ଇସାଟୁକ୍ସିମାବ

ଇସାଟୁକ୍ସିମାବ (ଇଂରାଜୀ ଭାଷାରେ Isatuximab), ସାର୍କାଲିସା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ । ଏହି ରୋଗ ପାଇଁ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ରୋଗୀଙ୍କଠାରେ ଏହା ବ୍ୟବହୃତ ହୁଏ | ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହା ପ୍ରାୟ ଡେକ୍ସାମେଥାଜୋନ ଏବଂ ଡାଇଫେନହାଇଡ୍ରାମିନ ସହିତ ଏକତ୍ର ବ୍ୟବହୃତ ହୁଏ ।

ଇସାଟୁକ୍ସିମାବ
ଇସାଟୁକ୍ସିମାବ
Isatuximab (pale blue) binding CD38 (purple). ଛାଞ୍ଚ:PDB
Monoclonal antibody
TypeWhole antibody
SourceChimeric (mouse/human)
TargetCD38
Clinical data
Trade namesSarclisa
SynonymsSAR-650984, isatuximab-irfc
AHFS/Drugs.commonograph
MedlinePlusa620023
data
Pregnancy
category
  • AU: C
Routes of
administration
Intravenous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Chemical and physical data
FormulaC6456H9932N1700O2026S44
Molar mass୧,୪୫,୧୯୦.୯୯ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ, ଇନଫ୍ୟୁଜନ୍ ବା ଅନ୍ତର୍ନିଧାନ ପ୍ରତିକ୍ରିୟା, ନିମୋନିଆ, ନାକ ଏବଂ ଗଳା ସଂକ୍ରମଣ, ତରଲ ଝାଡ଼ା ଏବଂ ବ୍ରୋଙ୍କାଇଟିସ୍ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ଅନ୍ୟ କେତେକ ପ୍ରକାରର କର୍କଟ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ସାଧାରଣତଃ ମାୟେଲୋମା ଜୀବକୋଷଗୁଡ଼ିକରେ ଦେଖାଯାଉଥିବା ମୋନୋକ୍ଲୋନାଲ ଆଣ୍ଟିବଡି (mAb) ସ‌ହିତ ସିଡି୩୮ (CD38) ସଂଲଗ୍ନ ହୁଏ ।

୨୦୨୦ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇସାଟୁକ୍ସିମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦୦ ମିଗ୍ରାର ମୂଲ୍ୟ ପ୍ରାୟ ୨୫୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୬୦୦ ଡଲାର ଅଟେ ।

ଆଧାର

Tags:

ଇଂରାଜୀ ଭାଷାଡାଇଫେନହାଇଡ୍ରାମିନଡେକ୍ସାମେଥାଜୋନମଲ୍ଟିପ୍ଲ ମାୟେଲୋମା

🔥 Trending searches on Wiki ଓଡ଼ିଆ:

ଅଂଶୁଘାତ୧୯ ଡିସେମ୍ବରକ୍ଷେତ୍ରବାସୀ ନାଏକଅପରାଜିତା ମହାନ୍ତିଗୋଦାବରୀଶ ମିଶ୍ରମୋହିନୀ ଏକାଦଶୀଭାରତୀୟ ମହାକାଶ ଗବେଷଣା ସଂସ୍ଥାପ୍ରଦୂଷଣକାଳୀଅଖିଳ ମୋହନ ପଟ୍ଟନାୟକସବ୍ୟସାଚୀ ଚୌଧୁରୀକ୍ରିଏଟିଭ କମନ୍ସଜଗନ୍ନାଥଙ୍କ ଧୂପତିଳକଦୀପବାରଶିଂଘାଦେବୀପ୍ରସନ୍ନ ପଟ୍ଟନାୟକଗତି ରୋଗଜୟ ଜଗନ୍ନାଥଯୀଶୁଶବରଚନ୍ଦ୍ରଶେଖର ଭେଙ୍କଟ ରମଣନମିତା ଅଗ୍ରୱାଲଲାଞ୍ଜିଆ ସଉରା ଜନଜାତିଗୋଦାବରୀଶ ମହାପାତ୍ରସାହିତ୍ୟ ଭାରତୀ ସମ୍ମାନରାଜନୀତି ବିଜ୍ଞାନଜଗନମୋହ‌ନ ଲାଲବୀଣାପାଣି ମହାନ୍ତିୟୁ ଟ୍ୟୁବ୧୮୮୨ଅଜିତ କୁମାର ମହାନ୍ତିହରପ୍ରସାଦ ଦାସଅଚ୍ୟୁତାନନ୍ଦ ଦାସଖ୍ରୀଷ୍ଟ ଧର୍ମଭଗବତୀ ଚରଣ ପାଣିଗ୍ରାହୀମଣିପୁରଦୁର୍ଗାପରଶମଣି (ଉପନ୍ୟାସ)ଓଡ଼ିଆ ନାରୀ କବି ମାନଙ୍କ ତାଲିକାଜର୍ମାନୀବିଜ୍ଞାନଏକାଦଶୀବୁଧଆଣ୍ଡ୍ରଏଡ଼ପ୍ରଜାତନ୍ତ୍ରଜଗନ୍ନାଥ ମନ୍ଦିର, ବାରିପଦାରାମ ନବମୀଦୂତୀବାହନ ଓଷାମୁମ୍ବାଇଆଲୋଚନାକମ୍ପ୍ୟୁଟର କିବୋର୍ଡ଼ଦହିବରାହରେକୃଷ୍ଣ ମହତାବମହାତ୍ମା ଗାନ୍ଧୀଙ୍କ ପରିବାରଚନ୍ଦ୍ରଶେଖର ରଥବଳରାମ ଦାସଡାଇନୋସରନବରାତ୍ରୀଚାରି ଧାମତାମିଲ ଭାଷାଆଚାର୍ଯ୍ୟ ହରିହରଧର୍ମ🡆 More