ୍ରାନ୍ତିଛତୁ ତରକାରୀମାୟାଧର ମାନସିଂହୟୁକ୍ରେନ🡆 More