ଆଦିପୋମାସିଆ

ଆଦିପୋମାସିଆ କିମ୍ବା ଲିପୋମାସିଆ କୁ ମୋଟା ସ୍ତନ ମଧ୍ୟ କୁହାଯାଇଥାଏ ।   ଏହି ପ୍ରକାର ଅବସ୍ଥାରେ ସ୍ତନରେ ଗ୍ଳାଣ୍ଡୁଲାର ତନ୍ତୁ ଜାଗାରେ ବହୁ ମାତ୍ରାରେ ଚର୍ମ ଏବଂ ଏଡ଼ିପୋଜ ତନ୍ତୁ ଜମା ହୋଇଯାଇଥାଏ । ଏହା ମୁଖ୍ୟତଃ ମେଦବହୁଳ ପୁରୁଷମାନଙ୍କଠାରେ ଦେଖାଯାଇଥାଏ । ଯେତେବେଳେ ବହୁମାତ୍ରାରେ ଜଣେ ମେଦବହୁଳ ବ୍ୟକ୍ତି ଓଜନ ହ୍ରାସ କରନ୍ତି ସେତେବେଳେ ଏହି ଅବସ୍ଥା ସ୍ପଷ୍ଟ ଭାବରେ ଦେଖାଯାଇଥାଏ ।.

Adipomastia
ଆଦିପୋମାସିଆ
ପ୍ରାୟତଃ କମୋରବିଡ ଗାଇନେକୋମାସିଆ ଏବଂ ଶିଉଡୋଗାଇନେକୋମାସିଆ ହୋଇଥିବା ଏକ ପୁରୁଷ 
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPlastic surgery

ଏହାର ପାଖାପାଖି ଅନ୍ୟ ଏକ ସିଣ୍ଡ୍ରୋମ ହେଲା ଶିଉଡୋଗାଇନେକୋମାସିଆ ।.  ଏହା ଅଲଗା ଅଟେ ଏବଂ ଗାଇନେକୋମାସିଆ (ମହିଳାଙ୍କର ସ୍ତନ)ଠାରୁ ସ୍ପଷ୍ଟ ଭାବରେ ଅଲଗା ଦେଖାଯାଇଥାଏ । ଯେଉଁଥିରେ ଏକଦମ ସତ୍ୟ ଗ୍ଳାଣ୍ଡୁଲାର ତନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ହୋଇଥାଏ । ଏହି ଦୁଇ ଅବସ୍ଥାକୁ ଅତି ସହଜରେ ଗ୍ଳାଣ୍ଡୁଲାର ତନ୍ତୁ ଅଛି କି ନାହିଁ ନିରୀକ୍ଷଣ କରି ଜାଣି ହୁଏ । ଅନ୍ୟ ଏକ ପାର୍ଥକ୍ୟ ହେଲା ସ୍ତନ ପୀଡ଼ା ଶିଉଡୋଗାଇନେକୋମାସିଆରେ ହୋଇନଥାଏ । ବେଳେବେଳେ ଉଭୟ ଅବସ୍ଥା ଏକ ସାଙ୍ଗରେ ମଧ୍ୟ ହୋଇପାରେ ; ଫ୍ୟାଟ ତନ୍ତୁଗୁଡ଼ିକ ଆରୋମାଟେଜ ଏଞ୍ଜାଇମ ପ୍ରସ୍ତୁତ କରନ୍ତି, ଏହି ଏଞ୍ଜାଇମ ଇଷ୍ଟ୍ରୋଜେନ ପ୍ରସ୍ତୁତ କରିଥାଏ । ଏହି ଇଷ୍ଟ୍ରୋଜେନ ଯୋଗୁଁ ଏହି ଭଳି ଅବସ୍ଥା ହୋଇଥାଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ନନ୍ଦନକାନନ ଜୀବ ଉଦ୍ୟାନତରୁଣକାନ୍ତି ମିଶ୍ରତମନ୍ନା ବ୍ୟାସଅଲାରନାଥ ମନ୍ଦିରମୟୂରଜଗନ୍ନାଥ ଦାସମଙ୍ଗଳୁ ଚରଣ ବିଶ୍ୱାଳହୃତ୍‌ପିଣ୍ଡଓଡ଼ିଶାର ସଂସ୍କୃତିରାଉରକେଲାପରୀକ୍ଷାଚାରି ଧାମବିଜୁ ଜନତା ଦଳଅଚ୍ୟୁତ ଗୋକୁଳ ନାୟକଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଓଡ଼ିଆ ଭାଷାସିଦ୍ଧାନ୍ତ ମହାପାତ୍ରଧନୁ (ରାଶି)ମାଁ ପୀତାମ୍ବର ମନ୍ଦିରକାହ୍ନୁଚରଣ ମହାନ୍ତିଛାନ୍ଦସମୀର ରଞ୍ଜନ ଦାଶମସ୍କୋଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଗୋଦାବରୀଶ ମିଶ୍ରକାଳୀଚରଣ ପଟ୍ଟନାୟକକୋଳିରତ୍ନାକର ଚଇନିବଡ଼ ଏରାଅଭିରାମ ପରମହଂସ୧୯୬୧ପୁରୀଯୌନ ଉତ୍ପୀଡ଼ନରାମାୟଣବରଗଛକଖାରୁ ଫୁଲ ଭଜାପ୍ରାଣବନ୍ଧୁ କରସଂକ୍ରାନ୍ତିଶାନ୍ତନୁ କୁମାର ଆଚାର୍ଯ୍ୟଶଙ୍କରାଚାର୍ଯ୍ୟବିନୋଦ ଚନ୍ଦ୍ର ନାୟକବର୍ଷା ପ୍ରିୟଦର୍ଶିନୀରାମଚନ୍ଦ୍ର ବେହେରାନଇ ଆରପାରିଜୟଦେବଅଧର ପଟ୍ଟନାୟକସମ୍ବଲପୁର ଜିଲ୍ଲାମ୍ୟାଲେରିଆୟୁ ଟ୍ୟୁବଆଖିପକୋଡ଼ାବୁଧଉପନିଷଦତିଳ ଚତୁର୍ଥୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୁକୁନ୍ଦ ଦେବପଣା ସଂକ୍ରାନ୍ତିବି. ଆର. ଆମ୍ବେଦକରପିଙ୍କି ପ୍ରଧାନଇଣ୍ଡୋନେସିଆରାୟଗଡ଼ା ଜିଲ୍ଲାଲକ୍ଷ୍ମୀକାନ୍ତ ମହାପାତ୍ରଦାସକାଠିଆନବକଳେବରଗୋଲୋକ ବିହାରୀ ଧଳଅସହଯୋଗ ଆନ୍ଦୋଳନଇଣ୍ଟରନେଟଖାରବେଳରଥଯାତ୍ରା🡆 More