ବିଧାନ ସଭା ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ା

ଖଣ୍ଡପଡ଼ା (କ୍ରମିକ ସଂଖ୍ୟା: ୧୨୦) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଣ୍ଡପଡ଼ା (ବି), ଖଣ୍ଡପଡ଼ା ବ୍ଳକ, ଭାପୁର ବ୍ଳକ ।

ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୩,୪୨୪
ଜିଲ୍ଲା: ନୟାଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଟକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନୁଭବ ପଟ୍ଟନାୟକ ଆମ ଓଡ଼ିଶା ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କଠାରୁ ୬୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ'ଙ୍କଠାରୁ ୧୬,୮୧୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଖଣ୍ଡପଡ଼ା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସିଦ୍ଧାର୍ଥ ଶେଖର ସିଂହ ୬୧,୬୫୪ ୫୪.୭୧ -
କଂଗ୍ରେସ ସୌମ୍ୟ ରଞ୍ଜନ ପଟ୍ଟନାୟକ ୪୪,୮୪୦ ୩୯.୭୯ -
ଭାଜପା ବିଜୟଲକ୍ଷ୍ମୀ ପଟ୍ଟନାୟକ ୩,୩୩୨ ୨.୯୬ -
ସ୍ୱାଧୀନ ବନମାଳି ଦାସ ୯୩୪ ୦.୮୩ -
ଆରପିଆଇ (ଆ) ବ୍ରଜବନ୍ଧୁ ବେହେରା ୭୯୫ ୦.୭୧ -
ଜନତା ଦଳ (ସଂ) ମହେଶ ପ୍ରସାଦ ସିଂହସାମନ୍ତ ୫୭୯ ୦.୫୧ -
ସମୃଦ୍ଧ ଓଡ଼ିଶା ମିହିର କୁମାର ମିଶ୍ର ୫୫୫ ୦.୪୯ -
ଭୋଟ ବ୍ୟବଧାନ ୧୬,୮୧୪ ୧୪.୯୨* -
ମତଦାନ ହାର ୧,୧୨,୬୯୬ ୭୨.୬୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାନୟାଗଡ଼ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ମାର୍ଚ୍ଚଶୀତଳ ଷଷ୍ଠୀ ଯାତ୍ରାସୁରେନ୍ଦ୍ର ମହାନ୍ତିଭାରତର ସଂସ୍କୃତିଚାଟ୍ ଜିପିଟିଅର୍ଥଶାସ୍ତ୍ରଅସହଯୋଗ ଆନ୍ଦୋଳନରସଗୋଲାଚାଣକ୍ୟଗୌତମ ବୁଦ୍ଧବିନ୍ଦୁପୁରୀ ଜିଲ୍ଲାଗୁଗଲବ୍ରଜନାଥ ରଥପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରକ୍ତଉଇକିଅଭିଧାନଲକ୍ଷ୍ମୀକାନ୍ତ ମହାପାତ୍ରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯଦୁମଣି ମହାପାତ୍ରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଓଡ଼ିଆ ସାହିତ୍ୟର ଇତିହାସବିନୋଦ ଚନ୍ଦ୍ର ନାୟକସିନ୍ଧୁ ନଦୀପାଇକ ଆଖଡ଼ାଅଷ୍ଟ୍ରିଆମାର୍ଚ୍ଚ ୨୧ଆରିଷ୍ଟୋଟଲଚିତ୍ତରଞ୍ଜନ ଦାସଖିଲିପାନଜାପାନ ସାଗରହରିପ୍ରସାଦ ଚୌରାଶିଆବୀଣାପାଣି ମହାନ୍ତିଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଜନ ଗଣ ମନହୀରାକୁଦ ବନ୍ଧସରଳା ଦେବୀଜମ୍ମୁ ତୱି ରେଳ ଷ୍ଟେସନଦଶାବତାରମେସିନ ଲର୍ଣ୍ଣିଙ୍ଗ୍ମନୋଜ ଦାସଛାୟାପଥଆଲୋକଜୟ ଜଗନ୍ନାଥବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଭିରାମ ପରମହଂସମଇ ଦିବସ୧୯ ମାର୍ଚ୍ଚଫୋସିନୋପ୍ରିଲଅଣସରଆଖୁ୩୦ ଅପ୍ରେଲ୪ (ସଂଖ୍ୟା)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରତୀକ୍ଷାକୋଷ୍ଠକାଠିନ୍ୟ୨୯ ମାର୍ଚ୍ଚଭୂମିକମ୍ପଜଗନ୍ନାଥଙ୍କ ବେଶପଖାଳସ୍ତନତ୍ରିପୁରା ମିଶ୍ରବ୍ରାଉଜରଓଡ଼ିଶାର ମାପ ବ୍ୟବସ୍ଥାପଥ ଓ ପୃଥିବୀ୨୦ ଅଗଷ୍ଟଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରହେମନ୍ତ କୁମାର ଦାସଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଅନନ୍ତ ବାସୁଦେବ ମନ୍ଦିର🡆 More