ଏକତ୍ରିକରଣ

ଏକତ୍ରିକରଣ ଏକ ସମାନ କାରଣ ହେତୁ ଏକା ସହିତ କିଛି ଲୋକ କିମ୍ବା ସମୂହର ଏକା ସହିତ ସଂଯୁକ୍ତ ସହଯୋଗ ଦେଇ କୌଣସି କାର୍ଯ୍ୟ କରିବାକୁ ଏକତ୍ରିକରଣ କୁହାଯାଇଥାଏ । ଏହି ଏକତ୍ରିକରଣ ଅସ୍ଥାୟୀ କିମ୍ବା ସୁବିଧା ଅନୁସାରେ ମଧ୍ୟ ହୋଇପାରେ । ଏହାର କାର୍ଯ୍ୟ ମୁଖ୍ୟତଃ କିମ୍ବା ସମାନୟତଃ ଏକପ୍ରକାର ହୋଇଥାଏ ଅଥବା ଏହା କୌଣସି ଅନ୍ୟପ୍ରକାରର ହୋଇଥିବା ହେତୁ ଏକତ୍ରିକରଣରେ ବାନ୍ଧି ହୋଇଯାଏ ।

ରାଜନୀତି ଏବଂ ସରକାର

ଏକତ୍ରିକରଣ ସରକାର, ଏକ ସଂସଦୀୟ ପ୍ରଣାଳୀରେ , ପାର୍ଟୀମାନଙ୍କ ଏକତ୍ରିକରଣରେ ତିଆରି ଏକ ସରକାର ଅଟେ । ଅଷ୍ଟ୍ରେଲିଆରେ ଏକତ୍ରିକରଣ ମଧ୍ୟ 1922 ମସିହା ପରେ ତିନୋଟି ଦଳରେ (ଉଦାର ବାଦୀ, ନାଗରିକ ଏବଂ ଦେଶ ଉଦାର ବାଦୀ) ସଂଘୀୟ ରାଜନୀତିରେ ଉପସ୍ଥିତ ଏକ ଏକତ୍ରିକରଣର ଉଲ୍ଲେଖ କରାଯାଇଥାଏ । ଏହା ଏକ ସଂସଦୀୟ ଏକତ୍ରିକରଣର ଗଠନ ଅଟେ ।

ଅର୍ଥଶାସ୍ତ୍ର

ଅର୍ଥଶାସ୍ତ୍ରରେ ଏକତ୍ରିକରଣ ଗ୍ରାହକ ମାନଙ୍କ ମଧ୍ୟରେ ବିଶ୍ୱାସ ବଢାଇବା ହେତୁ ବହୁ ନାମୀ ଦାମୀ କମ୍ପାନୀ ନିଜ ନିଜ ଭିତରେ ସହଯୋଗ କରି ଏକ ଏକତ୍ରିକରଣ ପ୍ରସ୍ତୁତ କରିଥାଏ । ଏହି କାରଣରୁ ଗ୍ରାହକମାନଙ୍କର ସେହି ସବୁ କମ୍ପାନୀ ମାନଙ୍କ ଉପରେ ବିଶ୍ୱାସ ବଢିଯାଏ ଏବଂ ସେହି ବିଶ୍ୱାସ ପାଇଁ କମ୍ପାନୀଗୁଡ଼ିକ ଅଧିକ ଲାଭ କମାଇବାରେ ସଫଳ ହୋଇଯାଏ ।

ସେନା

ଦୁଇ କିମ୍ବା ତା'ଠାରୁ ଅଧିକ ସୈନ୍ୟ ମାନଙ୍କ ମଧ୍ୟରେ କୌଣସି ଅଭିଯାନ ହେତୁ ଏକତ୍ରିକରଣ ତିଆରି ହୋଇଥାଏ , ଯାହାଦ୍ୱାରା ସମସ୍ତେ ଗୋଟିଏ କଥା ମାନିଥାନ୍ତି ।

ସାମାଜିକ ସମୂହ

ଏକ ଅନୁସନ୍ଧାନରୁ ଜଣା ପଡ଼ିଛି କି, ସାମାଜିକ ସମୂହ କୌଣସି ପ୍ରକାରର ଏକତ୍ରିକରଣକୁ ନିଜର କରିଥାଏ ।

ବାହାର ଲିଙ୍କ

ଆଧାର

Tags:

ଏକତ୍ରିକରଣ ରାଜନୀତି ଏବଂ ସରକାରଏକତ୍ରିକରଣ ବାହାର ଲିଙ୍କଏକତ୍ରିକରଣ ଆଧାରଏକତ୍ରିକରଣ

🔥 Trending searches on Wiki ଓଡ଼ିଆ:

କାତ୍ୟାୟିନୀଶ୍ରୀକ୍ଷେତ୍ର ଦେବାଦେବୀନୀଳକଣ୍ଠ ଦାସ୧୯୬୯ଚେକ୍ ଗଣରାଜ୍ୟନିଓୱାଇଜ ଧୂମକେତୁ୨୧ହରେ କୃଷ୍ଣସଲମାନ ଖାଁଗୋମାଂସମାଦଳା ପାଞ୍ଜିଚିନ୍ତାମଣି ମହାନ୍ତିଗୌରୀଶଙ୍କର ରାୟଅସହଯୋଗ ଆନ୍ଦୋଳନ୮ ଜୁଲାଇଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପାର୍ବତୀ୧୯୭୮ବିଭୂତି ପଟ୍ଟନାୟକଅପର୍ଣ୍ଣା ମହାନ୍ତିନାଗଫେଣୀ ଗଛ୨୦୨୩ର ଓଡ଼ିଆ କଥାଚିତ୍ରଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ଯନ୍ତ୍ରଣାସମ୍ବାଦISBN (identifier)ବୈଷୟିକ ବିଜ୍ଞାନମାଳଦ୍ଵୀପକଳାହାଣ୍ଡି ଜିଲ୍ଲାସାମବେଦଶକ୍ତିଗଜପତି ମହାରାଜାଓଡ଼ଗାଁମନୋଜ ଦାସ୨୬ ଜାନୁଆରୀକୋଡିନକେରଳନିତ୍ୟାନନ୍ଦ ମହାପାତ୍ରଆରବ ସାଗରପାରମିତା ଶତପଥୀବର କୋଳିକବିସୂର୍ଯ୍ୟ ବଳଦେବ ରଥବୌଦ୍ଧ ଧର୍ମବ୍ରହ୍ମା ମନ୍ଦିର, ବିନ୍ଦୁସାଗରବିଶ୍ୱଜିତ ଦାସକେନିଆସୀତାକାନ୍ତ ମହାପାତ୍ରସମ୍ବଲପୁରୀ ଭାଷାସଚ୍ଚିଦାନନ୍ଦ ରାଉତରାୟସମ୍ବଲପୁରଜର୍ଜ କ୍ୟାଣ୍ଟରଅବୁଜାଜଗନ୍ନାଥଙ୍କ ବେଶଏସିଆସାନ୍ତାଳ ଜନଜାତିଓଡ଼ିଶାର ଲୋକକଳାଡାଇଭର୍ଟିକୁଲାଇଟିସ୍ଭଦ୍ରକମାର୍କ ଜୁକରବର୍ଗରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶାରେ ଶିଳ୍ପନେଲସନ ମଣ୍ଡେଲାଓଡ଼ିଆ ଭାଷାଛବିଳ ମଧୁ ବର୍ଣ୍ଣବୋଧକାଳୀକା ଭଗବତୀ ମନ୍ଦିରକାହ୍ନୁଚରଣ ମହାନ୍ତିଇନ୍‌ଫ୍ଲୁଏଞ୍ଜାୟୁକ୍ରେନରୁକୁଣା ରଥଯାତ୍ରା🡆 More