କସର୍ଦା

]

କସର୍ଦା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଟକ
ବ୍ଲକନିଆଳି
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୫୪ ୧୦୫
ଯାନବାହାନ ପଞ୍ଚୀକରଣOD/05

କସର୍ଦା, କଟକ ଜିଲା ନିଆଳି ବ୍ଲକର ଅନ୍ତର୍ଗତ ଏକ ବଡ଼ ଗ୍ରାମ । ଏହା ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ । ଛିଣ୍ଡା ନଦୀକୂଳରେ ପ୍ରାକୃତିକ ପରିବେଶ ଭରା ଏହି ଗ୍ରାମଟି ବିଶେଷ କାରଣରୁ ଗୁରୁତ୍ୱ ରଖେ । ଏହି ଗ୍ରାମରେ ପ୍ରସିଦ୍ଧ ଦିପୋଟି ମେଳଣ ଅନୁଷ୍ଠିତ ହୁଏ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକେ ଏହି ମେଳଣ ଦେଖିବାକୁ ଆସନ୍ତି । ଗ୍ରାମ ଉନ୍ନତିରେ ଶ୍ରେୟ ଦିଆଯାଏ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ । ଏଠାରେ ହାଟ, ଡାକ୍ତରଖାନା, ଡାକଘର, ପଶୁ ଡାକ୍ତରଖାନା ପ୍ରତିଷ୍ଠା ପଛରେ ତାଙ୍କର ଅବଦାନ ଅତୁଳନୀୟ । ଗ୍ରାମରେ ଦୁଇଟି ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି । ଧ୍ୟାନ ଦାସ ଗାଦୀ ପୀଠ ମଧ୍ୟ ଅଛି । ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟ ନାମରେ ଏକ କଲେଜ ଅଛି । କସର୍ଦାର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ ବହୁ ପୁରାତନ ଅନୁଷ୍ଠାନ । ଗ୍ରାମର ଜଣେ ଶିକ୍ଷାବିତ ଗଙ୍ଗାଧର ମହାପାତ୍ର ଅଂକୁର ନାମରେ ଏକ ପତ୍ରିକା ସଂପାଦନା କରୁଛନ୍ତି । ଏଥିରେ ଗ୍ରାମାଞ୍ଚଳ ଲେଖକଙ୍କ ଲେଖା ପ୍ରକାଶ ପାଉଛି । ଗ୍ରାମର ବହୁ ବ୍ୟକ୍ତି ବିଶେଷ ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଲଡୁମଧୁସୂଦନ ଦାସଜାତୀୟ ଆଇନ ସେବା ଦିବସ୨୦୦୬କାକରା ପିଠାପରଜାଗାୟତ୍ରୀବାଳା ପଣ୍ଡାମେଦ ବହୁଳତାଓଡ଼ିଶାରେ କୋଭିଡ-୧୯ ମହାମାରୀସ୍ତୁତି ଚିନ୍ତାମଣିପ୍ରଧାନ ପୃଷ୍ଠାଗୋପାଳ (ଜାତି)ଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଆ ନାଟକଶନିଗୋପାଳ ଚନ୍ଦ୍ର ପ୍ରହରାଜରାଧାନାଥ ରାୟଅନନ୍ତ ନାରାୟଣ ସିଂହ ଦେଓଓଡ଼ିଶାର ଇତିହାସଅଞ୍ଜଳି (କବିତା ସଙ୍କଳନ)ପ୍ରତାପ କେଶରୀ ଦେଓୟୁନେସ୍କୋଉତ୍କଳ ସମ୍ମିଳନୀକାଙ୍ଗାଳି ଚରଣ ପଣ୍ଡାଉତ୍କଳ ରତ୍ନ ସମ୍ମାନଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭାଜିନିସମସତୁଳସୀସାହାଣମେଲାଅମୃତ ଫଳଯଶୋଧାରା ମିଶ୍ରଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀନୀଳାଦ୍ରି ଭୂଷଣ ହରିଚନ୍ଦନକଲରାପତରିଆ ବାଘମହାତ୍ମା ଗାନ୍ଧୀମନୋଜ ଦାସଙ୍କ କଥା ଓ କାହାଣୀହରେକୃଷ୍ଣ ମହତାବଭାସ୍କୋ ଡା ଗାମାଠିଆକିଆ ବେଶକୃଷ୍ଣତପସ୍ୱିନୀଓଡ଼ିଆ ଭାଷାମେଘସୀତା ବିବାହରଥଯାତ୍ରା (ବହୁବିକଳ୍ପ)ମହୁକୋଚିଲାଛବିଳ ମଧୁ ବର୍ଣ୍ଣବୋଧଆଡ଼କିଆ ବେଶରାଜ୍ୟ ସଭାପଞ୍ଚାୟତ ରାଜଖଣ୍ଡାୟତକନ୍ନଗୀରାଜେନ୍ଦ୍ର ନାରାୟଣ ସିଂହଦେଓକିଶୋରଚନ୍ଦ୍ରାନନ ଚମ୍ପୂରସାବଳିସୁରମା ପାଢ଼ୀଚାରି ଧାମଓଡ଼ିଶାର କଳାବ୍ରହ୍ମପୁରଗରୁଡ଼ବୈଶାଖଓ ଅନ୍ଧଗଳିକୋଇଲି ଚଉତିଶାଉପେନ୍ଦ୍ର କିଶୋର ଦାସଓଡ଼ିଶାର ଲୋକନୃତ୍ୟପୁନମ ମିଶ୍ର🡆 More