ଖଣ୍ଡପଡ଼ା ଗଡ଼ଜାତ ରାଜ୍ୟ: ଅତୀତର ଗଡ଼ଜାତ ଅଞ୍ଚଳ

ଖଣ୍ଡପଡ଼ା ରାଜ୍ୟ ବ୍ରିଟିଶ ରାଜ ଅମଳରେ ଭାରତର ଏକ ଗଡ଼ଜାତ ଅଞ୍ଚଳ ଥିଲା । ବର୍ତ୍ତମାନ ଓଡ଼ିଶାପ୍ରଦେଶର ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ।

ଖଣ୍ଡପଡ଼ା ଗଡ଼ଜାତ ଅଞ୍ଚଳ (Khandpara State)
ଖଣ୍ଡପଡ଼ା
ଗଡ଼ଜାତ ରାଜ୍ୟ of ବ୍ରିଟିଶ ଇଣ୍ଡିଆ
c. ୧୫୯୯–୧୯୪୮ ଖଣ୍ଡପଡ଼ା ଗଡ଼ଜାତ ରାଜ୍ୟ: ଅବସ୍ଥିତି, ଇତିହାସ, ଆଧାର

Flag of Khandpara

Flag

Location of Khandpara
Location of Khandpara
Imperial Gazetteer of Indiaରେ ଖଣ୍ଡପଡ଼ା ରାଜ୍ୟ
History
 •  Established c. ୧୫୯୯
 •  ରାଜ୍ୟମାନଙ୍କ ସହ ମିଶି ସଂଯୁକ୍ତ ଗଣରାଜ୍ୟ ଭାରତ ହେବାପରେ ୧୯୪୮
Area
 •  ୧୯୦୧ ୬୩୨ km2 (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୬" । sq mi)
Population
 •  ୧୯୦୧ ୭୭୯୨୯ 
Density ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୭" । /km2  (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୭" । /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press.

ଅବସ୍ଥିତି

ଖଣ୍ଡପଡ଼ା ରାଜ୍ୟର ଉତ୍ତର ସୀମାରେ ମହାନଦୀ ପ୍ରବାହିତ ହେଉଥିଲା । କାଳିଗିରି ନଦୀଠାରୁ କମେଇ ନଦୀ ପର୍ଯ୍ୟନ୍ତ ଏହାର ଶାସନ ସୀମା ପରିବ୍ୟାପ୍ତ ଥିଲା । ରାଜ୍ୟର ମୁଖ୍ୟ ସହର କଣ୍ଟିଲୋ ଥିଲା କିନ୍ତୁ ଏହାର ରାଜଧାନୀ ଖଣ୍ଡପଡ଼ାଠାରେ ଥିଲା ।

ଇତିହାସ

ରେବା ରାଜ୍ୟର ନୃପତିଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ଏହା ପ୍ରାରମ୍ଭରୁ ନୟାଗଡ଼ ରାଜ୍ୟର ଅଂଶ ବିଶେଷ ଥିଲା । ୧୫୯୯ରେ ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ଭାବେ ଯଦୁନାଥ ସିଂହ ମଙ୍ଗରାଜଙ୍କଦ୍ୱାରା ଅଲଗା ହୋଇଥିଲା । ସେ ଖଣ୍ଡପଡ଼ା ରାଜ୍ୟର ପ୍ରଥମ ଶାସକ ଥିଲେ ଯେ ଓଡ଼ିଶା ମହାରାଜାଙ୍କଠାରୁ 'ମଙ୍ଗରାଜ' ଉପାଧିରେ ଭୂଷିତ ହୋଇଥିଲେ । ଶାସକମାନେ ବାଘେଲା ବା ବାଘେଲା ରାଜବଂଶର ରାଜପୁତ ଥିଲେ । ୧୯୪୮ ଜାନୁଆରୀ ୧ ତାରିଖରେ ଖଣ୍ଡପଡ଼ା ରାଜ୍ୟର ଶେଷ ରାଜା ଭାରତରେ ମିଶ୍ରଣ ପାଇଁ ଚୁକ୍ତି କରିଥିଲେ ।


ଶାସକଗଣ

ଖଣ୍ଡପଡ଼ା ରାଜ୍ୟର ଶାସକମାନେ ରାଜା ନାମରେ ଭୂଷିତ ଥିଲେ । ଖଣ୍ଡପଡ଼ା ରାଜ ପରିବାରର ପ୍ରତୀକ ଥିଲା ବାଘମୁଣ୍ଡ । ରାଜ୍ୟର ଜାତୀୟ ଚିହ୍ନ ପଡ଼ୋଶୀ ନୟାଗଡ଼ ରାଜ୍ୟ ସହ ସମାନ ଥିଲା ।

ରାଜାମାନଙ୍କ ଶାସନକ୍ରମ

  • ୧୫୯୯-୧୬୭୫ ଯଦୁନାଥ ସିଂହ ମଙ୍ଗରାଜ ଖଣ୍ଡପଡ଼ା ରାଜ୍ୟର ପ୍ରଥମ ରାଜା
  • ୧୬୭୫ - ୧୭୦୯ ନାରାୟଣ ସିଂହ ମଙ୍ଗରାଜ
  • ୧୭୦୯ - ୧୭୨୩ ବାଲୁଙ୍କେଶ୍ୱର ସିଂହ ମଙ୍ଗରାଜ
  • ୧୭୨୩ - ୧୭୩୨ ବନମାଳୀ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୩୪ - ୧୭୭୦ ବୈରାଗୀ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୭୦ - ୧୭୯୪ ନୀଳାଦ୍ରି ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୯୪ - ୧୮୧୫ ନରସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୮୧୫ - ୧୮୨୧ ପୁରୁଷୋତ୍ତମ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୮୨୧ - ୧୮୪୨ କୃଷ୍ଣଚନ୍ଦ୍ର ସିଂହ ଭ୍ରମରବର ରାୟ
  • ୧୮୪୨ - ୧୮୬୭ କୁଞ୍ଜ ବିହାରୀ ସିଂହ ଭ୍ରମରବର ରାୟ
  • ୨୮ ଫେବୃଆରୀ ୧୮୬୭ - ୧୯୦୫ ନଟବର ମର୍ଦ୍ଦରାଜ ଭ୍ରମରବର ରାୟ (ଜନ୍ମ ୧୮୩୭ - ମୃତ୍ୟୁ ୧୯୦୫)
  • ୧୯୦୫ - ୨୬ ଡିସେମ୍ବର ୧୯୨୨ - ରାମଚନ୍ଦ୍ର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୨୬ ଡିସେମ୍ବର ୧୯୨୨ – ୧୫ ଅଗଷ୍ଟ ୧୯୪୭ ହରିହର ସିଂହ ଦେବ ମର୍ଦ୍ଦରାଜ ଭ୍ରମରବର ରାୟ (ଜନ୍ମ ୧୯୧୪ - ମୃତ୍ୟୁ ୧୯୭୭)

ଆଧାର

Tags:

ଖଣ୍ଡପଡ଼ା ଗଡ଼ଜାତ ରାଜ୍ୟ ଅବସ୍ଥିତିଖଣ୍ଡପଡ଼ା ଗଡ଼ଜାତ ରାଜ୍ୟ ଇତିହାସଖଣ୍ଡପଡ଼ା ଗଡ଼ଜାତ ରାଜ୍ୟ ଆଧାରଖଣ୍ଡପଡ଼ା ଗଡ଼ଜାତ ରାଜ୍ୟଓଡ଼ିଶାନୟାଗଡ଼ ଜିଲ୍ଲାଭାରତ

🔥 Trending searches on Wiki ଓଡ଼ିଆ:

ହରେକୃଷ୍ଣ ମହତାବପ୍ରତିଭା ଶତପଥୀନେପଚୁନବର୍ଷାଓଡ଼ିଆ ଖବରକାଗଜ ତାଲିକାବୌଦ୍ଧ ଧର୍ମଶ୍ରବଣ ( ରାମାୟଣ ର ଚରିତ୍ର )ଯଦୁମଣି ମହାପାତ୍ରଦ୍ଵାରକାଧୀଶ ମନ୍ଦିରରାଜକିଶୋର ରାୟଦାସକାଠିଆଧନୁ (ରାଶି)ଗୁରୁ ପ୍ରସାଦ ମହାନ୍ତିବିରଜା ମନ୍ଦିରମହାପ୍ରସାଦଦଶାବତାରଓଡ଼ିଶାର ଇତିହାସବିଭୂତି ପଟ୍ଟନାୟକଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଭକ୍ତ ଚରଣ ଦାସଭାରତୀୟ ଡାକ ସେବାଉତ୍କଳ ବ୍ରାହ୍ମଣସ୍ତନଗୀତଗୋବିନ୍ଦରକ୍ତଫାଇଲେରିଆଟ୍ରାପିଜିଅମବେଦକିଶୋରୀ ଚରଣ ଦାସସାମାଜିକ ଆନ୍ଦୋଳନମୁକ୍ତିକାନ୍ତ ମଣ୍ଡଳଚନ୍ଦ୍ରଶେଖର ନନ୍ଦବିରଳା ମନ୍ଦିର, ହାଇଦ୍ରାବାଦବଳକୁନ୍ତଳା କୁମାରୀ ସାବତକାଞ୍ଚି ଅଭିଯାନବୈକୁଣ୍ଠନାଥ ପଟ୍ଟନାୟକନାରୀବାଦକାଟୁଲୁ ରବି କୁମାରଥାଲକୁଡ଼ିସତ୍ୟନାରାୟଣ ରାଜଗୁରୁସ୍ଥୌଲ୍ୟତାହୃତ୍‌ପିଣ୍ଡବାଙ୍କୀଜୟୀରାମ ସାମଲଶୀତଳ ଷଷ୍ଠୀ ଯାତ୍ରାwiki.phtml୪ (ସଂଖ୍ୟା)ଭାରତୀୟ ସମ୍ବିଧାନୟୁରୋପଓଡ଼ିଆପ୍ରଥମ ବିଶ୍ୱଯୁଦ୍ଧବେଣୁଧର ରାଉତରମାକାନ୍ତ ରଥପକୋଡ଼ାରାଜ ଯୋଗତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଚିଲିକା ହ୍ରଦପ୍ରାଣକୃଷ୍ଣ ପରିଜାପଙ୍କଜ ଉଧାସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦାଶରଥି ଦାସଓଡ଼ିଶାର ସଂସ୍କୃତିବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରାଣୀଶିବଶେୟାର ବଜାରଓଡ଼ିଆ ସାହିତ୍ୟର ଇତିହାସକଳାପାହାଡ଼ଭଦଭଦଳିଆଟିଣଶ୍ରାଦ୍ଧତୁଳସୀ ଗଛ🡆 More