ଓଡ଼ିଶା ସାହିତ୍ୟ ଏକାଡେମୀ

ଓଡ଼ିଆ: ଓଡ଼ିଶା ସାହିତ୍ୟ ଏକାଡେମି ଏକ ସ୍ୱୟଂଶାସିତ ସାହିତ୍ୟିକ ଅନୁଷ୍ଠାନ । ଏହା ଓଡ଼ିଶା ସରକାର ୧୯୫୭ ମସିହାରେ ଗଠନ କରିଥିଲେ। । ଏହାର ଲକ୍ଷ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ , ସାହିତ୍ୟ ସମ୍ବନ୍ଧୀୟ କ୍ରିୟାକଳାପଦ୍ୱାରା ଓଡ଼ିଶାର ସାଂସ୍କୃତିକ ଐକ୍ୟ ସୁଦୃଢ କରିବା । ୧୯୭୦ ମସିହା ଜୁଲାଇ ୨୫ ତାରିଖରେ ସାହିତ୍ୟ ଏକାଡେମୀର ସମ୍ବିଧାନ ପ୍ରଣୟନ କରାଯାଇଥିଲା ଓ ଏହାକୁ ସ୍ୱୟଂଶାସିତ ସଂଗଠନର ମର୍ଯ୍ୟଦା ଦିଆ ଯାଇଥିଲା ।

ଓଡ଼ିଶା ସାହିତ୍ୟ ଏକାଡେମୀ
ସ୍ଥାପନାଜୁଲାଇ 25, 1957; 66 years ago (1957-୦୭-25)
ସଭାପତିହୃଷୀକେଶ ମଲ୍ଲିକ
ସଚିବପ୍ରବୋଧ କୁମାର ରାଉତ
ୱେବ୍‌ସାଇଟodishasahityaakademi.org/

ଓଡ଼ିଶା ସାହିତ୍ୟ ଏକାଡେମୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ଏହି ସଂସ୍ଥାପନ ନିମ୍ନଲିଖିତ କାର୍ଯ୍ୟକଳାପ  ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ।

ପୁରସ୍କାର

  • ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର
  • ସାହିତ୍ୟ ଏକାଡେମୀ ପୁରସ୍କାର
  • ଯୁବ ପ୍ରତିଭା ସମ୍ମାନ
  • ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା

ପ୍ରକାଶନ

ଓଡ଼ିଆ ଲେଖା ଏବଂ ପୁସ୍ତକ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବା ଏକାଡେମୀର ଅନ୍ୟତମ କାର୍ଯ୍ୟ ।

ସାହିତ୍ୟ ପ୍ରୋତ୍ସାହନ

  • ଆଲୋଚନା ଚକ୍ର ଆୟୋଜନ

ଆଧାର

Tags:

ଓଡ଼ିଶା ସାହିତ୍ୟ ଏକାଡେମୀ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ଆଧାରଓଡ଼ିଶା ସାହିତ୍ୟ ଏକାଡେମୀଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶାରଳା ପୁରସ୍କାରକୁଞ୍ଜବିହାରୀ ଦାଶସୁନାଇବାଣ୍ଡ୍ରୋନିକ ଏସିଡଜଣ୍ଡିସ୍ବନ୍ଦେ ମାତରମହନୁମାନଜଳଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଜଗନ୍ନାଥ ଦାସବୃହସ୍ପତିକଳିଙ୍ଗ ଯୁଦ୍ଧସୀତାକାନ୍ତ ମହାପାତ୍ରବିଜୟ ମିଶ୍ରବିଜ୍ଞାନଅକ୍ଷାଂଶବେଲଇଣ୍ଡିଆନ ପ୍ରିମିଅର ଲିଗଅକ୍ଷି ତୃତୀୟାଓଡ଼ିଶୀମ୍ୟାଲେରିଆପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସାରଳା ଦାସଶ୍ରୀ ଅରବିନ୍ଦଓଡ଼ିଆ ସାହିତ୍ୟଫିଲିପାଇନ୍ସଚନ୍ଦ୍ରଶେଖର ଆଜାଦ୧୨ ଅପ୍ରେଲହନୁମାନ ଜୟନ୍ତୀକାଠଚମ୍ପାକଟକପ୍ରେମସଜନାଅନ୍ନଦା ଶଙ୍କର ରାୟଭାରତୀୟ ଜାତୀୟ କଂଗ୍ରେସନାରୀବାଦନେରାଟିନିବହେଲୋ ନେଟୱର୍କଟେସାମୋରେଲିନବାଘଅମର ପ୍ରସାଦ ଶତପଥୀଅଣସରମୀନ (ମାସ)ଔଷଧୀୟ ଗଛଲତାମାନଙ୍କର ତାଲିକାରାମଚନ୍ଦ୍ର ବେହେରାଅଂଶୁପା ହ୍ରଦଖଣ୍ଡାୟତମକର (ରାଶି)କରଣ (ଜାତି)ଚକ୍ରଧର ବେହେରା୨୫ ମାର୍ଚ୍ଚଯକୃତଇରା ମହାନ୍ତିଏଡା ଲଭ୍‌ଲେସ୍‌କବିସୂର୍ଯ୍ୟ ବଳଦେବ ରଥବିମ୍ବାଧର କୁଅଁରକଦଳୀଗଛପ୍ରାଣୀରଜwiki.phtmlଲକ୍ଷ୍ମଣ ନାୟକଉତ୍କଳ ଦିବସଅଦା🡆 More