ଅଭିଲେଖ: ୧ · ୨ · ୩ · ୪ · ୫ · ୬ · ୭ · ୮ · ୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · ୨୩
ଆଲୋଚନା ସଭା ଅଭିଲେଖ | |
---|---|
ଏହି ପୃଷ୍ଠାରେ ଥିବା ଆଲୋଚନାଗୁଡ଼ିକୁ ଆଲୋଚନା ସଭାରୁ ଆଣି ଏଠାରେ ସାଇତାଯାଇଛି । ଦୟାକରି ଏହି ପୃଷ୍ଠାରେ କିଛି ବଦଳ କରନ୍ତୁ ନାହିଁ । ଯଦି ଆପଣ ଏଠାରେ ଆଲୋଚନା ହୋଇଥିବା କୌଣସି ବିଷୟ ଉପରେ ପୁଣି ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ଏଠାରେ କ୍ଲିକ କରି ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ କିମ୍ବା ସେହି ବିଷୟ ଉପରେ ଥିବା ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ । | |
|
ଏହି ବର୍ଷ ଉଇକିକିମାନିଆରେ ମୁଁ ଉଇକିମିଡ଼ିଆ SAARC ମେଳଣରେ ଭାଗ ନେଇଥିଲି, ମେଳଣ ବେଳେ ଉଇକିସମ୍ମିଳନୀ ଭାରତ ୨୦୧୮ ବିଷୟରେ ଆଲୋଚନା ହେଇଥିଲା ଓ ଓଡ଼ିଆ ସମୁଦାୟ ତରଫରୁ ଏହା ଓଡ଼ିଶାରେ କରିବାର ପ୍ରସ୍ତାବ ଦେଇଥିଲି । ଏହି ସମ୍ମିଳନୀଟି ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ଓ ପ୍ରସାର ନିମନ୍ତେ ସହାୟତା କରିବ ଓ ଅଧିକ ଉଇକିଆଳି ଯୋଡ଼ିହେବେ ଆଶା କରୁଛି । ଏହି ସମ୍ମିଳନୀ ସହ ଓଡ଼ିଆ ଉଇକିଅଳିଙ୍କ କାମ ବିଷୟରେ ଅଧିକ ଲୋକ ଜାଣିପାରିବେ ଓ ଏହା Usergroup ପାଇଁ ଏକ ବଡ଼ ପ୍ରକଳ୍ପ ମଧ୍ୟ ହେବ । ଅଧିକ ଆଲୋଚନା ପାଇଁ ତଳେ ମତାମତ ଦିଅନ୍ତୁ-ଶୈଳେଶ (କିଛି ପଚାରିବେ?) ୨୧:୨୮, ୩୦ ଅଗଷ୍ଟ ୨୦୧୭ (IST)
ଓଡ଼ିଆ ଉଇକିପିଡ଼ିଆରେ ସବୁ ଆଡେ ଦ୍ୱାରା ଏମିତି ଲେଖା ହେଉଛି କିନ୍ତୁ ସାଧାରଣତଃ ଦ୍ଵାରା ଏମିତି ଲେଖା ହେଉଛି ତେବେ କୋଉଟା ଠିକ ଟିକେ ମତ ଦେଲେ ଆମେ ସେଇ ଅନୁସାରେ ବଦଳ କରିବା । ତିନୋଟି ଅପସନ ଅଛି ।
ମତାମତ ଦେବାକୁ ଅନୁରୋଧ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୧୦, ୧ ସେପ୍ଟେମ୍ବର ୨୦୧୭ (IST)
ନମସ୍କାର,
ଏହି ବର୍ଷ ଉଇକିମାନିଆରେ ମୁଁ ନିକୋଲ ସାଡଙ୍କୁ ଭେଟିଥିଲି ଓ କିସରେ ହେଇଥିବା ଆମର WEP ବିଷୟରେ ଜଣେଇଥିଲି, ଡିସେମ୍ବର ମାସରେ ତାଙ୍କର ଏସିଆ ଗସ୍ତ ଅଛି ଓ ଏହି ଗସ୍ତରେ ସେ ଓଡ଼ିଶା, କର୍ଣାଟକ ଓ ଆନ୍ଧ୍ରାର କିଛି WEP ପାର୍ଟନର ମାନଙ୍କୁ ଭେଟିବାର ଯୋଜନା ରଖିଛନ୍ତି । ଭୁବନେଶ୍ୱର ଗସ୍ତରେ ମୁଁ ଏବେ ଯାଏଁ କିସ ଓ କିଟ ବିଶ୍ୱବିଦ୍ୟାଳୟ ସହିତ ଗୋଟିଏ ମିଟିଙ୍ଗ ରଖିଛି, ନିକୋଲ ୭-୮ ଡିସେମ୍ବରରେ ଭୁବନେଶ୍ୱରରେ ରହିବେ, ଓ ୮ ତାରିଖ ରାତିରେ ଏକ କମ୍ୟୁନିଟି ଡିନର ରଖିବାର ଯୋଜନା କରୁଛି, ଯେଉଁ ଉଇକିଆଳିମାନେ ଭୁବନେଶ୍ୱର ଥିବେ ଏହିଥିରେ ଯୋଗଦେବାକୁ ଅନୁରୋଧ କରୁଛି । ଏହି ଗସ୍ତର ଅଧିକ ବିବରଣୀ ମୁଁ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ୨ ପୂର୍ବରୁ ଦେବି । --Saileshpat (ମୋ ଆଲୋଚନା) ୨୩:୨୯, ୧୫ ନଭେମ୍ବର ୨୦୧୭ (IST)
ଏହି କାର୍ଯ୍ୟକ୍ରମଟି ୭ ତାରିଖ ସକାଳ ୧୧ଟା ବେଳେ ଆରମ୍ଭ ହେବ । ପ୍ରଥମେ କିସ୍ର ଏକ କର୍ମଶାଳା ହେବ ଓ ୮ ତାରିଖ ଦିନ କୁଳପତିଙ୍କୁ ଭେଟିବାର ଯୋଜନା ଅଛି । --Saileshpat (ମୋ ଆଲୋଚନା) ୧୭:୦୦, ୫ ଡିସେମ୍ବର ୨୦୧୭ (IST)
ନମସ୍କାର,
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K) ୨୦୧୩ରୁ ଆରମ୍ଭ କରିଥିବା ଉଇକିପିଡ଼ିଆ ଟ୍ରେନ-ଦି-ଟ୍ରେନର ପ୍ରୋଗ୍ରାମ (TTT)ର ପଞ୍ଚମ ସଂସ୍କରଣ ୨୦୧୮ ଜାନୁଆରୀରେ ଆରମ୍ଭ ହେବାକୁ ଯାଉଛି।
ଏହାର ମୂଳ ଲକ୍ଷ ହେଲା ବିଭିନ୍ନ ସମୂହ ମଧ୍ୟେ ମୁଖିଆପଣକୁ ଚେତାଇବା ଓ ମୁଖିଆ ତିଆରି କରିବା । ଏହି କର୍ମଶାଳା ବିଷୟରେ ଅଧିକ ଜାଣିବା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।
ଏହି ସନ୍ଦେଶଟି ଆପଣମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ବାବଦେ ଜଣାଇବା ନିମନ୍ତେ । ଏହା ଜାନୁଆରୀ ୨୦୧୮ରେ ମହୀଶୂର, କର୍ଣ୍ଣାଟକରେ ହେବ । ଆମେ ଆପଣମାନଙ୍କଠାରୁ ଆବେଦନ ପାଇଁ ଅନୁରୋଧ କରୁଛୁ । ଏଠାରେ ଆବେଦନ କରନ୍ତୁ ।
୨୦୧୭ ଡିସେମ୍ବର ୮: ଆବେଦନ କରିବାର ଶେଷ ତାରିଖ ୨୦୧୮ ଜାନୁଆରୀ ୨୬- ଜାନୁଆରୀ ୨୮: TTT-୨୦୧୮ କର୍ମଶାଳା
ଆମେ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ବିଭାଗ ସବୁ ଏବେ ସମ୍ପାଦନା କରୁଛୁ । ଆପଣମାନଙ୍କ ଅଭିମତ ଓ ପରାମର୍ଶ ଏଠାରେ ଜଣାଇପାରିବେ । କିଛି ପ୍ରଶ୍ନ ଥିଲେ tanveer cis-india.org ଏବଂ tito cis-india.org ଙ୍କୁ ଇମେଲ ଜରିଆରେ ପଚାରିପାରିବେ । --Saileshpat (ମୋ ଆଲୋଚନା) ୧୧:୦୨, ୧ ଡିସେମ୍ବର ୨୦୧୭ (IST)
Greetings, on behalf of Wiki India, I, Krishna Chaitanya Velaga introduce you to the Featured Wikimedian of the Month for December 2017, Hrishikes Sen.
Hrishikes Sen is one of the most active contributors from the Bengali community. Though he started editing English and Bengali Wikipedia in 2007, he had to take a long break due to professional constraints. Later he started working on Bengali Wikisource from 2012, and ever since, he has been an active contributor, and expanded to English Wikisource as well. With more than 45,000 global edits, he is an admin on English Wikisource.
As a child, Hrishikes always found reading books as a fascinating task. He says that he finds reference books as interesting as mystery novels. That interest, over years motivated him to contribute to Wikisource. The journey and motivation behind his contributions to Wikisource can be read from a post on WMF's blog, Why I contribute to Wikisource?. He says that till date he's been only active online, but he plans to do outreach in the coming future. He hopes that attending the 10th Anniversary Celebratory Workshop of Bengali Wikisource in Kolkata on 10 December may be a harbinger to his future offline activities.
Hrishikes believes that Wikisource will one day emerge as of the top digital libraries in the world, and says that as a store-house for primary and secondary source materials for Wikipedia, the importance of Wikisource is steadily becoming invaluable. Much of his time, Hrishikes spends working around Indian works, with a special focus on the works of Bankim Chandra Chattopadhyay, Jagadish Chandra Bose, and Rabindranath Tagore. Apart from being a proofreader, he uploaded more than 750 books spreading over five languages to Wiki Commons.
Hrishikes hails from Kolkata, but is presently based in Lucknow. By profession, he is a doctor serving in paramilitary forces. To his Bengali friends, he welcomes them to contribute to Bengali Wikisource which has more than 676,000 that have completed Optical Character Recognition and are waiting to be proofread.
Nomination can be made at: http://wiki.wikimedia.in/Featured_Wikimedian/Nominations
MediaWiki message delivery (ମୋ ଆଲୋଚନା) ୧୮:୩୯, ୧ ଡିସେମ୍ବର ୨୦୧୭ (IST)
Apologies for writing in English, please consider translating the message
Hello,
We are delighted to inform that the Train-the-Trainer (TTT) 2018 programme organised by CIS-A2K will be held from 26-28 January 2018, in Mysore, Karnataka, India.
What is TTT? Train the Trainer or TTT is a residential training program. The program attempts to groom leadership skills among the Indian Wiki community (including English) members. Earlier TTT have been conducted in 2013, 2015, 2016 and 2017.
Who should join?
Please learn more about this program and apply to participate or encourage the deserving candidates from your community to do so. -- Titodutta using MediaWiki message delivery (ମୋ ଆଲୋଚନା) ୨୨:୩୩, ୧ ଡିସେମ୍ବର ୨୦୧୭ (IST)
Hello,
CIS-A2K has published their newsletter for the months of October 2017. The edition includes details about these topics:
Please read the complete newsletter here.
If you want to subscribe/unsubscribe this newsletter, click here. Sent using --MediaWiki message delivery (ମୋ ଆଲୋଚନା) ୧୧:୧୪, ୪ ଡିସେମ୍ବର ୨୦୧୭ (IST)
Dear Odia Wikimedians,
I would like to bring to your notice that I (Tanveer Hasan, CIS-A2K) will be in Bhubaneswar on 7 and 8th December, 2017 to participate in a series of meetings and facilitate an introductory orientation/workshop along with Ms. Nichole Saad, Program Manager, Wikipedia Education Program, WMF regarding Wikipedia in Education program at KISS, Bhubaneswar.
I request Odia Wikimedians to kindly take part in the meetings and help us build and launch a stable WEP initiative at KISS, Bhubaneswar. Sailesh Patnaik, is coordinating the local logistics and would be glad to help regarding any queries or further details.
Please find below a tentative schedule of this visit: 7 December, 2017:
8th December, 2017:
I request Odia Wikimedians to kindly let me know if CIS-A2K as an institution or I can be of any assistance to the cause of Odia Wiki projects. Please consider joining us for the workshop and orientation sessions.
Regards, Lahariyaniyathi (ମୋ ଆଲୋଚନା) ୧୯:୩୫, ୪ ଡିସେମ୍ବର ୨୦୧୭ (IST)
Dear User:Jnanaranjan_sahu and Subhashish,
Thanks for your responses and concerns. I would try to address them in this post and in the further follow up updates as well.
As Jnanaranjan Sahu has pointed out many ideas were discussed during the last two visits, some of them did bear fruits. A2K would not want to appropriate any credit for the growth, activity and engagement of Odia Wiki projects, but we would like to believe that both in my individual capacity and A2K team member we have contributed at both idea level and implementation of:
As long term Indic Wikimedians, I am sure that you are well aware that any form of partnership with Institutions and Government agencies will take considerable amount of time and constant follow-up. A2K might not have been able to successfully close all conversations into successful partnerships. Odisha Knowledge Corporation Limited was one such opportunity that did not progress further despite opening up massive opportunities for digitisation. A2K representative's visits to Bhubaneswar was to help and contextualise events and partnerships that were proposed by the community. While some of these events were successful others did not take off. A2K team takes full responsibility of events that did not materialise despite investing community resources and would like to assure Odia Wikimedians that A2K team would work harder to design and implement successful events.
As far as the upcoming visit is concerned, I would like to clarify a few things:
A2K does not have any intention of drafting, finalising and signing an MoU with either of the institutions during this visit. This visit is to conduct preliminary conversations with the intention of doing a needs assessment from the institution perspective. We have structured this meeting as a workshop (instead of bilateral conversations) as it offers A2K team and WMF representative to give an overview of WEP, engage the faculty members in an activity mode instead of Q&A.
While we would have loved do a retrospective analysis of what went wrong with the earlier edition of WEP at KISS, we could not find any comprehensive documentation, other than event reports and blog entries. Hence we decided to follow the 'Assume Good Faith' principle of Wiki universe and start fresh discussions with these institutions. These discussions will not be of 'closed door' nature and will be presented before the community before we enter into formal agreement with participating institution. In-fact it has been a policy of A2K team to sign MoU only after the community has cleared it.
I believe that the following links lead to an IRC chat where institutional partnerships was discussed and the scheduled WEP program was mentioned:
I do agree that these posts could be more descriptive and provide a clearer idea of the scheduled event, we shall make sure that such mistakes do not repeat. I shall be updating on the Odia Wikipedia Village pump the action points and outcomes of these meetings within 7 days of my visit.
Lahariyaniyathi (ମୋ ଆଲୋଚନା) ୧୭:୪୪, ୫ ଡିସେମ୍ବର ୨୦୧୭ (IST) Regards,
Hi all, As I'm writing my concerns in odia Wikipedia village pump, I would like to write it in odia and requesting the fellow CIS-representative to take this to Mr. Tanveer.
ଉପରେ ଲେଖାଯାଇଥିବା ବିବରଣୀ ରେ ପୁରୀ ଉଇକିଆଳିଙ୍କ ଦ୍ୱାରା କରାଯାଇଥିବା ରଥଯାତ୍ରା ଫୋଟୋ ପ୍ରକଳ୍ପକୁ CIS -A2Kର ରିପୋର୍ଟ ଭାବରେ ଦର୍ଶାଯାଇଛି । ସେ ସମ୍ପର୍କରେ ମୁଁ ଏଠି କିଛି ଜାଣିବାକୁ ଚାହୁଁଛି । ଏହି ପ୍ରକଳ୍ପ ପାଇଁ ମୁଁ ନିଜେ, ମୋର ସହ ଉଇକିଆଳି ଦିନେଶ , ଜଗନ୍ନାଥ ଓ ରାମଚନ୍ଦ୍ର ସ୍ୱଇଚ୍ଛାରେ ସମୟ ଦେଇ କାମ କରିଥିଲୁ । ଏଥିପାଇଁ ଆମକୁ ସେତେବେଳେ CIS -A2K ତରଫରୁ କୌଣସି ପ୍ରକାର ସହାୟତା ଦିଆଯାଇନଥିଲା । ଏପରିକି ଏହି କାମ ପାଇଁ ଆମେ ବ୍ୟକ୍ତିଗତ ଭାବରେ ଅନୁରୋଧ କରିଥିବା କ୍ୟାମେରା ମଧ୍ୟ ସାମୟିକ ଭାବରେ ଆମକୁ ମିଳିନଥିଲା । ତଥାପି ଆମେ ମାନେ ନିଜ ଫୋନରେ ଫୋଟୋ ଓ ଭିଡିଓ କରି ଏହି ପ୍ରକଳ୍ପକୁ ପୂର୍ଣ୍ଣ କରିଥିଲୁ । ମୋର ଜାଣିବା ଭିତରେ, ରଥଯାତ୍ରା ସରିବା ପରେ ମଧ୍ୟ ସେସବୁକୁ କମନ୍ସରେ ଉପଲୋଡ଼ କରିବା ପାଇଁ ଆମେ ମାଗିଥିବା ଇଣ୍ଟରନେଟ ବାବଦରେ ୧୦୦୦ ଟଙ୍କା ଖର୍ଚ୍ଚ ଆମକୁ ବହୁତ ଡେରିରେ ଜଣେ ଉଇକିଆଳିଙ୍କଠାରୁ ମିଳିଥିଲା । ଏଠି ଥରେ ଧନ୍ୟବାଦ ଜଣାଇବି ଶୈଳେଶଙ୍କୁ ଯେ ସିଏ ଆମ କାମପାଇଁ ଗୋଟିଏ ବ୍ଲଗ ଲେଖିଥିଲେ । ଉଇକିଆଳିଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରକଳ୍ପଟି ଟିକେ ସବିଶେଷ ବିବରଣୀ ଦେଇପାରିବେ କି ?
Dibyadarsi Nayak (ମୋ ଆଲୋଚନା) ୧୪:୦୭, ୬ ଡିସେମ୍ବର ୨୦୧୭ (IST) Regards,
Dear User:Psubhashish,
Apologies for not responding earlier,
We will update the page so that communities can keep track of development of institutional partnerships. Additionally, I would like to clarify that our 'earlier interventions did not lead to anything substantial' is a misleading statement. As, I have mentioned earlier, we have worked closely for many events and have also helped in designing some of the interventions.
I am grateful for your suggestion regarding the needs assessment and risk analysis before committing to a bilateral activity. We will also be mindful of your suggestion regarding initiating new activities and evaluation of completed activities.
Regards, Lahariyaniyathi (ମୋ ଆଲୋଚନା) ୧୫:୩୪, ୧୩ ଡିସେମ୍ବର ୨୦୧୭ (IST)
Hello,
We are extremely delighted to inform that the Wiki Foundation and CIS-A2K have come together in a partnership with Google to launch a pilot project Supporting Indian Language Wikipedias Program to address local online knowledge content gaps in India. In order to engage and support active Wikipedia volunteers to produce valuable new content in local Indian languages, we are conducting a needs assessment survey. The aim of this survey is to understand the needs of the Indic Wiki community and ascertaining their infrastructure requirements that we can fulfill during the course of this project.
Please help us by participating in the survey here.
Your opinion will help to make the program better. Kindly share this survey across your communities, user groups and network of fellow Indic Wikimedians. -- m:User:Titodutta, sent using MediaWiki message delivery (ମୋ ଆଲୋଚନା) ୧୪:୨୧, ୮ ଡିସେମ୍ବର ୨୦୧୭ (IST)
ବର୍ତ୍ତମାନ ୨୦୧୭ ସରି ଆସିଲାଣି । ପ୍ରଥମେ ସଭିଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଉଛି । ଏ ଭିତରେ ୨୦୧୮ ମସିହାର ଉଇକିମାନିଆ ସମ୍ମିଳନୀ ପାଇଁ ଦରଖାସ୍ତ ଦେବାର ତାରିଖ ଆରମ୍ଭ ହୋଇଗଲାଣି । ମେଟାରେ [[୨]] ଏହାର ସବିଶେଷ ବିବରଣୀ ପାଇ ପାରିବେ । ଯେଉଁ ଉଇକିଆଳିମାନେ ଏଠାରେ ଯୋଗ ଦେବାକୁ ଚାହୁଁଛନ୍ତି ନିର୍ଦ୍ଧାରିତ ଶେଷ ତାରିଖ ଆଗରୁ ଦରଖାସ୍ତ ଦେବାକୁ ଅନୁରୋଧ [[୩]] । ଅଶାକରୁଛି ଆଗାମୀ ବର୍ଷଟି ଆପଣମାନଙ୍କ ପାଇଁ ମଙ୍ଗଳମୟ ହେଉ ।--Chinmayee Mishra (ମୋ ଆଲୋଚନା) ୧୪:୦୭, ୨୮ ଡିସେମ୍ବର ୨୦୧୭ (IST)
ବିଗତ ଦୁଇବର୍ଷ ଭିତରେ ବ୍ୟବହାରକାରୀ:Mamali panda ଓ ବ୍ୟବହାରକାରୀ:ଓଡିଆଙ୍କ ଦ୍ୱାରା କେବଳ ଦୁଇଟି ପ୍ରସଙ୍ଗରେ ସମ୍ପାଦନା କରାଯାଇଛି:
ପ୍ରଥମ ପ୍ରସଙ୍ଗଟି ଏକ ପ୍ରକାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଲେଖାହେବା ଭଳି ହୋଇଥିବା ବେଳେ ଦ୍ୱିତୀୟ ପ୍ରସଙ୍ଗରେ ସୁବ୍ରତ କୁମାର ପୃଷ୍ଟି ୨୦ ଥର ବ୍ୟବହାର ହୋଇଛି । ସାଧାରଣରେ ଜଣା ଓଡ଼ିଆ ଭାଷା ଆନ୍ଦୋଳନ ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ନିଭାଇଥିଲା ଓ ଏଥିରେ ମଧୁସୂଦନ ଦାସଙ୍କର ଗୁରୁଦାୟିତ୍ୱ ଥିଲା । କିନ୍ତୁ ମଧୁସୂଦନ ଦାସଙ୍କ ନାମ କେବଳ ୬ଥର ଥିବା ବେଳେ ୧୯୭୬ରେ ଜନ୍ମିତ ଜଣେ ବ୍ୟକ୍ତିଙ୍କ ବାବଦରେ ୨୦ ଥର ଉଲ୍ଲେଖ ହେବା ଓ ବିଶେଷ କରି ତାହା ମଧ୍ୟ କେବଳ ୨ଟି ବ୍ୟବହାରକାରୀଙ୍କ ଦ୍ୱାରା ଯୋଡ଼ାଯିବା ସନ୍ଦେହଜନକ । ଅଧିକନ୍ତୁ ବ୍ୟବହାରକାରୀ:Mamali pandaଙ୍କ ଦ୍ୱାରା ଇଂରାଜୀ ଉଇକିପିଡ଼ିଆରେ ମଧ୍ୟ ପାଖାପାଖି ସବୁ ସମ୍ପାଦନା ସୁବ୍ରତ ପୃଷ୍ଟିଙ୍କ ବାବଦରେ । ଏଣୁ ଏ ଦୁଇଟି ବ୍ୟବହାରକାରୀଙ୍କୁ ଉଲ୍ଲିଖିତ ପ୍ରସଙ୍ଗ ଓ ସେଥି ସହ ସମ୍ବନ୍ଧିତ ପ୍ରସଙ୍ଗରେ ସମ୍ପାଦନା ନ କରିବା ପାଇଁ ସୂଚନା ଦେବା ପାଇଁ, ତଥା ସେମାନଙ୍କ ଦେଇ ଯୋଡ଼ାଯାଇଥିବା ଅଦରକାରୀ ତଥ୍ୟକୁ ସମ୍ପୂର୍ଣ୍ଣ ରୂପେ କାଢ଼ିବା ପାଇଁ ମୁଁ ବାକିମାନଙ୍କ ମତ ଆବେଦନ କରୁଛି । ଯଦି ୧୫ ଦିନ ଭିତରେ କୌଣସି ଉଇକିଆଳି ଏହାକୁ ବିରୋଧ ନ କରନ୍ତି ପରିଚାଳକ ବା ଅନ୍ୟ କୌଣସି ଉଇକିଆଳି ଏହି ଦୁଇ ବ୍ୟବହାରକାରୀଙ୍କ ଦ୍ୱାରା ଯୋଡ଼ାଯାଇଥିବା ସମସ୍ତ ତଥ୍ୟ କାଢ଼ିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୯:୧୪, ୨୯ ଡିସେମ୍ବର ୨୦୧୭ (IST)
ଏହି ବର୍ଷ ଜାନୁଆରୀ ୨୬-୨୮ ଦିନଗୁଡ଼ିକରେ କର୍ଣ୍ଣାଟକର ମହୀଶୂରଠାରେ ଟିଟିଟି ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ୩ ଜଣଙ୍କୁ ସୁଯୋଗ ମିଳିଛି :
ଆମକୁ ଏହି ସୁଯୋଗ ମିଳିଥିବାରୁ କୃତଜ୍ଞ । ହେଲେ କାର୍ଯ୍ୟକ୍ରମରେ ଭାଗ ନେଇ ଯେପରି ଓଡ଼ିଆ ଉଇକିପିଡ଼ିଆର ଉନ୍ନତି ସାଧିତ ହେବ ତାହା ମୂଳ ଲକ୍ଷ୍ୟ । ଓଡ଼ିଆ ଉଇକିଆଳିଙ୍କୁ ଅନୁରୋଧ ସେହି ନିମନ୍ତେ ଆମକୁ ନିଜ ମୂଲ୍ୟବାନ ମତାମତ ଦେବେ । କାର୍ଯ୍ୟକ୍ରମର ପରିସମାପ୍ତି ପରେ ପୁଣିଥରେ ଏଠାରେ ଘଟଣାବଳୀ ଓ ଶିକ୍ଷା ଆଦି ବିଷୟରେ ଉଲ୍ଲେଖ କରିବୁଁ । - ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା)
Greetings,
It is being planned to organize Wikigraphists Bootcamp in India, please fill out the survey form to help the organizers. Your responses will help organizers understand what level of demand there is for the event (how many people in your community think it is important that the event happens). At the end of the day, the participants will turn out to have knowledge to create drawings, illustrations, diagrams, maps, graphs, bar charts etc. and get to know to how to tune the images to meet the QI and FP criteria. For more information and link to survey form, please visit Talk:Wikigraphists Bootcamp (2018 India). MediaWiki message delivery (ମୋ ଆଲୋଚନା) ୧୮:୧୩, ୧୫ ଜାନୁଆରୀ ୨୦୧୮ (IST)
Greetings,
As it has already been notified about Wikigraphists Bootcamp in India, for training related to creation drawings, illustrations, diagrams, maps, graphs, bar charts etc. and to tune the images to meet the QI and FP criteria, please fill the survey form linked from Talk:Wikigraphists Bootcamp (2018 India). It'll help the organizers to assess the needs of the community, and plan accordingly. Please ignore if already done. Krishna Chaitanya Velaga ୦୮:୩୩, ୨୧ ଜାନୁଆରୀ ୨୦୧୮ (IST)
ନମସ୍କାର, ଗତ ୬ମାସ ଭିତରେ A2K ଓଡ଼ିଆ ଉଇକିଆଳିଙ୍କ ସହ ମିଶି କରିଥିବା କାମ ଏଠାରେ ଦେଖିପାରିବେ । ଏହି ସମୟରେ ଆମେ ବହୁତ କମ କର୍ମଶାଳା କରିଥିବାରୁ A2Kର ବଜେଟରୁ କିଛି ଅଂଶ ବଳକା ଅଛି, ଯଦି ଆଗାମି ୬ମାସରେ ଆପଣଙ୍କ ପାଖରେ କିଛି ଯୋଜନା ଅଛି କିମ୍ବା ଆପଣ କିଛି ପ୍ରକଳ୍ପ ଉପରେ କାମ କରିବାକୁ ଚାହାନ୍ତି, ନିଜର ମତାମତ ଏଠି ଦେଇପାରିବେ । ଧନ୍ୟବାଦ --Sailesh (CIS-A2K) (ମୋ ଆଲୋଚନା) ୧୮:୩୮, ୨୯ ଜାନୁଆରୀ ୨୦୧୮ (IST)
ଆଗାମୀ ଫେବ୍ରୁୟାରୀ ୨୧ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ମୁଁ ଓଡ଼ିଆ ଉଇକିପିଡ଼ିଆର ଲେଖା ଗୁଡିକୁ ଉନ୍ନତ କରିବା ଉପଲକ୍ଷେ ଆଧାର ଗଣସମ୍ପାଦନାର ପ୍ରସ୍ତାବ ଦେଉଛି । ବର୍ତ୍ତମାନ ଆମ ଉଇକିପିଡ଼ିଆରେ ଗୁଡ଼ାଏ ଲେଖା ଅଛି ଯେଉଁଥିରେ ଗୋଟିଏ ହେଲେ ମଧ୍ୟ ଆଧାର ନାହିଁ, ସେହି ଲେଖା ଗୁଡ଼ିକରେ ରେ ଆଧାର ଯୋଡ଼ିବାର ଏହା ଗୋଟେ ପ୍ରୟାସ । ଏକ ପାଇଲଟ ପ୍ରକଳ୍ପ ଭାବେ ମୁଁ ଏକ ସପ୍ତାହ ପାଇଁ ଏହି ଗଣସମ୍ପାଦନର କରିବାକୁ ଭାବୁଛି । ଦୟାକରି ନିଜ ମତ ଦିଅନ୍ତୁ । ଧନ୍ୟବାଦ --Saileshpat (ମୋ ଆଲୋଚନା) ୧୬:୪୫, ୯ ଫେବୃଆରୀ ୨୦୧୮ (IST)
Hello,
We are happy to inform you that a national level Wikidata editing campaign "IMLD-ODD 2018 Wikidata India Edit-a-thon" on content related to India is being organized from from 21 February 2018 to 3 March 2018. This edit-a-thon marks International Mother Language Day and Open Data Day.
Please learn more about this event: here.
Please consider participating in the event, by joining here.
You may get a list of suggested items to work on here.
Please let us know if you have question. -- Titodutta using MediaWiki message delivery (ମୋ ଆଲୋଚନା) ୧୨:୪୨, ୨୧ ଫେବୃଆରୀ ୨୦୧୮ (IST)
This article uses material from the Wikipedia ଓଡ଼ିଆ article ଅଭିଲେଖ ୨୨, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.