ଆରମ୍ଭ

ଉଇକିପିଡ଼ିଆ ଏକ ଖୋଲା ଜ୍ଞାନ ମଣ୍ଡଳ ଯାହା ପୃଥିବୀର ସବୁ ଜାଗାର ଦାତା ମାନଙ୍କ ଦ୍ଵାରା ତିଆରି ।

ଉଇକିପିଡ଼ିଆରେ ଲେଖିବା

ଓଡ଼ିଆ ଉଇକିପିଡ଼ିଆରେ କିଛି ଲେଖାଲେଖି କରିବା ପାଇଁ ପ୍ରଧାନ ପୃଷ୍ଠାକୁ ଯାଆନ୍ତୁ ଆଉ ଆପଣଙ୍କୁ ଭଲ ଲାଗୁଥିବା ଲେଖାଟିଏ ଲେଖନ୍ତୁ, ଆପଣଙ୍କ ପାଇଁ କିଛି ଲେଖାର ତାଲିକା ଆମେ ରଖିଛୁ, ସେଥିରୁ ଯେ କୌଣସି ଲେଖାଟିଏ ବାଛି ଆପଣ ଲେଖି ପାରନ୍ତି ।

ଯଦି କିଛି ଲେଖାରେ ଅଦଳ ବଦଳ କରିବାକୁ ଚାହାନ୍ତି ତେବେ ଡାହାଣ ଉପର ପଟରେ ଥିବା ବଦଲାଇବେକୁ ଦବାନ୍ତୁ ।

ବଦଳାଇବା

ଉଇକିପିଡ଼ିଆର ଲେଖା ସବୁ କେହି ବି ବଦଳାଇ ପାରନ୍ତି । ଯଦି ଆପଣ ଲେଖାଟିଏକୁ ବଦଳାଇବାକୁ ଚାହାନ୍ତି ତେବେ ଉପରେ/ତଳେ ଥିବା ବଦଲାଇବେ କୁ ବାଛନ୍ତୁ । ଆପଣ ଉଇକିପିଡ଼ିଆରେ ଖାତାଟିଏ ଖୋଲିନଥିଲେ ବି ନୂଆ ଲେଖା ଯୋଡ଼ି ପାରିବେ ବା ପୁରୁଣା ଲେଖାକୁ ବଦଳାଇ ପାରିବେ ।

ଉଇକିପିଡ଼ିଆରେ ଆପଣ ଲେଖୁଥିବା ସବୁଯାକ ଲେଖା ନିରପେକ୍ଷ ହେବା ଦରକାର । ଲେଖାଗୁଡ଼ିକ ଜିଏନଇଉ ମୁକ୍ତ ଦସ୍ତାବିଜ ଲାଇସେନ୍ସ(GFDL) ହେବା ଉଚିତ ।

ଓଡ଼ିଆ ଉଇକିପିଡ଼ିଆ ସହ କେମିତି ଯୋଡ଼ିବେ ନିଜକୁ

ଓଡ଼ିଆ ଉଇକିପିଡ଼ିଆରେ ଲେଖିବା/ବଦଳାଇବାର ସୁବିଧା ଅଛି, ଅଧିକ ସୁବିଧା ପାଇଁ ନିଜର ଖାତାଟିଏ ଖୋଲନ୍ତୁ

ଏସବୁ ବି ଦେଖନ୍ତୁ

ଉଇକିପିଡ଼ିଆ ଉପରେ ଆହୁରି ଅଧିକ ଜାଣିବା ପାଇଁ ସାହାଯ୍ୟ ଦେଖନ୍ତୁ ।

Tags:

ଆରମ୍ଭ ଉଇକିପିଡ଼ିଆରେ ଲେଖିବାଆରମ୍ଭ ବଦଳାଇବାଆରମ୍ଭ ଓଡ଼ିଆ ଉଇକିପିଡ଼ିଆ ସହ କେମିତି ଯୋଡ଼ିବେ ନିଜକୁଆରମ୍ଭ ଏସବୁ ବି ଦେଖନ୍ତୁଆରମ୍ଭପ୍ରଧାନ ପୃଷ୍ଠା

🔥 Trending searches on Wiki ଓଡ଼ିଆ:

ସତ୍ୟନାରାୟଣ ରାଜଗୁରୁ୨୧ଛତୁ ତରକାରୀପ୍ରେମଜନ ଗଣ ମନଯକୃତଓଡ଼ିଶା ବିଧାନ ସଭାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀରତ୍ନାକର ଚଇନିବିଜୁ ପଟ୍ଟନାୟକବ୍ୟାଙ୍କବୈକୁଣ୍ଠନାଥ ପଟ୍ଟନାୟକଶ୍ରୀନିବାସ ରାମାନୁଜନଚୁଡ଼ାତାରିଣୀ ମନ୍ଦିର, ଘଟଗାଁସରୋଜିନୀ ନାଇଡୁଭୂମିକମ୍ପଶାସ୍ତି (ଓଡ଼ିଆ କଥାଚିତ୍ର)ବ୍ରାହ୍ମ ସମାଜତମନ୍ନା ବ୍ୟାସଅନନ୍ତ ପଟ୍ଟନାୟକତପସ୍ୱିନୀଚାନ୍ଦ୍ରମାସଚନ୍ଦନ ଯାତ୍ରାଅଂଶୁପା ହ୍ରଦଦାମୋଦର ରାଉତହୀରାକୁଦ ବନ୍ଧଡାଲମାଓଡ଼ିଶାର ଇତିହାସଅଣ୍ଡାବ୍ରାଉଜରଅନନ୍ତ ବାସୁଦେବ ମନ୍ଦିରଶ୍ରୀଚିତ୍ତରଞ୍ଜନ ଦାସଇନ୍ଦିରା ଗାନ୍ଧୀବାମାଚରଣ ମିତ୍ରକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅଚ୍ୟୁତାନନ୍ଦ ଦାସସୁଭାଷ ଚନ୍ଦ୍ର ବୋଷସାଲଭାଡୋର ଡାଲିପ୍ଲୁଟୋ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକୋଣାର୍କ ସୂର୍ଯ୍ୟ ମନ୍ଦିରମାଗୁଣିର ଶଗଡ଼ଶବ୍ଦ (ପଦ)ଲକ୍ଷ୍ମୀକାନ୍ତ ମହାପାତ୍ରବୈଷ୍ଣବ ପାଣିରାମମନୋଜ କୁମାର ମିଶ୍ରକୋଳିପ୍ରହ୍ଲାଦ ନାଟକଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରମଟର ସାଇକେଲଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଡାକ ମୁନସୀମୟୂରଓଡ଼ିଆ ଖାଦ୍ୟରାମାବତାରମ୍ରୋହିତ ଶର୍ମାଅଂଶୁଘାତକୃଷ୍ଣମାଟିର ମଣିଷଭାରତୀୟ ମହାକାଶ ଗବେଷଣା ସଂସ୍ଥାପଥ ଓ ପୃଥିବୀବିଶ୍ୱନାଥ କରଉଦ୍ଭିଦ ବିଜ୍ଞାନ🡆 More