ଅଭିଲେଖ: ୧ · ୨ · ୩ · ୪ · ୫ · ୬ · ୭ · ୮ · ୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · ୨୩
ଆଲୋଚନା ସଭା ଅଭିଲେଖ | |
---|---|
ଏହି ପୃଷ୍ଠାରେ ଥିବା ଆଲୋଚନାଗୁଡ଼ିକୁ ଆଲୋଚନା ସଭାରୁ ଆଣି ଏଠାରେ ସାଇତାଯାଇଛି । ଦୟାକରି ଏହି ପୃଷ୍ଠାରେ କିଛି ବଦଳ କରନ୍ତୁ ନାହିଁ । ଯଦି ଆପଣ ଏଠାରେ ଆଲୋଚନା ହୋଇଥିବା କୌଣସି ବିଷୟ ଉପରେ ପୁଣି ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ଏଠାରେ କ୍ଲିକ କରି ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ କିମ୍ବା ସେହି ବିଷୟ ଉପରେ ଥିବା ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ । | |
|
ଆମେ ପୁରୀ ଉଇକି ଟୁଙ୍ଗିର ସଦସ୍ୟ ମାନେ, ଏହି ମାସରୁ ପୁରୀର କେତୋଟି ବିଦ୍ୟାଳୟରେ ଏବଂ କଲେଜରେ ଉଇକି କର୍ମଶାଳା କରିବାର ନିଷ୍ଫତି ନେଇଛୁ । ଅମେ ଯଦି ଏହି ସମୟରେ ଓଡିଆ ଉଇକିରେ ସ୍ଟୁଡେଣ୍ଟ ଆମ୍ବାସେଡର ଯୋଜନା ଲାଗୁ କରାଇ ପାରିବା ତେବେ ଛାତ୍ରୀଛାତ୍ର ମାନେ ଅଧିକ ଅଗ୍ରହର ସହିତ ଉଇକିରେ ଯୋଗ ଦେଇ ପାରିବେ ଏବଂ ପରବର୍ତ୍ତୀ ସମୟରେ ଏହି ସ୍ଟୁଡେଣ୍ଟ ଆମ୍ବାସେଡର ମାନେ ନିଜ ନିଜ କାଲେଜର ଉଇକି କାର୍ୟକଳାପର ଧ୍ୟାନ ରଖିବା ସହ ଉଇକିର ଅଗାମି କର୍ମଶାଳା ଓ ମେଳଣରେ ଅମକୁ ସାହାଯ୍ୟ କରି ପାରିବେ । ଏଥିରେ ନିଜର ମତ ଦେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । -ସ୍ନେହାଶିଷ ନାୟକ (ମୋ ଆଲୋଚନା) ୨୩:୨୪, ୩ ଫେବୃଆରୀ ୨୦୧୬ (IST)
ଏଇ "ସ୍ଟୁଡେଣ୍ଟ ଆମ୍ବାସେଡର ଯୋଜନା" ବାବଦରେ ଟିକେ ଅଧିକା ଜଣେଇଲେ ଭଲ ହୁଅନ୍ତା । ଏହା କଣ ଆଉ ଏଥିରେ ସବୁ କଣ କଣ କାର୍ଯ୍ୟକ୍ରମ ହେବାର ଅଛି । ଆଉଟ କମ କଣହେବ ଇତ୍ୟାଦି । ଧନ୍ୟବାଦ!!!!! !! --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୨୦, ୪ ଫେବୃଆରୀ ୨୦୧୬ (IST)
ଏଠାରେ କୌଣସି article କୁ edit କରିବା ସମୟରେ article ରେ ଫଟୋଟିଏ add କରି ଦେଖଣା ଦେଖି ସାରିବା ପରେ ଯଦି ଫଟୋଟି ପସନ୍ଦ ନ ଆସିଲା, ତେବେ ଫଟୋଟି delete ହୋଇ ପାରୁଛି। କିନ୍ତୁ ଫଟୋ delete କରିସାରି ଦେଖଣା ଦେଖି ସାରିବା ପରେ ଯଦି ମୁଁ ପୁଣି ସେହି ପୁର୍ବ ଫଟୋଟିକୁ add କରିବାକୁ ଚାହୁଁଛି, ତେବେ ମୁଁ ସେପରି କରିପାରୁ ନାହିଁ। ଫଟୋଟିକୁ upload କରି ସାରି submit ମାରିଲେ, ସମାନ ତଥ୍ୟ ଥିବା ଫାଇଲ୍ ପୂର୍ବରୁ ପୃଷ୍ଠା ରେ ଅଛି ବୋଲି ଦେଖଉଛି। ଏହା ଏକ technical problem ନା ମୁଁ କିଛି ଭୁଲ୍ କରୁଛି? --Rajmishra757 (ମୋ ଆଲୋଚନା) ୧୮:୫୬, ୨୬ ଫେବୃଆରୀ ୨୦୧୬ (IST)
CIS-A2Kର ଜୁଲାଇ ୨୦୧୬ ରୁ ଜୁନ୍ ୨୦୧୭ କାର୍ଯ୍ୟପନ୍ଥା ଉପରେ ମତ ଦେବାକୁ ଅନୁରୋଧ। |
---|
ଗତ ତିନି ବର୍ଷ ଭଳି ଏହି ବର୍ଷ ମଧ୍ୟ CIS-A2K ଓଡି଼ଆ ଉଇକିମିଡି଼ଆ ପ୍ରକଳ୍ପ ପାଇଁ ଏକ କାର୍ଯ୍ୟପନ୍ଥି ତିଆରି କରିଛି। କମ୍ୟୁନିଟିର ପରାମର୍ଶ/ମତ , ଏବଂ ପୁର୍ବ ବର୍ଷ ହେଇଥିବା ଭୁଲକୁ ଧ୍ୟାନରେ ରଖି ଏହି କାର୍ଯ୍ୟପନ୍ଥିଟି ତିଆରି କରାଯାଇଛି। ଆପଣମାନଙ୍କୁ ଏହି Workplan ଉପରେ ମତ ଦେବାକୁ ଅନୁରୋଧ। ଯଦି କିଛି ଭୁଲ ତଥ୍ୟ କିମ୍ବା କାମ ଯୋଡାହେଇଛି ଯେଉଁଟା କମ୍ୟୁନିଟି ଚାହୁଁନି ତାହାଲେ ସେହି ଭାଗ ଟି କାର୍ଯ୍ୟପନ୍ତିରୁ ବାହାର କରାଯିବ।--Sailesh Patnaik ଶୈଳେଶ (ମୋ ଆଲୋଚନା) ୦୯:୨୦, ୨୦ ମାର୍ଚ୍ଚ ୨୦୧୬ (IST) |
Like the previous years [1][2] CIS-A2K is planning for a capacity building activity for the Indic-language Wiki communities this year. This 3-4 day event, that is planned to be organized in Bengaluru, will include several parallel training sessions. The general sessions will broadly include:
Similarly, the MediaWiki training will include:
We are looking forward to nominate yourself or nominate any other member of your community to participate in this event. We will be selecting the participants based on the community recommendation. We are looking forward to hearing your inputs on the program design and anything in particular that you would like to see.
Please note that the Wikimedians who have not attended the previous iterations of this training will be given more preference.
You can learn more about the event here.
Thanks. -- CIS-A2K (sent using MediaWiki message delivery (ମୋ ଆଲୋଚନା) ୧୫:୩୩, ୨୯ ଅପ୍ରେଲ ୨୦୧୬ (IST))
ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଶାଳା ସମୟରେ ମୁଁ ମୃତ୍ୟୁଞ୍ଜୟ ଭାଇଙ୍କ ସହ ମିଡ଼ିଆ-ଉଇକି କର୍ମଶାଳା ବିଷୟରେ ଆଲୋଚନା କରିଥିଲି। ଅଲୋଚନା ହିସାବରେ ଆମେ ଜନ୍ମଦିନ ପାଳନ କରିବା ତାରିଖର ଗୋଟେ ଦିନ ପୂର୍ବରୁ ଏହି କର୍ମଶାଳାଟି ରଖିବା, ଯେଉଁଥିରେ ଉଇକିଆଳି ମାନଙ୍କୁ ଟେକନିକାଲ କାମ ସହ ଉଇକିପିଡ଼ିଆରେ ଲେଖିବା ଶୈଳି ଶିଖାଯିବ। ତଳେ ସମସ୍ତଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଶିଖିବାକୁ ଚାହୁଁଥିବା ଜିନିଷ ତାଲିକା କରନ୍ତୁ। ଏହି ଅବସରରେ ରହିମାନୁଦ୍ଦିନ ଆମକୁ ମିଡ଼ିଆ-ଉଇକି ବିଷୟରେ ଜ୍ଞାନ ପ୍ରଦାନ କରିବେ ଶିତିକଣ୍ଠ ଓ ଜ୍ଞାନ ଭାଇଙ୍କ ସହିତ।--Sailesh Patnaik ଶୈଳେଶ (ମୋ ଆଲୋଚନା) ୦୧:୧୩, ୭ ମଇ ୨୦୧୬ (IST)
ଆଗାମୀ ଜୁନ ମାସରେ ଓଡ଼ିଆ ଉଇକିପିଡ଼ିଆକୁ ୧୪ ବର୍ଷ ହେଉଛି । ଏହି ଉପଲକ୍ଷେ ସମସ୍ତ ଓଡ଼ିଆ ଉଇକିଆଳିଙ୍କ ସହ ଏହି ଦିନ ପାଳିବାକୁ ଯୋଜନା କରାଯାଉଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ନୂଆ ଯୋଜନା ଓ ପ୍ରକଳ୍ପ ବିଷୟରେ ଆଲୋଚନା କରାଯିବ । ଆପଣ ମାନଙ୍କ ମତାମତ କୁ ଆଧାର କରି ଆଗକୁ ଯୋଜନା କରାଯିବ । ସମସ୍ତଙ୍କୁ ମତାମତ ଦେବାକୁ ଅନୁରୋଧ । --Sailesh Patnaik ଶୈଳେଶ (ମୋ ଆଲୋଚନା) ୧୭:୦୨, ୯ ମଇ ୨୦୧୬ (IST)
ପ୍ରଥମ ପସନ୍ଦ -- ନିଷ୍ଠାରଞ୍ଜନଦାଶtalk ୧୯:୨୧, ୯ ମଇ ୨୦୧୬ (IST)
--Chinmayee Mishra (ମୋ ଆଲୋଚନା) ୨୩:୦୦, ୯ ମଇ ୨୦୧୬ (IST)
Hi, You are requested to translate this message into your local language. WikiConference India 2016 is being organized in Chandigarh during August 5, 6 and 7. Scholarship Applications for WCI2016 are open from now till 31st May 2016. You can check this link for more information regarding selection process and criteria. You can fill the application form by clicking on this link. Thanks. --Satdeep Gill (ମୋ ଆଲୋଚନା) ୦୦:୦୪, ୧୨ ମଇ ୨୦୧୬ (IST) WikiConference India 2016 team. |
---|
Hey everyone :)
Last year we started working on the ArticlePlaceholder in order to fullfill Wikidata's promise of supporting especially the smaller Wikipedias. Your Wikipedia offered to be among the first to try it. Thank you so much for that! Today we have rolled it out on the first 4 Wikipedias: Esperanto, Haitian Creole, Neapolitan and Odia. I hope this will help your Wikipedia by offering your readers more content and by turning more of them into active editors.
What is happening now: When someone searches for a topic where there is no local article but where Wikidata has content it will show up in the search results. When the reader clicks the search result link they will be taken to the ArticlePlaceholder page that shows the content Wikidata has and offers them to create the article.
What we rolled out today is a first version in order to get feedback from you. There are still a few rough edges that we are working on and I'd love to hear any additional feedback you have. Only with your feedback can we make sure the ArticlePlaceholder is actually useful for you and your readers. The next thing we will be working on is to allow translation of an article from another language if it exists using the Content Translation tool. Other things we know are still broken or need work:
In order for the feature to work well we need labels for items and properties in your language on Wikidata. A lot exist already but if you want to help out you can find items and properties that need labels in your language at https://tools.wmflabs.org/wikidata-terminator and d:Special:ListProperties.
A lot of the ArticlePlaceholder can be changed locally here in your wiki. However I'd like to ask you to try to not make these changes locally yet as it would be better to improve it for everyone in the original software. If you have change suggestions please let me know about them.
Here are some example pages:
Thank you again for being the first to try the ArticlePlaceholder and help us make it really useful for everyone.
Cheers --Lydia Pintscher (WMDE) (ମୋ ଆଲୋଚନା) ୦୧:୧୪, ୧୨ ମଇ ୨୦୧୬ (IST)
ସମସ୍ତ ଆଲୋଚନାକୁ ଦେଖି ମୁଁ ଭାବୁଛି ଆମେ ଜନ୍ମତିଥି ଭୁବନେଶ୍ୱରରେ ପାଳିଲେ ସବୁ ସୁବିଧା ମିଳିବ।--Sailesh Patnaik ଶୈଳେଶ (ମୋ ଆଲୋଚନା) ୦୨:୩୨, ୧୩ ମଇ ୨୦୧୬ (IST)
<-ଅନ୍ୟ କିଛି ମତ ଲେଖନ୍ତୁ->
ପୁରୁଣା ଲେଖନୀ କି ବୋର୍ଡ଼ ଚିତ୍ରରେ କେତେକ ଭୂଲ ଥିଲା, ସେଗୁଡ଼ିକ ସଂଶୋଧନ କରି ନୂଆ କି ବୋର୍ଡ଼ ଚିତ୍ର ତିଆରି କରିଛି । ଏହାକୁ ଉଇକିପିଡିଆ ପ୍ରଧାନ ପୃଷ୍ଠାରେ ରଖିବାକୁ ଅନୁରୋଧ ।--Subas Chandra Rout (ମୋ ଆଲୋଚନା) ୧୩:୧୨, ୧୫ ମଇ ୨୦୧୬ (IST)
Hello,
CIS-A2K has published their April 2016 newsletter. The edition includes details about these topics:
Please read the complete newsletter here.
If you want to subscribe/unsubscibe this newsletter, click here. --MediaWiki message delivery (ମୋ ଆଲୋଚନା) ୧୮:୧୧, ୨୩ ମଇ ୨୦୧୬ (IST)
Greetings from CIS-A2K,
It gives us great pleasure to inform that the Train-the-Trainer 2016 programme organised by CIS-A2K is going to be held from 15-17 June, Bangalore.
Train-the-Trainer programme was conceptualised in order to bridge the gap between wiki volunteers/enthusiasts who would like to conduct off reach activities and have been discouraged due to non availability of resources and support. The three day residential event will include presentations by the participants regarding a plan to improve their wiki-projects, expert sessions about conducting effective outreach activities, best practices from the global wiki communities, revised grant structure of WMF, activities to understand WMF strategy and vision, understanding global metrics and coming up with a concrete plan by participants in association with A2K to improve their wiki-projects.
A2K invites Wikimedians to apply for this programme. Participants will be selected based on their on wiki and off wiki activities and their responses to the questions asked in the Google form. Selected participants are required to finish pre-work assigned to them without fail. Please fill the Google form given below and write to us at [email protected], [email protected] and [email protected] for more details.
Regards, --MediaWiki message delivery (ମୋ ଆଲୋଚନା) ୦୦:୦୭, ୨୪ ମଇ ୨୦୧୬ (IST)
ଯେହେତୁ TTT ଓ MWTରେ କମ୍ୟୁନିଟିରୁ ବହୁତ କମ ଜଣ ଭାଗ ନେଇପାରନ୍ତି, ତାକୁ ଧ୍ୟାନରେ ରଖି ଏବେ ସବୁ କମ୍ୟୁନିଟି ମିନି MWT ଓ TTT ହେଉଛି। ଏହି ବର୍ଷ ଜୁନ ୧୦-୧୨ ଯାଏଁ ଓଡ଼ିଆ କମ୍ୟୁନିଟି ପାଇଁ ମିନି MWT ଓ TTT ଧାର୍ଯ୍ୟ ହେଇଛି।
ସମସ୍ତଙ୍କୁ ଭାଗ ନେବା ପାଇଁ ଅନୁରୋଧ।--Sailesh Patnaik ଶୈଳେଶ (ମୋ ଆଲୋଚନା) ୧୭:୪୯, ୨୬ ମଇ ୨୦୧୬ (IST)
Greetings from CIS-A2K,
List of selected participants for Train-the-Trainer 2016 has been published here.
Following criteria were followed while making the selection:
Due to the incredibly large number of applications that we received it would be difficult for us to write to all applicants individually. Please write to us if there are any queries. --MediaWiki message delivery (ମୋ ଆଲୋଚନା) ୧୭:୫୫, ୫ ଜୁନ ୨୦୧୬ (IST)
ବର୍ତ୍ତମାନ, ପ୍ରାଚୀ ନଦୀ ପୃଷ୍ଠା ମହାନଦୀ କୁ ପୁନଃପ୍ରେରଣ କରୁଛି। ପ୍ରାଚୀ ନଦୀ ଭୌଗଳିକ ଦୃଷ୍ଟିରୁ ସ୍ଵତନ୍ତ୍ର ଅଟେ । ଏହା ଉପକୂଳ ବର୍ତ୍ତୀ କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ । ତେଣୁ, ପ୍ରାଚୀ ନଦୀ ପାଇଁ ଏକ ସ୍ଵତନ୍ତ୍ର ପୃଷ୍ଠା କରାଯାଉ । ଯଦି କିଛି ଭିନ୍ନ ମତ ଥାଏ ଜଣାଇବେ । --ବିକାଶ ଓଝା (ମୋ ଆଲୋଚନା) ୦୯:୩୫, ୬ ଜୁନ ୨୦୧୬ (IST)
ଯଦି ସଠିକ ଆଧାର ମିଳୁଛି ତାହେଲେ ସ୍ଵତନ୍ତ୍ର ପୃଷ୍ଠା କାରାଗଲେ କିଛି ଅସୁବିଧା ନାହିଁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୨:୨୧, ୮ ଜୁନ ୨୦୧୬ (IST)
କୌଣସି କାରଣ ବଶତଃ ମୁଁ TTT ପ୍ରୋଗ୍ରାମ ପାଇଁ ଆବେଦନ କରିପାରିନଥିଲି । ଯେହେତୁ ଚୟନ ହୋଇଥିବା ଆଭା ପ୍ରଧାନ ଓ ଆଦିତ୍ୟ ମହାର ତାଙ୍କର ବ୍ୟକ୍ତିଗତ କାରଣରୁ ଯୋଗଦେଉନାହାନ୍ତି,ଭାବୁଛି ସେହି ସ୍ଥାନ ଖାଲି ରହିବ ତେଣୁ ମୋର ଯୋଗଦେବାପାଇଁ ଇଚ୍ଛା ହେଉଛି । ଯଦି କମ୍ୟୁନିଟି ମୋତେ ସମର୍ଥନ କରେ ହୁଏତ ମୁଁ ସେଠାକୁ ଯାଇପାରିବି । ସମସ୍ତଙ୍କ ସମର୍ଥନ ଓ ମତାମତ ଅପେକ୍ଷାରେ । ନିଷ୍ଠାରଞ୍ଜନଦାଶtalk ୦୪:୧୮, ୧୦ ଜୁନ ୨୦୧୬ (IST)
ଆଲୋଚନା ସଭାରେ କିଛି ଉଇକିଆଳିଙ୍କ ସମର୍ଥନ ପାଇ ଶୈଳେଶ କହିବା ମତେ TTT ପ୍ରୋଗ୍ରାମ ପାଇଁ ବ୍ୟକ୍ତିଗତ ଭାବେ ବିଳମ୍ବିତ ଆବେଦନ (ତନବିର, ଟିଟୋ ଓ ରହମାନଉଦ୍ଦିନଙ୍କୁ ୧୦ ତାରିଖରେ ଇମେଲ ଦ୍ଵାରା) କରିଥିଲି ଉତ୍ତର 'ନା' ଆସିଲା । ମୋର କହିବାର ହେଉଛି:
MWT ଏହି ମାସ (ଜୁନ) ୧୭ - ୧୯ ଯାଏ ହେବାକୁ ଯାଉଛି । ଏଥିରେ ଯୋଗ ଦେବାପାଇଁ ଜ୍ଞାନ ଭାଇ ଆଉ ମୁଁ ବେଙ୍ଗାଲୁରୁ ଯାଉଛୁ । ଏହି ସମୟରେ ଟ୍ରେନିଂ ବ୍ୟତୀତ ସମସ୍ତେ ମିଳିମିଶି ଓ ଅନ୍ୟମାନଙ୍କ ସହାୟତାରେ କିଛି ବୈଷୟିକ କାମ କରାଯାଇପାରିବ, ଯାହା ଏକୁଟିଆ କରିବା ସମ୍ଭବ ହୋଇନାହିଁ । ଏହି ସମୟରେ କଣ କଣ ବୈଷୟିକ କାମ ବାକି ପଡିଛି ଯାହା ସେହି ସମୟ ଭିତରେ ସାରିବା ଉଚିତ ବୋଲି ସମସ୍ତେ ଭାବୁଛନ୍ତି ଜଣାନ୍ତୁ । ଯଥା -
--ଶିତିକଣ୍ଠ (ଆଲୋଚନା) ୧୪:୦୪, ୧୪ ଜୁନ ୨୦୧୬ (IST)
ସମସ୍ତଙ୍କୁ ମୋର ପ୍ରଣାମ୍ । ଆଜି ମୁଁ ଏବଂ ଶୈଳେଶ TTTରେ ଯୋଗଦେବାପାଇଁ ବେଙ୍ଗାଲୁରୁ ଯାଉଛୁ । ଏହା ଆଗାମୀ ୩ ଦିନ ଧରି ଚାଲିବ । ଓଡ଼ିଆ ଉଇକିପିଡ଼ିଆରୁ ମୋର ନାମ ମନୋନୟନ କରାଯାଇଛି ଏବଂ କମ୍ୟୁନିଟିର ଉନ୍ନତି ପାଇଁ କଣ କଣ ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ କିଛି ଉପସ୍ଥାପନ କରିବାକୁ କୁହାଯାଇଛି । ଆପଣମାନେ ଏ ବିଷୟରେ ନିଜର ମତାମତ ଦେବାକୁ ମୁଁ ଅନୁରୋଧ କରୁଛି । ବିଳମ୍ବରେ ଲେଖୁଥିବାରୁ କ୍ଷମା ପ୍ରାର୍ଥନା କରୁଛି । --Chinmayee Mishra (ମୋ ଆଲୋଚନା) ୧୬:୫୪, ୧୪ ଜୁନ ୨୦୧୬ (IST)
ଏଥର ଚାରିଜଣ ଓଡ଼ିଆ ଉଇକିଆଳି ଶ୍ରୀକାନ୍ତ କେଡ଼ିଆ, ଜ୍ଞାନରଞ୍ଜନ ସାହୁ, ଶୈଳେଶ ପଟ୍ଟନାୟକ ଓ ସୁଭାସିସ ପାଣିଗାହି* ୨୦୧୬ ଉଇକିମାନିଆରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । ଉଇକିମାନିଆ ଉଇକିପିଡ଼ିଆ ଓ ତାହାର ସହ-ପ୍ରକଳ୍ପ ଓ ଏଥିରେ ଯୋଗଦେଇ ଜ୍ଞାନ ବିତରଣର ପଥ ସୁଗମ କରୁଥିବା ହଜାର ହଜାର ଯୋଗଦାନକାରୀଙ୍କୁ ଏକାଠି କରୁଥିବା ବିଶାଳତମ ସମ୍ମିଳନୀ । ଏହି ବର୍ଷ ଏହା ଇଟାଲୀର ଏସିନୋ ଲାରିଓରେ ଜୁନ ୨୪-୨୬ ତାରିଖ ଯାଏ ଅନୁଷ୍ଠିତ ହେଉଛି । ତଳେ କିଛି ବିଶେଷ ଲିଙ୍କ ଦିଆଯାଇଛି । ଏଗୁଡ଼ିକରେ ଆମେମାନେ ଭାଗ ନେଇ ଓଡ଼ିଆ ଉଇକିକୁ ଜଗତ ସମ୍ମୁଖରେ ଦେଖାଇବାର ସୁଯୋଗ ରହିଛି । ଏଣୁ ଆପଣମାନଙ୍କୁ ଅନୁରୋଧ ନିଜ ନିଜ ମତସବୁ ଏଠାରେ ଲେଖିବେ । ତେବେ ଆପଣ ଯାହା ଲେଖିବେ ତାହା ସେ ଲିଙ୍କ ଖୋଲି କାର୍ଯ୍ୟକ୍ରମର ବିଷୟବସ୍ତୁ ସମ୍ବନ୍ଧିତ କି ନାଁ ଥରେ ପରଖିନେବେ ।
*ଏଥିରେ ଉଇକିମିଡ଼ିଆ ଫାଉଣ୍ଡେସନର କଣ୍ଟ୍ରାକ୍ଟର ଭାବେ ଯୋଗ ଦେବେ ।
ତଳଲିଖିତ ସମସ୍ତ ଆବେଦନର ଶେଷ ଦିନ ୩୦ ତାରିଖ । ତେଣୁ ସଭିଙ୍କୁ ଅନୁରୋଧ ୩୦ ତାରିଖ ଆଗରୁ ନିଜ ନିଜର ମତ ଦେବେ । ଆମ ହାତରେ ସମୟ ଖୁବ କମ । ତେବେ ସଭିଏଁ ବିଭିନ୍ନ କାମରେ ବ୍ୟସ୍ତ ଥିବାରୁ ମୁଁ ଆପଣମାନଙ୍କ ଅବଗତି ନିମନ୍ତେ ଏଠି ଲେଖୁଛି ।
ଉଦାହରଣ:
Hello, As you know we have been working on improving policies and guidelines portals of Indic Wikipedias, and we also talked to some of you on this. Earlier a couple of policy-related discussions were started on this Village pump.
A couple of suggestions we have received so far:
Please comment on these and please provide your suggestions/feedback.
Thanks. --Titodutta (ମୋ ଆଲୋଚନା) ୦୨:୦୧, ୯ ମଇ ୨୦୧୬ (IST)
ଗତ ଭୁବନେଶ୍ୱର ମେଳଣରେ ଜ୍ଞାନ ଭାଇ ପ୍ରତି ମାସ ନିଜ ନିଜ ଅଞ୍ଚଳର ଉଇକିଟୁଙ୍ଗୀରେ ସମସ୍ତେ ଏକତ୍ରିତ ହୋଇ କିଛି ଘଣ୍ଟା ଧରି କେବଳ ଉଇକିପିଡିଆରେ ଏଡ଼ିଟ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଁ ତାଙ୍କର ଏହି ପ୍ରସ୍ତାବରେ ସମ୍ପୂର୍ଣ୍ଣ ସହମତ । ପ୍ରତି ମାସ କିଛି ଘଣ୍ଟା ପାଇଁ ଏହି ପରି ଏଡ଼ିଟ୍ ସେସନ୍ ରଖାଗଲେ ଉଇକିପିଡ଼ିଆରେ ପ୍ରସଙ୍ଗମାନଙ୍କ ସଂଖ୍ୟା ବଢ଼ିବା ସହ ଉଇକିଆଳିମାନଙ୍କୁ ଉଇକିପିଡ଼ିଆରେ ନିୟମିତ ଭାବେ ସକ୍ରିୟ କରାଯାଇପାରନ୍ତା । ଏହି ପ୍ରସ୍ତାବ ବିଷୟରେ ଆପଣମାନଙ୍କୁ ନିଜର ମତାମତ ଦେବାକୁ ଅନୁରୋଧ । --Rajalaxmi Mishra (ମୋ ଆଲୋଚନା) ୧୭:୦୩, ୬ ଜୁନ ୨୦୧୬ (IST)
ସମର୍ଥନ -- ସବୁ ମାସ ମେଳଣ ସମୟ ଟିକେ ବଢେଇ ଦେଇ ସେଥିରେ ଏହି ଗୁଡାଏ ଏଡିଟ କଲେ ଭଲ ହୁଅନ୍ତା । ଅନ୍ତତଃ ଭୁବନେଶ୍ବର ଉଇକିଟୁଙ୍ଗିରେ ଆମେ ଏବେ ସେଇଆ କରିବୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୨:୨୩, ୮ ଜୁନ ୨୦୧୬ (IST)
ଓଡ଼ିଆ ଉଇକିପିଡ଼ିଆର ୧୪ଶ ଜନ୍ମତିଥି ସମୟରେ କାମର ଠିକ ବିଭାଜନ ଓ ଡେରିରେ ଟଙ୍କା ଆସିଥିବାରୁ କିଛି ଅସୁବିଧା ହେଇଥିଲା। ଏହି ଅସୁବିଧାକୁ ଦୁରେଇବା ପାଇଁ ଗୋଟାଏ ଉପାୟ ବାଛିବା ଦରକାର, ମୋ ମତରେ ଆମେ ଆଗତୁରା କାମର ସୂଚୀ, କିଏ କଣ କରିପାରିବ, କାହାର ସାହାଯ୍ୟ ଦରକାର ପଡ଼ିବ ଓ କେତେ ଖର୍ଚ୍ଚ ଦରକାର ପଡିବ ଯଦି ଆଗତୁରା ପରିକଳ୍ପନା କରିପାରିବା ତାହାଲେ ଏଟା ସୁବିଧା ହେବ।
ତଳେ ମୁଁ ସବୁ ମାସ ଦେଖାଇ ଗୋଟେ ଛୋଟ Tableଟେ ତିଆରି କରୁଛି ସମସ୍ତେ ଯଦି ଏହିଥିରେ କରିବାକୁ ଥିବା କାମର ସୂଚୀ କରିଦେବେ ତାହାଲେ ସାହାୟତା ହୁଅନ୍ତା।
ମାସ | କାର୍ଯ୍ୟକ୍ରମ | ଭାଗ ନେଉଥିବା ଉଇକିଆଳି | ଖର୍ଚ୍ଚ ଅଟକଳ |
---|---|---|---|
ଜୁନ (୨୦୧୬) | |||
ଜୁଲାଇ (୨୦୧୬) | |||
ଅଗଷ୍ଟ (୨୦୧୬) | |||
ସେପ୍ଟେମ୍ବର (୨୦୧୬) | |||
ଅକ୍ଟୋବର (୨୦୧୬) | |||
ନଭେମ୍ବର (୨୦୧୬) | |||
ଡିସେମ୍ବର (୨୦୧୬) | |||
ଜାନୁଆରି (୨୦୧୭) | |||
ଫେବୃଆରି (୨୦୧୭) | |||
ମାର୍ଚ୍ଚ (୨୦୧୭) | |||
ଅପ୍ରେଲ (୨୦୧୭) | |||
ମଇ (୨୦୧୭) | |||
ଜୁନ (୨୦୧୭) |
ନୋଟ: ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଗୁଡିକୁ ଏଠାରେ ଲେଖନ୍ତୁ, କାମଟି କରାହେବ କି ନାହିଁ ତାହା କମ୍ୟୁନିଟି ବାଛିବ।--Sailesh Patnaik ଶୈଳେଶ (ମୋ ଆଲୋଚନା) ୧୧:୪୧, ୭ ଜୁନ ୨୦୧୬ (IST)
ଓଡିଆ ଉଇକିପିଡିଆରେ ଥିବା ମୋ ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ । ଆଗକୁ ରଥଯାତ୍ରା ଅସୁଅଛି । ଏହି ଇଦ୍ଦେଶ୍ୟରେ ପୁରୀରେ ରହୁଥିବା ଉଇକିଅଳି ମାନେ ଏକ ନୁତନ କାର୍ଯ୍ୟକ୍ରମ କରିବା ପାଇଁ ଚିନ୍ତା କରୁଅଛୁ । ଆମେ ଏହି କାର୍ଯ୍ୟକ୍ରମକୁ ତିନୋଟି ଭାଗରେ ବିଭକ୍ତ କରିଛୁ । ପ୍ରତି ଭାଗର ଦାଇତ୍ୱ ପାଞ୍ଛ ଜଣ ଲେଖାଏଁ ଉଇକିଅଳି ନେବା କଥା ଅମେ ଆଲୋଚନା କାରିଛୁ ।
ଏହି କାର୍ଯ୍ୟକ୍ରମରେ ଆମେ ମାନେ, ରଥଯାତ୍ରାରେ ହେଉଥିବା ବିଭିନ୍ନ ନୀତିର ଚିତ୍ର, କ୍ୟାମେରା ମାଧ୍ୟମରେ ଉତ୍ତୋଳନ କରି, କମନ୍ସରେ ଅପଲୋଡ କରିବୁ ।
ଏଥିରେ ଅମେ ମାନେ ଜଗନ୍ନାଥଙ୍କ ବିଭିନ୍ନ ସେବା ଏବଂ ସେବା କରୁଥିବା ଜାତି ମାନଙ୍କ ବିଷୟରେ ଉଇକିରେ ଲେଖିବୁ। ସେଥିପାଇଁ ଅମେ ମାନେ, ସେହି ସବୁ ଲୋକମାନଙ୍କ ସହ ଭେଟି ପୁରାଣ ଏବଂ ସେମାନଙ୍କ ପୁର୍ବ ପୁରୁଷ ମାନେ କିପରି ଜଗନ୍ନାଥଙ୍କ ସେବା କରିଅସୁଛନ୍ତି, ସେ ସମ୍ପର୍କରେ କିଛି ତଥ୍ୟ ଏକାଠି କରିବୁ । ଏବଂ ସେଗୁଡିକୁ ଉପଯୁକ୍ତ ଅଧାର ଦେଇ, ଉଇକିରେ ଲେଖିବୁ ।
ଏଥିରେ ଅମେ ମାନେ, ଏକ ଷ୍ଟଲ୍ ମାଧ୍ୟମରେ ଉଇକିଆଉଟ୍ ରିଚ୍ କରିବା କଥା ଚିନ୍ତା କରୁଅଛୁ । ଅମେ ଏଥିରେ, ଅତିକମରେ ପାଞ୍ଚଶହ ଲୋକଙ୍କ ପାଖରେ ଓଡିଆ ଉଇକି କୁ ପହଁଚେଇବା ପାଇଁ ଚେଷ୍ଠା କରିବୁ । ଏହାର ଫଳାଫଳ ଜାନିବା ପାଇଁ ରଥ ଯାତ୍ରାର ଠିକ ପନ୍ଦର ଦିନ ପରେ ଅମେ ଆଗ୍ରହି ଥିବା ବ୍ୟକ୍ତି ମାନଙ୍କୁ ନେଇ ଏକ ଟ୍ରେନିଂ କରିବୁ ।
୫ମ ମାସିକ ଭୁବନେଶ୍ୱର ଉଇକିଟୁଙ୍ଗୀ ମେଳଣରେ ଉଇକି ପତ୍ରିକା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ନିମ୍ନରେ ତାହାର ବିଷଦ ବିବରଣୀ ଦିଆଗଲା ।--Abha S Pradhan (ମୋ ଆଲୋଚନା) ୧୦:୪୨, ୧୨ ଜୁନ ୨୦୧୬ (IST)
ଉଇକିଆଳିମାନେ 'ଉଇକି ପତ୍ରିକା' ନାମକରଣ ପାଇଁ ନିଜ ମତ ଦିଅନ୍ତୁ । ପ୍ରସ୍ତାବିତ ନାଁ ଯଦି ପୂର୍ବରୁ କେଉଁଠାରେ ଦିଆଯାଇଥାଏ, ତେବେ ଜଣାଇବାକୁ ଅନୁରୋଧ ।
ଏହି ଶିରୋନାମାଟି ଜଣେ ଲେଖକଙ୍କ ସହିତ ଆଲୋଚନା କରିବା ପରେ ମତେ ବହୁତ୍ ପସନ୍ଦ ଆସିଛି । ସେ ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଓ ଏହାର ଉଦ୍ଦେଶ୍ୟ ଜାଣିବା ପରେ କେତୋଟି ନାମ ଚୟନ କରିଥିଲେ । ସେଗୁଡିକ ମଧ୍ୟରୁ ମତେ ଏଇଟି ଉପଯୁକ୍ତ ଲାଗିଲା , ତେଣୁକରି ଏଠାରେ ଲେଖୁଛି । ଆଶାକରୁଛି ଆପଣମାନଙ୍କୁ ମଧ୍ୟ ପସନ୍ଦ ହେବ ।--Chinmayee Mishra (ମୋ ଆଲୋଚନା) ୧୬:୩୫, ୨ ଜୁଲାଇ ୨୦୧୬ (IST)
ତ୍ରୈମାସିକ
ତିନି ମାସ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଓ ତାର ଫଳାଫଳ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବା ।
ଆଗ୍ରହୀ ଉଇକିଆଳିମାନେ ନିମ୍ନୋକ୍ତ ପଦ ପାଇଁ ଆବେଦନ କରନ୍ତୁ ।
ମୁଁ ଏହି କାମ ପାଇଁ ଆଗ୍ରହୀ । ଯଦିଓ ମୁଁ ପେଶାଗତ ଚିତ୍ରୋତ୍ତଳକ ନୁହେଁ । --ବିକାଶ ଓଝା (ମୋ ଆଲୋଚନା) ୧୨:୧୩, ୨୭ ଜୁନ ୨୦୧୬ (IST)
This article uses material from the Wikipedia ଓଡ଼ିଆ article ଅଭିଲେଖ ୧୫, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.