କର୍ଲାପାଟ ଅଭୟାରଣ୍ୟ: ଅଭୟାରଣ୍ୟ

କର୍ଲାପାଟ ଅଭୟାରଣ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ ଏକ ଅଭୟାରଣ୍ୟ । ଏହି ପର୍ଯ୍ୟଟନସ୍ଥଳୀକୁ ସାରା ଭାରତରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକମାନେ ଆସିଥାନ୍ତି । କଳାହାଣ୍ଡିର ସଦର ମହକୁମା ଭବାନୀପାଟଣା ସହରରୁ କର୍ଲାପାଟର ଦୁରତ୍ୱ ୩୫ କିଲୋମିଟର ।

ଗମନାଗମନ ଓ ରହଣି ସୁବିଧା

ଅକ୍ଟୋବର ମାସରୁ ମେ  ମାସ ଯାଏଁ କର୍ଲାପାଟ ଭ୍ରମଣ ପାଇଁ ସୁବିଧା ସମୟ । ଭବାନୀପାଟଣା ପର୍ଯ୍ୟନ୍ତ ରେଳ ଓ ରାଜପଥ ଦେଇ ଯାଇ ହୁଏ । ଏହା ନିକଟରେ ରାଇପି ନାମକ ପାସେଞ୍ଜର ହଲ୍ଟ ମଧ୍ୟ ରହିଛି । ରାତ୍ରରହଣି ପାଇଁ ଭବାନୀପାଟଣାରେ ସରକାରୀ ପାନ୍ଥନିବାସ ସହ ହଟେଲ ମାନ ମଧ୍ୟ ଉପଲବ୍ଧ । ଏହି ଅଭୟାରଣ୍ୟ ମଧ୍ୟରେ ଏକ ପାନ୍ଥନିବାସ ମଧ୍ୟ ଅଛି । ଆଗରୁ ବୁକିଙ୍ଗ କରି ସେଠାରେ ମଧ୍ୟ ରାତ୍ର ଯାପନ ସୁବିଧା ଅଛି । ରାତ୍ରକାଳରେ ଜୀବଜନ୍ତୁ ଦେଖିବାର ସୁବିଧା ମଧ୍ୟ ଉପଲବ୍ଧ ।

ଜୀବଜନ୍ତୁ ଓ ଅରଣ୍ୟ

ଅଭୟାରଣ୍ୟଟି ୨୫୫ ବର୍ଗକିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ପୂର୍ବୀୟ ମାଳଭୂମି ଅଚଳର ନିଘଞ୍ଚ ଅରଣ୍ୟ ଏହି ଇଲାକାରେ ରହିଥାଏ । ବିଭିନ୍ନ ମୂଲ୍ୟବାନ ବୃକ୍ଷ ରାଜି ସହ ଜାଳେଣୀ କାଠ ମଧ୍ୟ ପ୍ରଚୁର ପରିମାଣରେ ଏହି ଅରଣ୍ୟରେ ଉପଲବ୍ଧ ହୁଏ । ଏହାର ଅରଣ୍ୟାଞ୍ଚଳରେ ବାଘ , ଚିତା ବାଘ , ହରିଣ, ସଂଭର ନୀଳ ଗାଈ , ଓ ବହୁ ପ୍ରକାର ପକ୍ଷୀ , ସରୀସୃପ ବସାବାସ କରିଥାଆନ୍ତି ।  

କର୍ଲାପାଟ ଅଭୟାରଣ୍ୟ: ଅଭୟାରଣ୍ୟ 
KARLAPAT CHECK GATE
କର୍ଲାପାଟ ଅଭୟାରଣ୍ୟ: ଅଭୟାରଣ୍ୟ 
KARLAPAT ROAD

ଆଧାର

Tags:

ଓଡ଼ିଶାକଳାହାଣ୍ଡି ଜିଲ୍ଲାଭବାନୀପାଟଣାଭାରତ

🔥 Trending searches on Wiki ଓଡ଼ିଆ:

ଖାରବେଳବେଲଗୌରହରି ପରିଚ୍ଛାରଜନୀକାନ୍ତ ମହାନ୍ତିକମ୍ପ୍ୟୁଟରଦଶାବତାରକୃଷ୍ଣରବୀନ୍ଦ୍ରନାଥ ଠାକୁରସୀତାକାନ୍ତ ମହାପାତ୍ରକରଣ (ଜାତି)ଲାଉଡଙ୍କିଆ ସାପନଟବର ସାମନ୍ତରାୟଯୌନ ସମ୍ଭୋଗବ୍ୟାଙ୍କଫେସବୁକମହାଦେଶଜୟୀ ରାଜଗୁରୁଟଗରପଣା ସଂକ୍ରାନ୍ତିନମିତା ଅଗ୍ରୱାଲମହାପ୍ରସାଦତାମିଲ ଭାଷାଗୋପାଳ ଛୋଟରାୟକଟକସୌରଭ ଗାଙ୍ଗୁଲିଗୁରୁ ପ୍ରସାଦ ମହାନ୍ତିଓଡ଼ିଶାର କଳାଜ୍ଞାନପୀଠ ପୁରସ୍କାରପ୍ରଜାତନ୍ତ୍ରନବକୃଷ୍ଣ ଚୌଧୁରୀଅନନ୍ତ ପଟ୍ଟନାୟକଜିନା ସାମଲପରଶମଣି (ଉପନ୍ୟାସ)ଗୁଗଲଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସଚ୍ଚିଦାନନ୍ଦ ରାଉତରାୟଫାଶୀରେଖାମନୋଜ କୁମାର ପଣ୍ଡା୧ ମଇମାଦଳା ପାଞ୍ଜିଭାରତକନକ ଚଢ଼େଇବୁଢ଼ୀ ଠାକୁରାଣୀ ଯାତ୍ରାରାଜନୀତି ବିଜ୍ଞାନଦେବସ୍ନାନ ପୂର୍ଣ୍ଣିମାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଭାସ୍କୋ ଡା ଗାମାଗୋପବନ୍ଧୁ ଦାସଦୁର୍ଗାସରସ୍ୱତୀ ସମ୍ମାନଜଗନ୍ନାଥଙ୍କ ଧୂପଜଗନମୋହ‌ନ ଲାଲଅର୍ଜୁନଏଚଆଇଭି/ଏଡସରବର୍ଟ ମୂଗଜଗନ୍ନାଥଙ୍କ ବେଶସୁମନ ରାଓଓଡ଼ିଶାର ଭୂଗୋଳଗୋବିନ୍ଦ ଚନ୍ଦ୍ର ମାଝୀଅଗ୍ରବାହୁ ଭଗ୍ନଦୂତୀବାହନ ଓଷାଫତୁରାନନ୍ଦଲକ୍ଷ୍ମୀ ପୂଜାସୁଭାଷ ଚନ୍ଦ୍ର ବୋଷକେଟି ବଉମ୍ୟାନଓଡ଼ିଆ ନାଟକ🡆 More