ବିଧାନ ସଭା ନିର୍ବାଚନ ମଣ୍ଡଳୀ କରଞ୍ଜିଆ

କରଞ୍ଜିଆ (କ୍ରମିକ ସଂଖ୍ୟା: ୩୦) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କରଞ୍ଜିଆ (ବି), କରଞ୍ଜିଆ ବ୍ଳକ, ଠାକୁରମୁଣ୍ଡା ବ୍ଳକ ଓ କପ୍ତିପଦା ବ୍ଳକର କିଛି ଅଂଶ ।

କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୫,୬୮୬
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ କୁମାର ନାଏକ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଜୋତ୍ସା ବନସିଂହଙ୍କଠାରୁ ୧୩୫୫୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ କୁମାର ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯବମଣୀ ଟୁଡୁଙ୍କଠାରୁ ୨୧,୪୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, କରଞ୍ଜିଆ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟ କୁମାର ନାୟକ ୩୮,୯୩୪ ୩୭.୩୧ -
କଂଗ୍ରେସ ଯବମଣୀ ଟୁଡୁ ୧୭,୫୩୩ ୧୬.୮୦ -
ଭାଜପା ସୁମନ୍ତ୍ର ନାୟକ ୧୬,୬୮୭ ୧୫.୯୯ -
ସ୍ୱାଧୀନ ପଦ୍ମଚରଣ ହଇବୁରୁ ୧୪,୫୯୭ ୧୩.୯୯ -
ଝାମୁମୋ ଭୋଳାନାଥ ମାଝି ୪,୫୩୫ ୪.୩୫ -
ସ୍ୱାଧୀନ ବୈଦ୍ୟନାଥ ସିଂହ ୩,୫୭୩ ୩.୪୨ -
ବସପା କୃଷ୍ଣ ଚନ୍ଦ୍ର ନାୟକ ୨,୧୯୨ ୨.୧୦ -
ସମୃଦ୍ଧ ଓଡ଼ିଶା କଳାକାର ମଢ଼େଇ ୧,୩୨୧ ୧.୨୭ -
କଳିଙ୍ଗ ସେନା ଭଗବାନ ସୋୟେ ୧,୨୦୧ ୧.୧୫ -
ସପା ବସନ୍ତ ହେମ୍ବ୍ରମ ୧,୦୯୦ ୧.୦୪ -
ରାଷ୍ଟ୍ରବାଦୀ ସେନା ସୁରଥ ନାୟକ ୧,୦୩୮ ୦.୯୯ -
ଭୋଟ ବ୍ୟବଧାନ ୨୧,୪୦୧ ୨୦.୫୧* -
ମତଦାନ ହାର ୧,୦୪,୫୨୭ ୬୮.୯୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୭ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭାରତ ଛାଡ଼ ଆନ୍ଦୋଳନ୨୮ ଜାନୁଆରୀକରଣ (ଜାତି)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଖ୍ରୀଷ୍ଟ ଧର୍ମଏକାଦଶୀଭଗବତ ଗୀତାଟୁକୁନି ସାହୁଗୌରହରି ପରିଚ୍ଛାବେଦାନ୍ତବାଲେଶ୍ୱର ଜିଲ୍ଲାପର୍ଶୁରାମ (ଓଡ଼ିଆ କଥାଚିତ୍ର)ବୌଦ୍ଧ ଧର୍ମବୀଣାପାଣି ମହାନ୍ତିଅଶ୍ୱତ୍ଥାମାଯୌଥ ପରିବାରଅଖିଳ ମୋହନ ପଟ୍ଟନାୟକମହାପାତ୍ର ନୀଳମଣି ସାହୁଗୋବିନ୍ଦ ଚନ୍ଦ୍ର ମାଝୀମାନସିକ ଦୃଢ଼ତାଅମ୍ଳରୋଗରଜନୀକାନ୍ତ ମହାନ୍ତିପ୍ରତିଭା ରାୟତାମିଲ ଭାଷାସ୍ୱାମୀ ନାରାୟଣଓଡ଼ିଆ ଭାଷାଆମ୍ରେଲି୨୬ ମାର୍ଚ୍ଚବନ୍ଦେ ମାତରମନରେନ୍ଦ୍ର ମୋଦୀରେବତୀ (କ୍ଷୁଦ୍ରଗଳ୍ପ)ସୁରେନ୍ଦ୍ର ମହାନ୍ତିଗୀତା ପ୍ରେସ , ଗୋରଖପୁର୨୪ ମାର୍ଚ୍ଚବୁଦ୍ଧ ପୂର୍ଣ୍ଣିମାଫେସବୁକତେଲ ନଦୀଗାଜରକୃଷ୍ଣକାର୍ତ୍ତିକ ଚନ୍ଦ୍ର ରଥଚିତାବାଘସଜନାଟୁଇଟରନବୀନ ପଟ୍ଟନାୟକମୁମ୍ବାଇଜଗନ୍ନାଥ ମନ୍ଦିରମହାଭାରତଷୋଳପୂଜାପ୍ରାଣୀସ୍ୱାମୀ ବିବେକାନନ୍ଦଜିନା ସାମଲଉତ୍କଳ ବ୍ରାହ୍ମଣଲାଞ୍ଜିଆ ସଉରା ଜନଜାତିମଣିପୁରଏଚଆଇଭି/ଏଡସସୌରଭ ଗାଙ୍ଗୁଲିଜ୍ଞାନପୀଠ ପୁରସ୍କାରଚାର୍ଲସ ଡାରଉଇନମହାଦେଶଇନ୍ଦିରା ଗାନ୍ଧୀଯଶୋଧାରା ମିଶ୍ରବୁଢ଼ୀ ଠାକୁରାଣୀ ଯାତ୍ରାହିନ୍ଦୁ ସମୟ ଗଣନାଯୌନ ସମ୍ଭୋଗଗଣେଶ ପୂଜାଧଳା ଶାଙ୍କୁଚସୌଭାଗ୍ୟ କୁମାର ମିଶ୍ର🡆 More