ଅଜିତ କୁମାର ମହାନ୍ତି

ଅଜିତ କୁମାର ମହାନ୍ତି (ଜନ୍ମ: ୧୯୫୯ ମସିହା) ଜଣେ ଓଡ଼ିଆ ବୈଜ୍ଞାନିକ । ୧୨ ମାର୍ଚ୍ଚ ୨୦୧୯ ମସିହାରେ ସେ ଭାରତର ବହୁମୁଖୀ ଆଣବିକ ଗବେଷଣା କେନ୍ଦ୍ର, ‘ଭାବା ଆଣବିକ ଗବେଷଣା କେନ୍ଦ୍ର (BARC)’ର ନିର୍ଦ୍ଦେଶକ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ଅଜିତ କୁମାର ମହାନ୍ତି
ଜନ୍ମ୧୯୫୯ ମସିହା
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନୟୁନିଭର୍ସିଟି ଅଫ ମୁମ୍ବାଇ,ରେଭେନ୍ସା ବିଶ୍ୱବିଦ୍ୟାଳୟ,
ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟ
ପୁରସ୍କାରଆଣବିକ ଶକ୍ତି ହୋମି ଭାବା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପୁରସ୍କାର,
ଯୁବ ପଦାର୍ଥ ବିଜ୍ଞାନୀ - ୧୯୯୧ (ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ)
ବିଜ୍ଞାନୀ ଜୀବନ
କ୍ଷେତ୍ରଆଣବିକ ପଦାର୍ଥ ବିଜ୍ଞାନ
ଭାବା ଆଣବିକ ଗବେଷଣା କେନ୍ଦ୍ର
କାର୍ଯ୍ୟକାଳ
୨୦୧୯ – ୨୦୨୧
ପୂର୍ବ ଅଧିକାରୀକେ.ଏନ. ବ୍ୟାସ

ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା

ଅଜିତ ସନ ୧୯୫୯ ମସିହାରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ୧୯୭୯ ମସିହାରେ ସେ ମୟୁରଭଞ୍ଜର ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଲାଭ କରିଥିଲେ । ୧୯୮୧ ମସିହାରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଲାଭ କରିଥିଲେ । ଅଜିତ, ୟୁନିଭର୍ସିଟି ଅଫ ମୁମ୍ବାଇରୁ ୧୯୮୩ ମସିହାରେ ଡକ୍ଟରେଟ ଉପାଧି ଲାଭ କରିଥିଲେ । ସେହି ୧୯୮୩ ମସିହାରେ ସେ ୨୬ତମ ବିଏଆରସି ତାଲିମ ବିଦ୍ୟାଳୟରୁ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ ।

ପେଶା

୧୯୮୩ ମସିହାରେ ସେ ବିଏଆରସିର ଆଣବିକ ପଦାର୍ଥ ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲେ । ତାଙ୍କର ଚଳନ୍ତି ୩୬ ବର୍ଷ କାର୍ଯ୍ୟକାଳରେ ସେ ସବ କୁଲମ୍ବ ବ୍ୟାରିୟରର କୋଳିଜନ ଶକ୍ତିଠାରୁ ଆରମ୍ଭ କରି ରିୟାଲିଟିବିଷ୍ଟିକ ରେଜିମ ପର୍ଯ୍ୟନ୍ତ କାମ କରିଥିଲେ ।

ବର୍ତ୍ତମାନ ସେ କୋଲକାତାରେସ୍ଥିତ ଶାହା ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟାର ଫିଜିକ୍ସର ମଧ୍ୟ ନିର୍ଦ୍ଦେଶକ ଅଟନ୍ତି । ବିଏଆରସିର ନିର୍ଦ୍ଧେଶକ ସେ ବର୍ତ୍ତମାନ ତିନି ବର୍ଷ କାଳ କାମ କରିବେ । ସେ ଏହି କାର୍ଯ୍ୟଭାର କେ.ଏନ. ବ୍ୟାସଙ୍କଠାରୁ ନେଲେ ।

ପୁରସ୍କାର ଏବଂ ସମ୍ମାନ

  • ଯୁବ ବୈଜ୍ଞାନିକ - ୧୯୮୮ (ଭାରତୀୟ ପଦାର୍ଥ ବିଜ୍ଞାନ ସମାଜ)
  • ଯୁବ ପଦାର୍ଥ ବିଜ୍ଞାନୀ - ୧୯୯୧ (ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ)
  • ଆଣବିକ ଶକ୍ତି ହୋମି ଭାବା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା - ୨୦୦୧

ଆଧାର

Tags:

ଅଜିତ କୁମାର ମହାନ୍ତି ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷାଅଜିତ କୁମାର ମହାନ୍ତି ପେଶାଅଜିତ କୁମାର ମହାନ୍ତି ପୁରସ୍କାର ଏବଂ ସମ୍ମାନଅଜିତ କୁମାର ମହାନ୍ତି ଆଧାରଅଜିତ କୁମାର ମହାନ୍ତିଓଡ଼ିଆ ଲୋକଭାରତ

🔥 Trending searches on Wiki ଓଡ଼ିଆ:

ଚିଙ୍ଗୁଡ଼ିସାଲବେଗଦୀପକ ମିଶ୍ରକୃଷ୍ଣ ଜନ୍ମାଷ୍ଟମୀଓଡ଼ିଶାର ଦଶହରାଲକ୍ଷ୍ମୀନାରାୟଣ ସାହୁଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଏ ଭି ସ୍ୱାମୀସଂଯୁକ୍ତା ରାଉତବ୍ରଜନାଥ ରଥଫତୁରାନନ୍ଦ୧୯୬୭ୟୁରି ଗାଗାରିନଶ୍ରୀରୂପା ମିତ୍ର ଚୌଧୁରୀନିତ୍ୟାନନ୍ଦ ଶତପଥୀପ୍ରଶାନ୍ତ ପଟ୍ଟନାୟକ୧୮୭୮ରତ୍ନାକର ଚଇନିକାହ୍ନୁଚରଣ ମହାନ୍ତିଭୂମିକମ୍ପଭାରତୀୟ ଦଣ୍ଡ ସଂହିତା, ୧୮୬୦ଜବାହରଲାଲ ନେହେରୁମାର୍କ ଜୁକରବର୍ଗପରମାଣୁ କ୍ରମାଙ୍କଧନୁଯାତ୍ରାଡାଇନୋସରଜାପାନଅକ୍ଷାଂଶଚୋଡ଼ଗଙ୍ଗ ଦେବକଳାହାଣ୍ଡି ଜିଲ୍ଲା୩୧ ମାର୍ଚ୍ଚହରପ୍ପା ସଭ୍ୟତାଆଖଣ୍ଡଳମଣି ମନ୍ଦିରଓଡ଼ିଶାର ଭୂଗୋଳସୁଶାସନ ଦିବସଓଡ଼ିଆ ଭାଷାମାଳଦ୍ଵୀପଭୌଗଳିକ ଦିଗବାରେଣିସମୟ (କାଳ)ୟୁ ଟ୍ୟୁବପ୍ରଧାନ ପୃଷ୍ଠାରାସାୟନିକ ମୌଳିକବାୟୁ (ଦେବତା)ପୁରାଣମାଗୁଣି ଚରଣ କୁଅଁରପଠାଣି ପଟ୍ଟନାୟକସମଲେଶ୍ୱରୀ ମନ୍ଦିରକେରଳସୁନ୍ଦରଗଡ଼ହୃଦାନନ୍ଦ ପାଣିଗ୍ରାହୀ୨୬ ଅପ୍ରେଲବାଲେଶ୍ୱରଲକ୍ଷ୍ମଣ ନାୟକବିଶ୍ୱଜିତ ଦାସ୧୧ ମାର୍ଚ୍ଚଯଶୋଧାରା ମିଶ୍ରପୁରୀସୂଚନା ଅଧିକାର ଆଇନ ୨୦୦୫କିଶୋରୀ ଚରଣ ଦାସJagannathଏକାଦଶୀପଶ୍ଚିମ ଓଡ଼ିଶା୪ ମାର୍ଚ୍ଚବ୍ୟକ୍ତିଗତ ଅର୍ଥବ୍ୟବସ୍ଥାରୋମ୨୮ ମାର୍ଚ୍ଚ🡆 More